ସର୍ବୋଦୟ ରେଡ଼ିଓ ପକ୍ଷରୁ ନିର୍ବାହୀ ଅଧିକାରୀ ସମ୍ବର୍ଦ୍ଧିତ

ଅନୁଗୁଳ: ବାଜିରାଉତ ଛାତ୍ରାବାସ ପରିସରରେ ଆୟୋଜିତ ହେଉଥିବା ସର୍ବୋଦୟ ରେଡ଼ିଓର ପ୍ରଥମ ବାର୍ଷିକ ଉତ୍ସବର ଉଦଯାପନୀ ଦିବସରେ ଅନୁଗୁଳ ପୌରପାଳିକାର କାର୍ଯ୍ୟ ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଗତ ବର୍ଷ ଲକ୍ଷ୍ମଣ ଗୋଚ୍ଛାୟତ ନାମକ ଜଣେ ସଫେଇ କର୍ମଚାରୀଙ୍କୁ…

Continue Readingସର୍ବୋଦୟ ରେଡ଼ିଓ ପକ୍ଷରୁ ନିର୍ବାହୀ ଅଧିକାରୀ ସମ୍ବର୍ଦ୍ଧିତ

ଅନୁଗୁଳର ସମସ୍ତ ବନାଞ୍ଚଳରେ ପିକନିକ, ସାମାଜିକ ସମାବେଶ ମନା

ଅନୁଗୁଳ: ଆସନ୍ତା ମାର୍ଚ୍ଚ ୧ ତାରିଖରୁ ଆରମ୍ଭ କରି ରାଜ୍ୟରେ ମୌସୁମୀ ବର୍ଷା ଆସିବା ପର୍ଯ୍ୟନ୍ତ ଅନୁଗୁଳ ଜିଲ୍ଲାର ସମସ୍ତ ବନାଞ୍ଚଳରେ ପିକନିକ୍, ସାମାଜିକ ସମାବେଶ ଏବଂ ତତ୍ ଜନିତ କାର୍ଯ୍ୟକଳାପ ଉପରେ କଟକଣା ଲାଗୁ କରାଯିବ। ଅନୁଗୁଳ ଜିଲ୍ଲା ପ୍ରଶାସନ…

Continue Readingଅନୁଗୁଳର ସମସ୍ତ ବନାଞ୍ଚଳରେ ପିକନିକ, ସାମାଜିକ ସମାବେଶ ମନା

ପରୀକ୍ଷା ପାଇଁ ଅନୁଗୁଳ ଜିଲ୍ଲା ପ୍ରଶାସନର କଡ଼ା ନିୟମ: ମାସେ ଯାଏଁ ବନ୍ଦ ରହିବ ଭାରିଯାନ ଚଳାଚଳ

​ଅନୁଗୁଳ: ଚଳିତ ଯୁକ୍ତ ଦୁଇ ଓ ମାଟ୍ରିକ ପରୀକ୍ଷାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ଯାତାୟାତର ସୁବିଧା ପାଇଁ ଅନୁଗୁଳ ଜିଲ୍ଲାପାଳ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଜିଲ୍ଲାପାଳ ଅବ୍ଦାଲ ଏମ. ଅଖତର ଓଏମଭି ରୁଲ ୧୯୭୫ ଅନୁଯାୟୀ ଆସନ୍ତା ୧୯.୦୨.୨୦୨୬…

Continue Readingପରୀକ୍ଷା ପାଇଁ ଅନୁଗୁଳ ଜିଲ୍ଲା ପ୍ରଶାସନର କଡ଼ା ନିୟମ: ମାସେ ଯାଏଁ ବନ୍ଦ ରହିବ ଭାରିଯାନ ଚଳାଚଳ

