ବିଦ୍ୟୁତ୍ ଆଘାତରେ ଅବସରପ୍ରାପ୍ତ ଲାଇନ୍ ମ୍ୟାନ ମୃତ

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖଲାରି-ବିଶ୍ଵାଳ ସାହିର ବାସିନ୍ଦା ଚରଣ ଗଡ଼ନାୟକ(୬୫) ସୋମବାର ରାତିରେ ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଛନ୍ତି। ସୂଚନା ମୁତାବକ, ସେ ଘରେ ପଙ୍ଖା ସଜାଡୁଥିବା ବେଳେ ବିଦ୍ୟୁତ୍ ଆଘାତ ପାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଅନୁଗୁଳ…

Continue Readingବିଦ୍ୟୁତ୍ ଆଘାତରେ ଅବସରପ୍ରାପ୍ତ ଲାଇନ୍ ମ୍ୟାନ ମୃତ

ଶିକ୍ଷକ ଭବନ ରାସ୍ତା ଏବେ ଅସାମାଜିକଙ୍କ ଆଡ୍ଡା

ଅନୁଗୁଳ: ଅନୁଗୁଳ ୫୫ ନମ୍ବର ଜାତୀୟ ରାଜପଥରୁ ଶିକ୍ଷକ ଭବନ ରାସ୍ତାଟି ଏବେ ଅସାମାଜିକ ଲୋକଙ୍କ ଆଡ୍ଡା ସ୍ଥଳୀ ପାଲଟିଛି। ଏଥିନେଇ ଥାନାକୁ ଲିଖିତ ଭାବେ ଜଣାଇଛନ୍ତି ଜିଲ୍ଲା ଖାଉଟି ବିବାଦ ବିଚାର ମଞ୍ଚ କର୍ତ୍ତୃପକ୍ଷ। ଯେଉଁ ଖାଉଟି ମାନେ ବିଚାର…

Continue Readingଶିକ୍ଷକ ଭବନ ରାସ୍ତା ଏବେ ଅସାମାଜିକଙ୍କ ଆଡ୍ଡା

ଅଜଣା ଗାଡ଼ି ମାଡ଼ିଯାଇ ଅଜଗର ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡା ଥାନା ତୁକୁଡ଼ା ମାଛ ମାର୍କେଟ ନିକଟରେ ମଙ୍ଗଳବାର ସକାଳେ ଏକ ବଡ଼ ଅଜଗର ସାପ ମରି ପଡ଼ିଥିବା ଦେଖିବାକୁ ମିଳିଥିଲା। ଖାଦ୍ୟ ଅନ୍ୱେଷଣରେ ବାହାରିଥିବା ସାପଟିକୁ ଏକ ଅଜଣା ଗାଡ଼ି ମାଡ଼ିଯିବାରୁ ତାର ମୃତ୍ୟୁ ଘଟିଥିବା…

Continue Readingଅଜଣା ଗାଡ଼ି ମାଡ଼ିଯାଇ ଅଜଗର ମୃତ

ଅନୁଗୁଳରେ ଆରମ୍ଭ ହେବ ନଫରତ୍ ଛାଡ଼ ସମ୍ବିଧାନ ବଞ୍ଚାଅ ଅଭିଯାନ

ଅନୁଗୁଳ:ରାଷ୍ଟ୍ରୀୟ ସ୍ତରରେ ବିଭିନ୍ନ ଗଣ ସଙ୍ଗଠନମାନେ ସମ୍ମିଳିତ ହୋଇ 'ନଫରତ୍ ଛାଡ଼ ସମ୍ବିଧାନ ବଞ୍ଚାଅ ଅଭିଯାନ' ଆରମ୍ଭ କରିଛନ୍ତି। ମୁମ୍ବାଇ ସ୍ଥିତ କ୍ରାନ୍ତି ମୈଦାନ ଓ ଦିଲ୍ଲୀର ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପରିସରରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଡଃ ଜିଜି ପାରିଖ,…

Continue Readingଅନୁଗୁଳରେ ଆରମ୍ଭ ହେବ ନଫରତ୍ ଛାଡ଼ ସମ୍ବିଧାନ ବଞ୍ଚାଅ ଅଭିଯାନ

ନାରୀ ସୁରକ୍ଷା ଓ ନିଶା ମୁକ୍ତି ନେଇ ଭାରତ ଭ୍ରମଣ

ଅନୁଗୁଳ: ନାଗପୁର ଅଞ୍ଚଳର ଜଣେ ଅବସରପ୍ରାପ୍ତ କର୍ମଚାରୀ ଦିଲୀପ ଭରତ ମଲିକ ନିଶା ମୁକ୍ତି , ନାରୀ ସୁରକ୍ଷା , ବେଟି ବଚାଓ ବେଟି ପଢ଼ାଓ, ଯୋଗ ଦ୍ୱାରା ସୁସ୍ଥ ଶରୀର ଏବଂ ଯୁଦ୍ଧରେ ସହିଦ ହୋଇଥିବା ଭାରତୀୟ ଯବାନ ମାନଙ୍କୁ…

