ପୌରପାଳିକାର ବଜେଟ ଅଧିବେଶନ: ଆୟ ବୃଦ୍ଧି ଉପରେ ଗୁରୁତ୍ୱ
ଅନୁଗୁଳ: ଆଜି ଅନୁଗୁଳ ପୌରପାଳିକାର ସ୍ୱତନ୍ତ୍ର ବଜେଟ ଅଧିବେଶନ ସଭାକକ୍ଷରେ ଆୟୋଜିତ ହୋଇଥିଲା। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ପୌରାଧକ୍ଷ ଅକ୍ଷୟ ସାମନ୍ତ ଓ ଉପ ପୌରାଧକ୍ଷା ଅନୁପମା ସାହୁ ଅନୁପସ୍ଥିତ ରହିଥିଲେ। ବରିଷ୍ଠ କାଉନସିଲର ସଦାନନ୍ଦ ପଣ୍ଡା ବୈଠକ ପରିଚାଳନା…