ଅନୁଗୁଳର ବିଭିନ୍ନ ସ୍ଥାନରେ ଚଢାଉ: ବିପୁଳ ପଲିଥିନ ଜବତ

ଅନୁଗୁଳ: ଅନୁଗୁଳ ସହରର ବିଭିନ୍ନ ସ୍ଥାନରେ ଆଜି ଚଢାଉ କରାଯାଇ ବିପୁଳ ପରିମାଣର ଅବୈଧ ପଲିଥିନ ଓ ଥର୍ମକୁଲ  ପାତ୍ର ଜବତ କରାଯାଇଛି। ହରିମହୁରୀ ଛକରେ ଏକ ଗୋଦାମରୁ ପ୍ରାୟ ୨୫୦ କେଜିର ପଲିଥିନ ଜବତ କରାଯାଇ ତାଙ୍କୁ ୫୦ ହଜାର…

Continue Readingଅନୁଗୁଳର ବିଭିନ୍ନ ସ୍ଥାନରେ ଚଢାଉ: ବିପୁଳ ପଲିଥିନ ଜବତ

ଅନୁଗୁଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷଙ୍କ ପ୍ରଥମ ସମୀକ୍ଷା ବୈଠକ: ଶୃଙ୍ଖଳା ଓ ଶିକ୍ଷାଦାନ ଉପରେ ଗୁରୁତ୍ୱ

ଅନୁଗୁଳ: ଅନୁଗୁଳ ସ୍ୱୟଂଶାସିତ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବେ ଡ଼ା. ବସନ୍ତ କୁମାର ସାହୁ ଦାୟିତ୍ୱ ଗ୍ରହଣ କରିବା ପରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଷ୍ଟାଫ୍ କାଉନସିଲ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ କଲେଜର ସାମଗ୍ରିକ ବିକାଶ ଓ ସୁପରିଚାଳନା ନେଇ…

Continue Readingଅନୁଗୁଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷଙ୍କ ପ୍ରଥମ ସମୀକ୍ଷା ବୈଠକ: ଶୃଙ୍ଖଳା ଓ ଶିକ୍ଷାଦାନ ଉପରେ ଗୁରୁତ୍ୱ

୫ମ ସପ୍ତଧାରା ଶିଶିର ଉତ୍ସବ: ନୂଆ ପୁରୁଣା ଗୀତରେ ଝୁମିଲେ ଶ୍ରୋତା

ଅନୁଗୁଳ: ସ୍ଥାନୀୟ ବାସନ୍ତୀ ପାଠାଗାର ପରିସରରେ ଗତ ଶନିବାର ସନ୍ଧ୍ୟାରେ ଆୟୋଜିତ ହୋଇଥିଲା ୫ମ ସପ୍ତଧାରା ସଙ୍ଗୀତ ସନ୍ଧ୍ୟା।ଅନୁଷ୍ଠାନର ନିର୍ଦ୍ଦେଶକ ସରୋଜକାନ୍ତ ସାହୁ ପ୍ରଦୀପ ପ୍ରଜ୍ବଳନ କରି ସମାରୋହକୁ ଉଦ୍ଘାଟନ କରିଥିଲେ। ବିକାଶ ଭୋଇଙ୍କ ସରସ୍ଵତୀ ବନ୍ଦନାରୁ ଆରମ୍ଭ ହୋଇଥିଲା ସଙ୍ଗୀତ…

Continue Reading୫ମ ସପ୍ତଧାରା ଶିଶିର ଉତ୍ସବ: ନୂଆ ପୁରୁଣା ଗୀତରେ ଝୁମିଲେ ଶ୍ରୋତା

ଅନୁଗୁଳରେ ମହା ଶିବରାତ୍ରୀ: ଶିବାଳୟ ଗୁଡିକରେ ଶ୍ରଦ୍ଧାଳୁଙ୍କ ଭିଡ଼

ଅନୁଗୁଳ: ମହା ଶିବରାତ୍ରୀ ତଥା ଜାଗର ଅମାବାସ୍ୟା ଅବସରରେ ଅନୁଗୁଳ ସହର ତଥା ଆଖପାଖ ଅଞ୍ଚଳରେ ଥିବା ଶିବାଳୟ ଗୁଡିକରେ ଶ୍ରଦ୍ଧାଳୁଙ୍କ ଭିଡ଼ ଆରମ୍ଭ ହୋଇ ଯାଇଛି। ସୂର୍ଯ୍ୟାସ୍ତ ହେବା ମାତ୍ରେ ଭକ୍ତ ମାନେ ମନ୍ଦିରରେ ଭିଡ ଲଗାଇଛନ୍ତି। ଲିଙ୍ଗରାଜ ମନ୍ଦିର,…

