୧୦ ଟଙ୍କାର ମାସ୍କ ଦେଇ ଦଲାଲ ନେଇଗଲା ୭ ଶହ

ଅନୁଗୁଳ: ଅନୁଗୁଳ ଡାକ୍ତରଖାନାରେ ୩ ଦିନ ତଳେ ଜଣେ ଲୋକର ପକେଟମାର ହେବା ପରେ ଆଜି ପୁଣି ଜଣକ ଠାରୁ ୭ ଶହ ଟଙ୍କା ଠକି ନିଆ ଯାଇଛି। ଘଟଣାରୁ ପ୍ରକାଶ ମହିଧରପୁର ଗାଁର ଦେବରାଜ ସାହୁ ତାଙ୍କ ସ୍ତ୍ରୀଙ୍କ ଦେହ…

Continue Reading୧୦ ଟଙ୍କାର ମାସ୍କ ଦେଇ ଦଲାଲ ନେଇଗଲା ୭ ଶହ

କୃତି କରାଟେକା ମାନଙ୍କୁ ସଂଘ ପକ୍ଷରୁ ସମ୍ବର୍ଦ୍ଧନା

ଅନୁଗୁଳ: ସ୍ଥାନୀୟ ପିଟିସି ହାଇସ୍କୁଲ ପରିସରରେ ଉତ୍କଳ କ୍ୟୁକସିନ କରାଟେ ସଂଘର କୃତି କରାଟେକା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ପଶ୍ଚିମବଙ୍ଗର ରାଣିଗଞ୍ଜ ଠାରେ ଆୟୋଜିତ ହୋଇଥିବା ଜାତୀୟ କରାଟେ ଚାମ୍ପିୟାନସିପରେ ଅନୁଗୁଳର ୨୨ ଜଣିଆ ଦଳ ଅଂଶ ଗ୍ରହଣ କରିଥିଲା। ଏହି…

Continue Readingକୃତି କରାଟେକା ମାନଙ୍କୁ ସଂଘ ପକ୍ଷରୁ ସମ୍ବର୍ଦ୍ଧନା

ଅନୁଗୁଳ ମେଡିକାଲ ଭିତରେ ପକେଟମାରର ଶିକାର ହେଲେ ଯୁବକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆମ ମେଡିକାଲ ଯୋଜନାର ଅନ୍ତର୍ଭୁକ୍ତ ହେଲା। ନୂଆ ଲାଇଟ ବୋର୍ଡରେ ଝଲମଲ ହେଲା ଡାକ୍ତରଖାନା ପରିସର । କିନ୍ତୁ ସ୍ୱାସ୍ଥ୍ୟ ସେବା କଥା ଯାହା ହେଉନା କାହିଁକି ନିରାପତ୍ତା ବ୍ୟବସ୍ଥା ଏତେ ହୁଗୁଳ। ଯେ…

Continue Readingଅନୁଗୁଳ ମେଡିକାଲ ଭିତରେ ପକେଟମାରର ଶିକାର ହେଲେ ଯୁବକ

5Tରେ ଅନ୍ତର୍ଭୁକ୍ତ ହେଲା ଆମ ହସ୍ପିଟାଲ କାର୍ଯ୍ୟକ୍ରମ

ଅନୁଗୁଳ: ଵିଦ୍ୟାଳୟ ଗୁଡିକ 5Tରେ ଅନ୍ତର୍ଭୁକ୍ତ ହୋଇ ସ୍ମାର୍ଟ ସ୍କୁଲରେ ରୂପାନ୍ତରଣ ହେବା ପରେ ଏବେ ରାଜ୍ୟ ସରକାର ବଛା ବଛା ସିଏଚସି, ସବ୍ଡିଭିଜନାଲ ହସ୍ପିଟାଲ ଓ ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ଆମ ହସ୍ପିଟାଲ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରିଛନ୍ତି। ଗତ ଚାରି…

Continue Reading5Tରେ ଅନ୍ତର୍ଭୁକ୍ତ ହେଲା ଆମ ହସ୍ପିଟାଲ କାର୍ଯ୍ୟକ୍ରମ

ଲିଟିଲ ହାର୍ଟସରେ ମକର ପର୍ବ ଓ ଗୁଡି ଉଡା

ଅନୁଗୁଳ: କୁଇଓ ସ୍ଥିତ ଲିଟିଲ ହାର୍ଟସ ଟଡ଼ଲର୍ସ ଏକାଡେମୀରେ ମକର ସଂକ୍ରାନ୍ତି ଓ ଗୁଡି ଉଡା ପର୍ବ ପାଳିତ ହୋଇଯାଇଛି। ଓଡ଼ିଆ ପରମ୍ପରାରେ ମକର ସଂକ୍ରାନ୍ତିର ମହତ୍ୱ, ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି,ଶ୍ରୀ ଜଗନ୍ନାଥଙ୍କ ନିକଟରେ ମକର ଚାଉଳ ଭୋଗ ଆଦି ସମ୍ପର୍କରେ…

Continue Readingଲିଟିଲ ହାର୍ଟସରେ ମକର ପର୍ବ ଓ ଗୁଡି ଉଡା

ସାତକୋଶିଆରେ ପ୍ରଥମ ଥର ପାଇଁ ବିଦେଶୀ ପକ୍ଷୀ

ଅନୁଗୁଳ: ସାତକୋଶିଆରେ ପକ୍ଷୀ ଗଣନା କାର୍ଯ୍ୟ ଶେଷ ହୋଇଛି। ଏହି ଗଣନାରୁ ଡିଭିଜନରେ ୬୩ ପ୍ରକାରର ମୋଟ ୩୮୭୮ଟି ପକ୍ଷୀ ଥିବା ଜଣା ପଡ଼ିଛି। ଏହା ଭିତରେ ୭୭୯ଟି ପାଣି କୁଆ, ୭୦୬ଟି ହୁଇସଲିଙ୍ଗ ବତକ, ୨୨୨ଟି ହଂସ,୧୯୨ ସ୍କିମର ଓ…

Continue Readingସାତକୋଶିଆରେ ପ୍ରଥମ ଥର ପାଇଁ ବିଦେଶୀ ପକ୍ଷୀ

କଠୋର ହେଲା ଟାମଡା ଆଇନ: ପ୍ଲଟିଂ ଜମି ମନଇଚ୍ଛା କିଣିଲେ ହଇରାଣ ନିଶ୍ଚିତ

ଅନୁଗୁଳ: ୩୦.୦୫.୨୦୧୭ ପରଠାରୁ ଯେଉଁ ଲୋକମାନେ ବାଇପ୍ଲଟ ଜମି କିଣି ଟାମଡା ଅନୁମୋଦନ ପାଇଁ ଅଫିସ ଦୌଡି ଦୌଡ଼ି ନିରାଶ ହୋଇଥିଲେ ଅବଶ୍ୟ ସେମାନଙ୍କ ପାଇଁ ଏବେ ବାଟ ଫିଟିଛି। ରାଜ୍ୟ ନଗର ଉନ୍ନୟନ ବିଭାଗ ଚିଠି ସଂଖ୍ୟା ୨୨୩୭୧ ଅନୁସାରେ…

Continue Readingକଠୋର ହେଲା ଟାମଡା ଆଇନ: ପ୍ଲଟିଂ ଜମି ମନଇଚ୍ଛା କିଣିଲେ ହଇରାଣ ନିଶ୍ଚିତ

ବିଶ୍ୱ କପ ହକି: ବସ୍ତି ଓ ସହରବାସୀଙ୍କ ପାଇଁ ଏଲଇଡି ବ୍ୟବସ୍ଥା

ଅନୁଗୁଳ: ଓଡ଼ିଶାରେ ହେବାକୁ ଥିବା ବିଶ୍ୱ କପ ହକିକୁ ସରସ ସୁନ୍ଦର ତଥା ଚିତ୍ତାକର୍ଷକ କରିବାପାଇଁ ରାଜ୍ୟ ସରକାର ଯେଭଳି ବ୍ୟବସ୍ଥା କରିଛନ୍ତି,ଏହାର ପ୍ରଚାର ପ୍ରସାର ପାଇଁ ମଧ୍ୟ ସେଭଳି ବ୍ୟବସ୍ଥା କରାଯାଇଛି। ଅନୁଗୁଳ ପୌରାଧକ୍ଷ ଅକ୍ଷୟ କୁମାର ସାମନ୍ତ ପ୍ରକାଶ…

Continue Readingବିଶ୍ୱ କପ ହକି: ବସ୍ତି ଓ ସହରବାସୀଙ୍କ ପାଇଁ ଏଲଇଡି ବ୍ୟବସ୍ଥା

ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି ଶିବିର

ଅନୁଗୁଳ: ସୋମବାର ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ମିଳିତ ଜନଶୁଣାଣି ଶିବିର ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଦାଖଲ ହୋଇଥିବା ସମୁଦାୟ ୧୧୮ଟି ଅଭିଯୋଗର ଶୁଣାଣି କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ…

Continue Readingଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି ଶିବିର

ମୁଁ ଯାଯାବର …..

ଅନୁଗୁଳ: ମୁଁ ମୋର ସ୍ତ୍ରୀ ଓ କୁନି କୁନି ପିଲାଙ୍କୁ ନେଇ ଅମଲାପଡ଼ାରେ ଏଇ ଘରେ ରହେ। ଖୋଲା ଆକାଶ,ଛାତି ଥରା ଥଣ୍ଡା ପବନ,କାକରସିକ୍ତ ଆର୍ଦ୍ର ବସୁଧା।କେତେବେଳେ ଖାଇବାକୁ ମିଳେ ତ କେତେବେଳେ ଖାଡା ଉପାସ।ମୋ ପାଖା ପାଖି ନେତା ମାନେ…

Continue Readingମୁଁ ଯାଯାବର …..