5Tରେ ଅନ୍ତର୍ଭୁକ୍ତ ହେଲା ଆମ ହସ୍ପିଟାଲ କାର୍ଯ୍ୟକ୍ରମ
ଅନୁଗୁଳ: ଵିଦ୍ୟାଳୟ ଗୁଡିକ 5Tରେ ଅନ୍ତର୍ଭୁକ୍ତ ହୋଇ ସ୍ମାର୍ଟ ସ୍କୁଲରେ ରୂପାନ୍ତରଣ ହେବା ପରେ ଏବେ ରାଜ୍ୟ ସରକାର ବଛା ବଛା ସିଏଚସି, ସବ୍ଡିଭିଜନାଲ ହସ୍ପିଟାଲ ଓ ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ଆମ ହସ୍ପିଟାଲ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରିଛନ୍ତି। ଗତ ଚାରି…



