ଭାରତ ବିକାଶ ପରିଷଦ ପକ୍ଷରୁ ବୁଦ୍ଧିଜୀବୀ ସମ୍ମିଳନୀ

ଅନୁଗୁଳ: ଗାନ୍ଧୀମାର୍ଗ ସ୍ଥିତ ସରସ୍ଵତୀ ଶିଶୁ ମନ୍ଦିର ପରିସରରେ ଭାରତ ବିକାଶ ପରିଷଦ ଅନୁଗୋଳ ଶାଖା ପକ୍ଷରୁ ବୁଦ୍ଧିଜୀବୀ ସମ୍ମିଳନୀ ଆୟୋଜିତ ହୋଇଯାଇଛି।ସଭାପତି ଶାନ୍ତନୁ କୁମାର ସରଙ୍କ ସଭାପତିତ୍ବରେ "ସାମ୍ପ୍ରତିକ ପରିସ୍ଥିତିରେ ଆଧ୍ୟାତ୍ମିକତା " ଶୀର୍ଷକ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି…

Continue Readingଭାରତ ବିକାଶ ପରିଷଦ ପକ୍ଷରୁ ବୁଦ୍ଧିଜୀବୀ ସମ୍ମିଳନୀ

ଅବସରପ୍ରାପ୍ତ ଡାକ କର୍ମଚାରୀଙ୍କ ବାର୍ଷିକ ସମାବେଶ

ଅନୁଗୁଳ: ସ୍ଥାନୀୟ ବାସନ୍ତୀ ପାଠାଗାର ପରିସରରେ ଅନୁଗୁଳ ଢେ଼ଙ୍କାନାଳ ଜିଲ୍ଲାର ଅବସର ପ୍ରାପ୍ତ ଡାକ କର୍ମଚାରୀଙ୍କ ବାର୍ଷିକ ସମାବେଶ ଆୟୋଜିତ ହୋଇଯାଇଛି। ଢେ଼ଙ୍କାନାଳ ଡାକ ଡିଭିଜନର ସୁପରଇନଟେଣ୍ଡେଣ୍ଟ ଜମ୍ବେଶ୍ଵର ଗଡ଼ନାୟକ ମୁଖ୍ୟ ଅତିଥି ରୂପେ ସମାରୋହକୁ ଉଦ୍ଘାଟନ କରିଥିଲେ। ସମ୍ପ୍ରତି ଡାକ…

Continue Readingଅବସରପ୍ରାପ୍ତ ଡାକ କର୍ମଚାରୀଙ୍କ ବାର୍ଷିକ ସମାବେଶ

ରମେଶ ଜେନାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ସ୍ମୃତି ସଭା

ଅନୁଗୁଳ: ରବିବାର କୁଲାଡ଼, ନାଲକୋନଗର ଠାରେ ଅନୁଗୁଳର ପୂର୍ବତନ ବିଧାୟକ ସ୍ବର୍ଗତ ରମେଶ ଚନ୍ଦ୍ର ଜେନାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି। ଏହି ଉପଲକ୍ଷେ ରମେଶ ଜେନା ସ୍ମୃତି ପରିଷଦ ପକ୍ଷରୁ ଏକ ସ୍ମୃତି ସମାରୋହ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ରମେଶ…

Continue Readingରମେଶ ଜେନାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ସ୍ମୃତି ସଭା

ଅନୁଗୁଳ ସହରରେ ସଚଳ ହେଲା ଟ୍ରାଫିକ ସିଗ୍ନାଲ୍ ବ୍ୟବସ୍ଥା: ଥାନାଛକରେ ଉଦ୍‌ଘାଟନ କଲେ ବିଧାୟକ

ଅନୁଗୁଳ : ଅନୁଗୁଳ ସହରର ଯାତାୟାତ ବ୍ୟବସ୍ଥାକୁ ଅଧିକ ଶୃଙ୍ଖଳିତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଦୀର୍ଘ ଦିନ ଧରି ଅଚଳ ହୋଇ ପଡ଼ିଥିବା ସହରର ବିଭିନ୍ନ ଛକରେ ଥିବା ଟ୍ରାଫିକ ସିଗ୍ନାଲ ଲାଇଟକୁ…

Continue Readingଅନୁଗୁଳ ସହରରେ ସଚଳ ହେଲା ଟ୍ରାଫିକ ସିଗ୍ନାଲ୍ ବ୍ୟବସ୍ଥା: ଥାନାଛକରେ ଉଦ୍‌ଘାଟନ କଲେ ବିଧାୟକ

ଅନୁଗୁଳ କଲେଜରେ ଜିଲ୍ଲା ସ୍ତରୀୟ ବିକ୍ଷିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମ

ଅନୁଗୁଳ: ଆସନ୍ତା ମାର୍ଚ୍ଚ ୨ ତାରିଖରେ ମୋ ଯୁବ ଭାରତ ସହଯୋଗରେ ଅନୁଗୋଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ  ଜିଲ୍ଲା ସ୍ତରୀୟ ଯୁବ ସଂସଦ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏହି ବିତର୍କ କାର୍ଯ୍ୟକ୍ରମରେ ଜିଲ୍ଲାର ୧୮ ରୁ ୨୫ ବର୍ଷ ବୟସର କଲେଜ…

Continue Readingଅନୁଗୁଳ କଲେଜରେ ଜିଲ୍ଲା ସ୍ତରୀୟ ବିକ୍ଷିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମ

ମୁମୂର୍ଷୁ ଅବସ୍ଥାରେ ମାଈ ମାଙ୍କଡ଼ ଉଦ୍ଧାର; ବନ କର୍ମଚାରୀଙ୍କ ତତ୍ପରତା ଯୋଗୁଁ ଫେରିଲା ଜୀବନ

ଅନୁଗୁଳ: ଅନୁଗୁଳ ବନଖଣ୍ଡ ଅନ୍ତର୍ଗତ ତାଳଚେର ବନ ରେଞ୍ଜ ପକ୍ଷରୁ ଏକ ପ୍ରଶଂସନୀୟ ପଦକ୍ଷେପ ସ୍ୱରୂପ ଏକ ଗୁରୁତର ଆହତ ମାଈ ମାଙ୍କଡ଼କୁ ଉଦ୍ଧାର କରାଯାଇଛି। ବନ କର୍ମଚାରୀଙ୍କ ଠିକଣା ସମୟରେ ପଦକ୍ଷେପ ଯୋଗୁଁ ମାଙ୍କଡ଼ଟିର ଜୀବନ ରକ୍ଷା ହୋଇପାରିଛି। ସୂଚନା…

Continue Readingମୁମୂର୍ଷୁ ଅବସ୍ଥାରେ ମାଈ ମାଙ୍କଡ଼ ଉଦ୍ଧାର; ବନ କର୍ମଚାରୀଙ୍କ ତତ୍ପରତା ଯୋଗୁଁ ଫେରିଲା ଜୀବନ

ଆସନ୍ତା ୨୮ରେ ବଣିକ ସଙ୍ଘର ସୁବର୍ଣ୍ଣ ଜୟନ୍ତୀ ସମାରୋହ: ଉଦଘାଟନ କରିବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ: ଆସନ୍ତା ୨୮ ତାରିଖରେ ବିଜୁ ମଇଦାନରେ ଅନୁଗୁଳ ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଳିତ ହେବ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସମାରୋହକୁ ଉଦଘାଟନ କରିବେ। ଏଥିନେଇ ବୁଧବାର ସ୍ଥାନୀୟ ଏକ ହୋଟେଲରେ…

Continue Readingଆସନ୍ତା ୨୮ରେ ବଣିକ ସଙ୍ଘର ସୁବର୍ଣ୍ଣ ଜୟନ୍ତୀ ସମାରୋହ: ଉଦଘାଟନ କରିବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ କଲେଜରେ ନୂତନ ଶ୍ରେଣୀ ପ୍ରକୋଷ୍ଠ ପାଇଁ ସମୀକ୍ଷା ବୈଠକ ଡାକିଲେ ଅଧ୍ୟକ୍ଷ

ଅନୁଗୁଳ: ଅନୁଗୁଳ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ସୋମବାର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ପ୍ରାୟ ୧୦୦ ଟି ନୂତନ ଶ୍ରେଣୀ ପ୍ରକୋଷ୍ଠ, ମିଟିଂ ହଲ, ଲାଇବ୍ରେରୀ, କମନରୁମ୍ ଆଦି ପାଇଁ ଏହି ବୈଠକରେ ବସିଥିଲା। ଡି ଏମ…

Continue Readingଅନୁଗୁଳ କଲେଜରେ ନୂତନ ଶ୍ରେଣୀ ପ୍ରକୋଷ୍ଠ ପାଇଁ ସମୀକ୍ଷା ବୈଠକ ଡାକିଲେ ଅଧ୍ୟକ୍ଷ

ପଦ୍ମଶ୍ରୀ ରାଧାମୋହନ ଗଡ଼ନାୟକଙ୍କ ୨୭ ତମ ପୁଣ୍ୟତିଥି ପାଳନ

ଅନୁଗୁଳ: ପଦ୍ମଶ୍ରୀ ରାଧାମୋହନ ଗଡ଼ନାୟକଙ୍କ ୨୭ ତମ ପୁଣ୍ୟତିଥି ସ୍ଥାନୀୟ ଅନୁଗୁଳ ପଞ୍ଚମହଲା ସ୍ଥିତ ରିମିଟ ମହାବିଦ୍ୟାଳୟରେ ରାଧାମୋହନ ଗଡ଼ନାୟକ ସ୍ମୃତି ସଂସଦ, ବାଣୀବିତାନ ଅନୁଗୁଳ ତରଫରୁ ପାଳିତ ହୋଇଯାଇଛି । ଏଥିରେ ବିଶିଷ୍ଟ କବି କୁମୁଦ ଚନ୍ଦ୍ର ଦାଶ ଅଧ୍ୟକ୍ଷତା…

Continue Readingପଦ୍ମଶ୍ରୀ ରାଧାମୋହନ ଗଡ଼ନାୟକଙ୍କ ୨୭ ତମ ପୁଣ୍ୟତିଥି ପାଳନ

ଅନୁଗୁଳ ପୋଲିସ ପଞ୍ଝାରେ ୩ ଦୁର୍ଦ୍ଦାନ୍ତ ସାଇବର ଠକ: କୋଟି କୋଟି ଟଙ୍କାର କାରବାରର ପର୍ଦ୍ଦାଫାସ

ଅନୁଗୁଳ: ଡିଜିଟାଲ ୱାଲେଟ୍ ଏବଂ ବିଭିନ୍ନ ବ୍ୟାଙ୍କରେ ଫେକ୍ ଆକାଉଣ୍ଟ ଖୋଲି ସାରା ଦେଶରେ ଲୋକଙ୍କୁ ଚୂନା ଲଗାଉଥିବା ଏକ ବଡ଼ ରାକେଟର ପର୍ଦ୍ଦାଫାସ କରିଛି ଅନୁଗୁଳ ପୋଲିସ। ଏହି ଘଟଣାରେ ୩ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।ଗିରଫ ଅଭିଯୁକ୍ତ…

Continue Readingଅନୁଗୁଳ ପୋଲିସ ପଞ୍ଝାରେ ୩ ଦୁର୍ଦ୍ଦାନ୍ତ ସାଇବର ଠକ: କୋଟି କୋଟି ଟଙ୍କାର କାରବାରର ପର୍ଦ୍ଦାଫାସ