ଅନୁଗୁଳ ଏସପି ବଦଳିଲେ: ସୁଧାଂଶୁ ମିଶ୍ର ନୂଆ ଏସପି

ଅନୁଗୁଳ: ରାଜ୍ୟ ଗୃହ ବିଭାଗର ବିଜ୍ଞପ୍ତି ଅନୁସାରେ ଅନୁଗୁଳ ଏସପି ଜଗମୋହନ ମୀନାଙ୍କୁ ଗଞ୍ଜାମ ଏସପି ଭାବେ ବଦଳି କରାଯାଇଥିବା ବେଳେ ବାଲେଶ୍ୱର ଏସପି ସୁଧାଂଶୁ ଶେଖର ମିଶ୍ରଙ୍କୁ ଅନୁଗୁଳ ଏସପି ଭାବେ ନିଯୁକ୍ତି ମିଳିଛି। ୨୦୧୨ରେ ଆଇପିଏସ ପାଇଥିବା ଶ୍ରୀ…

Continue Readingଅନୁଗୁଳ ଏସପି ବଦଳିଲେ: ସୁଧାଂଶୁ ମିଶ୍ର ନୂଆ ଏସପି

ମୁଖ୍ୟମନ୍ତ୍ରୀ ମାଛ ତେଲରେ ମାଛ ଭାଜନ୍ତୁ, କିନ୍ତୁ ଓଡ଼ିଆ ଲୋକଙ୍କ ବିକାଶ ପାଇଁ କାମ କରନ୍ତୁ: ଧର୍ମେନ୍ଦ୍ର

ଅନୁଗୁଳ: ମୁଖ୍ୟମନ୍ତ୍ରୀ ମାଛ ତେଲରେ ପଛେ ମାଛ ଭାଜନ୍ତୁ, କିନ୍ତୁ ଓଡ଼ିଆ ଲୋକଙ୍କ ବିକାଶ ପାଇଁ କାମ କରନ୍ତୁ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି। ଗୁରୁବାର ଅନୁଗୁଳରେ ବିଭିନ୍ନ ରେଳ ପ୍ରକଳ୍ପର ଶୁଭାରମ୍ଭ ଓ ଅନୁଗୁଳ କେନ୍ଦ୍ରୀୟ…

Continue Readingମୁଖ୍ୟମନ୍ତ୍ରୀ ମାଛ ତେଲରେ ମାଛ ଭାଜନ୍ତୁ, କିନ୍ତୁ ଓଡ଼ିଆ ଲୋକଙ୍କ ବିକାଶ ପାଇଁ କାମ କରନ୍ତୁ: ଧର୍ମେନ୍ଦ୍ର

କେନ୍ଦ୍ର ଯୋଜନାକୁ ବିଜେଡି ନିଜ ଷ୍ଟିକର ଲଗାଉଛି: ବିଜେପି

ଅନୁଗୁଳ: ମୋଦୀ ସରକାର ଜଳ ଜୀବନ ମିଶନ ଯୋଜନାରେ ସବୁ ଘରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ୩୬୦୮ କୋଟି ଟଙ୍କା ଓଡିଶାକୁ ଦେଇଛନ୍ତି। କିନ୍ତୁ ନବୀନ ସରକାର ନିଜ ଷ୍ଟିକର ଲଗାଇ ଲୋକଙ୍କୁ ଭୁଲାଇବାକୁ ଚେଷ୍ଟା କରୁଛନ୍ତି।…

Continue Readingକେନ୍ଦ୍ର ଯୋଜନାକୁ ବିଜେଡି ନିଜ ଷ୍ଟିକର ଲଗାଉଛି: ବିଜେପି

ପାନୀୟ ଜଳ ଯୋଗାଣ ପାଇଁ ୩୫୮ କୋଟି ବ୍ୟୟ ବରାଦ

ଅନୁଗୁଳ: ଅନୁଗୁଳ ଓ ବଅଁରପାଳ ବ୍ଲକ୍ର ଲୋକମାନଙ୍କ ପାନୀୟ ଜଳ ସୁବିଧା ପାଇଁ ହେବ ଦୁଇଟି ମେଗା ପ୍ରକଳ୍ପ। ଏହି ଦୁଇ ପ୍ରକଳ୍ପକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ପ୍ରଦାନ କରିଛି। ଗ୍ରାମାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣରେ ଏହି ଦୁଇ ପ୍ରକଳ୍ପ…

Continue Readingପାନୀୟ ଜଳ ଯୋଗାଣ ପାଇଁ ୩୫୮ କୋଟି ବ୍ୟୟ ବରାଦ

ବିଶ୍ୱାସେ ମିଳଇ ହରି.……

ଅନୁଗୁଳ: ଚା' ଖଟିରୁ କଥା ଟିଏ। ଚା' ଦୋକାନ ମାଲିକ କହିବା ଅନୁସାରେ ଦେବନାଥ ଜଣେ ଫେରିଵାଲା। ଆଲୁମିନିୟମ କଡେଇ,ଡେକଚି ବେପାର। ବଡି ଭୋର ସମୟରୁ ଚା' ଖଟିରେ ଚା' ପିଇ ବେପାର ପାଇଁ ସହର ବାହାରକୁ ଚାଲି ଯାଏ। ଦିନକର…

Continue Readingବିଶ୍ୱାସେ ମିଳଇ ହରି.……

ଅନୁଗୁଳରେ ବିଏସକେୱାଇ ହିତାଧିକାରୀ ବଢ଼ୁଛନ୍ତି

ଅନୁଗୁଳ: ଅନୁଗୁଳ ଜିଲ୍ଳାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କାର୍ଡ ଧାରକ ଏବଂ ରାସନ କାର୍ଡ ମାଧ୍ୟମରେ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ପାