ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅନୁଗୁଳର ପ୍ରଥମ କଟ୍ ଅଫ୍ ମାର୍କ ପ୍ରକାଶିତ

ଅନୁଗୁଳ: ଅନୁଗୁଳ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଥମ କଟ୍ ଅଫ୍ ମାର୍କ ପ୍ରକାଶିତ ହୋଇଛି। କଳାରେ ସାଧାରଣ ବର୍ଗ ପିଲାଙ୍କ ପାଇଁ ୭୨.୧୭,ଏସଟି ବର୍ଗଙ୍କ ପାଇଁ ୫୯.୩୩, ଏସସି ବର୍ଗଙ୍କ ପାଇଁ ୬୧.୮୩,ଏସଇବିସି ବର୍ଗଙ୍କ ପାଇଁ ୬୭.୬୭, ଭିନ୍ନକ୍ଷମଙ୍କ ପାଇଁ…

Continue Readingସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅନୁଗୁଳର ପ୍ରଥମ କଟ୍ ଅଫ୍ ମାର୍କ ପ୍ରକାଶିତ

ରାଜସ୍ବ ଅମଲା ସଂଘର ସାଧାରଣ ପରିଷଦ ବୈଠକ

ଅନୁଗୁଳ: ସଭଘର ଠାରେ ରାଜସ୍ବ ଅମଲା ସଂଘ ଅନୁଗୁଳ ଶାଖାର ସାଧାରଣ ପରିଷଦ ବୈଠକ ଆୟୋଜିତ ହୋଇଯାଇଛି। ସଂଘର କାର୍ଯ୍ୟକାରୀ ସଭାପତି ନଗେନ କୁମାର ଶତପଥୀଙ୍କ ପୌରହିତ୍ୟରେ ଆୟୋଜିତ ଏହି ବୈଠକରେ ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ଅନ୍ୟତମ ଅତିରିକ୍ତ…

Continue Readingରାଜସ୍ବ ଅମଲା ସଂଘର ସାଧାରଣ ପରିଷଦ ବୈଠକ

ହଣ୍ଡପା ସ୍ଵାସ୍ଥ୍ୟ କେନ୍ଦ୍ରରେ ଏକ୍ସପାଏରି ଔଷଧକୁ ନେଇ ଉତ୍ତେଜନା

ଅନୁଗୁଳ: ଗୁଲଜାର ଖାନ୍ ନାମକ ଜଣେ ଯୁବକ କ୍ଷତ ଡ୍ରେସିଂ ପାଇଁ ଗତ ଶନିବାର ଦିନ ବେଳା ହଣ୍ଡପା ସ୍ଵାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ।ତେବେ ସେଠାରେ ଥିବା କର୍ମଚାରୀ ଏକ୍ସପାଏରି ଔଷଧ,ମଲମ ଲଗାଇଥିବା ଦେଖି ପ୍ରତିବାଦ କରିଥିଲେ। କେନ୍ଦ୍ରର ଫାର୍ମାସିଷ୍ଟ ଏଥିରେ ଅସୁବିଧା…

Continue Readingହଣ୍ଡପା ସ୍ଵାସ୍ଥ୍ୟ କେନ୍ଦ୍ରରେ ଏକ୍ସପାଏରି ଔଷଧକୁ ନେଇ ଉତ୍ତେଜନା

୯ ଦିନ ଲୀଳାଖେଳା ସାରି ବାହୁଡ଼ିଲେ ଚକା ଆଖି ଭାଇ ଭଉଣୀଙ୍କୁ ଘେନି

ଅନୁଗୁଳ: ଆଜି ଶୈଳ ଶ୍ରୀକ୍ଷେତ୍ରରେ ବାହୁଡା଼ ଯାତ୍ରା ଉତ୍ସାହ ଉଦ୍ଦୀପନାର ସହ ସମ୍ପନ୍ନ ହୋଇଛି। ଜନ୍ମବେଦିରେ ୯ ଦିନ ଲୀଳାଖେଳା ସାରି ଭଉଣୀ ସୁଭଦ୍ରା ଏବଂ ବଡ଼ଭାଇ ବଳଭଦ୍ରଙ୍କୁ ସାଥିରେ ଧରି ଫେରିଛନ୍ତି ମହାବାହୁ । ସେଥିପାଇଁ ସକାଳୁ ପାରମ୍ପରିକ ନୀତି…

Continue Reading୯ ଦିନ ଲୀଳାଖେଳା ସାରି ବାହୁଡ଼ିଲେ ଚକା ଆଖି ଭାଇ ଭଉଣୀଙ୍କୁ ଘେନି

ନାଲକୋରେ ବାସ୍କେଟ ବଲ୍ କୋଚିଂ

ଅନୁଗୁଳ: ନାଲକୋ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ  ଏକ ବାସ୍କେଟ୍ ବଲ କୋଚିଂ ଆୟୋଜିତ ହେଉଛି ଗତ ଜୁଲାଇ ପହିଲାରୁ ଆରମ୍ଭ ହୋଇଥିବା ଏହି କୋଚିଂ ତିନି ସପ୍ତାହ ଧରି ଚାଲିବ। ଅଭିଜ୍ଞ କୋଚ ବିଜୟ…

Continue Readingନାଲକୋରେ ବାସ୍କେଟ ବଲ୍ କୋଚିଂ

ଅଦ୍ଵୈତ ମାର୍ଗକୁ ନୋ ପାର୍କିଂ ଜୋନ ଘୋଷଣା କଲେ ଜିଲ୍ଲାପାଳ, ମାସେ ଯାଏଁ ଗାଡ଼ି ରଖିପାରିବେନି ଲୋକେ

ଅନୁଗୁଳ: ଅନୁଗୁଳ ଜେଲ୍ ସାମ୍ନା ରାସ୍ତାରୁ ୫୫ ନମ୍ବର ଜାତୀୟ ରାଜପଥ ବା ଅଦ୍ଵୈତ ମାର୍ଗକୁ ନୋ ପାର୍କିଂ ଜୋନ୍ ଘୋଷଣା କରାଯାଇଛି। ଜିଲ୍ଲାପାଳ ଅବ୍ଦାଲ୍ ଏମ ଅଖତାର ଆଜି ଏହି ଘୋଷଣା କରିଛନ୍ତି। ଏହି ରାସ୍ତାରେ ଦୁଇ ଚକିଆ ଓ…

Continue Readingଅଦ୍ଵୈତ ମାର୍ଗକୁ ନୋ ପାର୍କିଂ ଜୋନ ଘୋଷଣା କଲେ ଜିଲ୍ଲାପାଳ, ମାସେ ଯାଏଁ ଗାଡ଼ି ରଖିପାରିବେନି ଲୋକେ

ଅନୁଗୁଳରେ ଚିକିତ୍ସକ ଦିବସ

ଅନୁଗୁଳ: ସ୍ଥାନୀୟ ଏକ ହୋଟେଲରେ ଚିକିତ୍ସକ ଦିବସ - ୨୦୨୫ ପାଳିତ ହୋଇଯାଇଛି। ଏ ଅବସରରେ ରକ୍ତଦାନ ଶିବିର, ଆଲୋଚନାଚକ୍ର ଆଦି ଆୟୋଜିତ ହୋଇଥିଲା।ଭାରତୀୟ ଚିକିତ୍ସକ ସଂଘ ଅନୁଗୁଳ ଶାଖା ପକ୍ଷରୁ ଆୟୋଜିତ ଏହି ଆଲୋଚନା ଚକ୍ରକୁ ଅନୁଗୁଳ ସିଡିଏମଓ ଡ଼ା…

Continue Readingଅନୁଗୁଳରେ ଚିକିତ୍ସକ ଦିବସ

ଦୁର୍ଘଟଣାରେ ମୃତ ହନୁ ପାଇଁ ଶ୍ରଦ୍ଧାଞ୍ଜଳି

ଅନୁଗୁଳ: ଗତ ମଙ୍ଗଳବାର ଅପରାହ୍ନରେ ଚଣ୍ଡିଖମଣ ଜଙ୍ଗଲ ଆଡୁ ହନୁଟିଏ ବାହାରି କାଙ୍ଗୁଲା ଗାଁ ପାଖ ରାସ୍ତାରେ ଡିଆଁ ଡେଇଁ କରୁଥିବା ବେଳେ ହଠାତ୍ ଦୃତ ଗତିରେ ଆସୁଥିବା ବୋଲେରୋଟିଏ ହନୁକୁ ଧକ୍କା ଦେଇ ପଳାଇଥିଲା।ଗୁରୁତର ହନୁ ରାସ୍ତାରେ ପଡ଼ି ଛଟପଟ…

Continue Readingଦୁର୍ଘଟଣାରେ ମୃତ ହନୁ ପାଇଁ ଶ୍ରଦ୍ଧାଞ୍ଜଳି

ରକ୍ତ ଦେଇ ଜାତୀୟ ଦିବସ ପାଳିଲେ ଡାକ୍ତର

ଅନୁଗୁଳ: ଜାତୀୟ ଡାକ୍ତର ଦିବସ ଅବସରରେ ଅନୁଗୁଳ ଆଇଏମ୍ଏ, ରୋଟାରୀ କ୍ଳବ୍ ଅନୁଗୁଳ ରୟାଲ, ସର୍ଜନ୍ସ କ୍ଳବ୍ ଏବଂ ଅଶ୍ରୁ ସଂସ୍ଥା ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା।ରକ୍ତଦାନ ଭବନରେ ଆୟୋଜିତ ଏହି ଶିବିରକୁ ଅନୁଗୁଳ ସିଡିଏମଓ ଡ଼ା ଗୌରୀ…

Continue Readingରକ୍ତ ଦେଇ ଜାତୀୟ ଦିବସ ପାଳିଲେ ଡାକ୍ତର

ଅନୁଗୁଳରେ ଆଲୋଡନ: ୨୨ଟି ହୋଟେଲ ଓ ଉଠା ଦୋକାନର ପାଣି ବ୍ୟବହାର ଅନୁପଯୋଗୀ: ସତର୍କ କଲା ସ୍ବାସ୍ଥ୍ୟ ବିଭାଗ

ଅନୁଗୁଳ: ରାଜ୍ୟର ଅନେକ ଜିଲ୍ଲାରେ ହଇଜା ବ୍ୟାପିଥିବା ବେଳେ ଅନୁଗୁଳରେ ସ୍ବାସ୍ଥ୍ୟ ସୁରକ୍ଷା କାରଣରୁ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଗତ ୨୦ ତାରିଖ ଦିନ ଅନୁଗୁଳ ପୌରାଞ୍ଚଳର ବିଭିନ୍ନ ଷ୍ଟାର ହୋଟେଲ, ଚାଳିଆ ହୋଟେଲ, ଗୁପଚୁପ ଦୋକାନ ଆଦି ଚଢାଉ…

Continue Readingଅନୁଗୁଳରେ ଆଲୋଡନ: ୨୨ଟି ହୋଟେଲ ଓ ଉଠା ଦୋକାନର ପାଣି ବ୍ୟବହାର ଅନୁପଯୋଗୀ: ସତର୍କ କଲା ସ୍ବାସ୍ଥ୍ୟ ବିଭାଗ