ରେଡ଼ିଓ ସର୍ବୋଦୟର ପରିଚାଳନା ସମିତି ଗଠିତ
ଅନୁଗୁଳ:ରେଡ଼ିଓ ସର୍ବୋଦୟର ପରିଚାଳନା ସମିତି ବୈଠକ ଆଜି ବାଜି ରାଉତ ଛାତ୍ରାବାସ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉତ୍କଳ ଗାନ୍ଧୀ ସ୍ମାରକ ନିଧିର ସଭାନେତ୍ରୀ ତଥା ବିଶିଷ୍ଟ ସର୍ବୋଦୟ ନେତ୍ରୀ କୃଷ୍ଣା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏହି ସଭା ଆୟୋଜିତ ହୋଇଥିଲା। ଏହି ଅବସରରେ…