Continue Readingନାରୀ ସୁରକ୍ଷା ଓ ନିଶା ମୁକ୍ତି ନେଇ ଭାରତ ଭ୍ରମଣ

ସେଣ୍ଟ୍ରାଲ ପୂଜା କମିଟିର ବୈଠକ

ଅନୁଗୁଳ: ସ୍ଥାନୀୟ ଟାଉନ ହଲରେ ଆଜି ଅନୁଗୁଳ ସେଣ୍ଟ୍ରାଲ ପୂଜା କମିଟିର ଏକ ବୈଠକ ଆୟୋଜିତ ହୋଇଯାଇଛି।ବୈଠକରେ ଆରମ୍ଭରୁ ୯ ଜଣ ସଦସ୍ୟଙ୍କ ଗତ ଦୁଇ ବର୍ଷ ମଧ୍ୟରେ ପରଲୋକ ଘଟି ଥିବାରୁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ବୈଠକରେ…

Continue Readingସେଣ୍ଟ୍ରାଲ ପୂଜା କମିଟିର ବୈଠକ

ବଜ୍ରପାତରେ ଜଣେ ମୃତ ଅନ୍ୟଜଣେ ଗୁରୁତର

ଅନୁଗୁଳ: ବନ୍ତଳା ଥାନା ବଲଙ୍ଗ ଗାଁରେ ଆଜି ବଜ୍ରପାତ ଘଟି ଜଣକର ମୃତ୍ୟୁ ଘଟିଛି। ସୁଚନା ଯେ, ଗାଁର ପ୍ରଭାକର ଦେହୁରୀ(୬୦) ଓ ଦେବରାଜ ବେହେରା ଗାଈ ଚରାଇବାକୁ ଯାଇ ଅପରାହ୍ନରେ ଗୋଠ ଧରି ଫେରୁଥିବା ବେଳେ ହଠାତ ଝଡ ଆସିବାରୁ…

Continue Readingବଜ୍ରପାତରେ ଜଣେ ମୃତ ଅନ୍ୟଜଣେ ଗୁରୁତର

ଅବସରପ୍ରାପ୍ତ ଜିଲ୍ଳା ଶିକ୍ଷା ନିରୀକ୍ଷକଙ୍କ ପରଲୋକ

ଅନୁଗୁଳ: ଅବସରପ୍ରାପ୍ତ ଜିଲ୍ଲା ଶିକ୍ଷା ନିରୀକ୍ଷକ ବୃନ୍ଦାବନ ସାହୁଙ୍କ ଶିକ୍ଷକପଡ଼ା ସ୍ଥିତ ବାସ ଭବନରେ ଆଜି ସନ୍ଧ୍ୟାରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ସେ ଅନୁଗୁଳ ଉଚ୍ଚ ବିଦ୍ୟାଳୟ ଓ ଯୁବରାଜ ଉଚ୍ଚ ବିଦ୍ୟାଳୟ…

Continue Readingଅବସରପ୍ରାପ୍ତ ଜିଲ୍ଳା ଶିକ୍ଷା ନିରୀକ୍ଷକଙ୍କ ପରଲୋକ

ଭି୨ ସପିଙ୍ଗ ମଲ ସମେତ ୩ ଦୋକାନ ସିଲ

ଅନୁଗୁଳ: ପୌରପାଳିକା ଯେତେ ଚେତାବନୀ ଦେଲେବି ଅମାନିଆ ଦୋକାନୀ ସେସବୁକୁ ଖାତର କରୁନାହାନ୍ତି। ଦୋକାନ ସାମନାରେ ଅଳିଆ ଗଦାଇବା ଓ ଟ୍ରେଡ଼ ଲାଇସେନ୍ସ ନକରିବା ହେତୁ ଆଜି ଅପରାହ୍ନରେ ଅନୁଗୁଳ ପୌରପାଳିକା ପକ୍ଷରୁ ଲଷ୍ମୀ ବଜ଼ାରରେ ଥିବା ଭି୨ ସପିଙ୍ଗ ମଲକୁ…

Continue Readingଭି୨ ସପିଙ୍ଗ ମଲ ସମେତ ୩ ଦୋକାନ ସିଲ

ବିଦ୍ୟୁତ ଆଘାତରେ ଯୁବକ ମୃତ

ଅନୁଗୁଳ: ଅନୁଗୁଳ ବଣିଆବାହାଳ ନାଏକ ସାହିର ସରୋଜ ନାଏକ(୨୯) ଆଜି ଅପରାହ୍ନରେ ଘର ପାଖ ଲିଙ୍ଗରା ଜୋରକୁ ଗାଧୋଇ ବାକୁ ଯାଇଥିବା ବେଳେ ପାଣିରେ ବିଦ୍ୟୁତ ଆଘାତ ପାଇଥିଲେ। ସରୋଜଙ୍କ ପରିବାର ଲୋକଙ୍କ ମତେ କେହି ମାଛ ମାରିବାକୁ ଜୋରରେ ବିଦ୍ୟୁତ…

Continue Readingବିଦ୍ୟୁତ ଆଘାତରେ ଯୁବକ ମୃତ