Continue Readingଅନୁଗୁଳରେ ମହା ଶିବରାତ୍ରୀ: ଶିବାଳୟ ଗୁଡିକରେ ଶ୍ରଦ୍ଧାଳୁଙ୍କ ଭିଡ଼

ଅନୁଗୁଳ ଜିଲ୍ଲା ସାହିତ୍ୟ ସଂସଦ ପକ୍ଷରୁ ବିଷୁବ ମିଳନ ପୁରସ୍କାର ଘୋଷଣା

ଅନୁଗୁଳ: ସ୍ଥାନୀୟ ଉତ୍କଳ ନବ ଜୀବନ ମଣ୍ଡଳ ପରିସରରେ ପ୍ରାଧ୍ୟାପକ କୁମୁଦ ଚନ୍ଦ୍ର ଦାଶଙ୍କ ପୌରୋହିତ୍ୟରେ ଅନୁଗୁଳ ଜିଲ୍ଲା ସାହିତ୍ୟ ସଂସଦର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରୀ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଆସନ୍ତା ବିଷୁବ ମିଳନ ଅବସରରେ ପ୍ରଦାନ କରାଯିବାକୁ…

Continue Readingଅନୁଗୁଳ ଜିଲ୍ଲା ସାହିତ୍ୟ ସଂସଦ ପକ୍ଷରୁ ବିଷୁବ ମିଳନ ପୁରସ୍କାର ଘୋଷଣା

ଅନୁଗୁଳ ମାଲବାର୍ ସୁନା ଓ ହୀରା ଶାଖାରେ ଜେମ୍ ଷ୍ଟୋନ୍ ଜୁଏଲାରୀ ମହାପର୍ବର ଶୁଭାରମ୍ଭ

ଅନୁଗୁଳ: ସ୍ଥାନୀୟ ଅନୁଗୁଳ ସ୍ଥିତ "ମାଲବାର୍ ସୁନା ଓ ହୀରା" ସୋ-ରୁମ୍ ପରିସରରେ ଏକ ସ୍ୱତନ୍ତ୍ର ଜେମ୍ ଷ୍ଟୋନ୍ ଜୁଏଲାରୀ ମହାପର୍ବର ଅନାବରଣ ହୋଇଛି। ଏହି ଅବସରରେ ଆୟୋଜିତ ଏକ ଆକର୍ଷଣୀୟ କାର୍ଯ୍ୟକ୍ରମରେ ମଡେଲମାନେ ବିଶ୍ୱସନୀୟ ଏବଂ ସୂକ୍ଷ୍ମ କାରୁକାର୍ଯ୍ୟ ସମ୍ପନ୍ନ…

Continue Readingଅନୁଗୁଳ ମାଲବାର୍ ସୁନା ଓ ହୀରା ଶାଖାରେ ଜେମ୍ ଷ୍ଟୋନ୍ ଜୁଏଲାରୀ ମହାପର୍ବର ଶୁଭାରମ୍ଭ

ଫାର୍ମାସୀ ଅଧିକାରୀ ସେବା ସଂଘର ବାର୍ଷିକ ଉତ୍ସବ

ଅନୁଗୁଳ: ଓଡ଼ିଶା ଫାର୍ମାସୀ ଅଧିକାରୀ ସେବା ସଂଘ ଅନୁଗୁଳ ଶାଖା ପକ୍ଷରୁ ଏହାର ବାର୍ଷିକ ବୈଠକ ଜରାସିଂହା ଠାରେ  ଆୟୋଜିତ ହୋଇଯାଇଛି। ସଂଘ ସଭାପତି ସଞ୍ଜୟ କୁମାର ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ସିଡିଏମଓ ଡ଼ା ମଦନ ମୋହନ ପ୍ରଧାନ…

Continue Readingଫାର୍ମାସୀ ଅଧିକାରୀ ସେବା ସଂଘର ବାର୍ଷିକ ଉତ୍ସବ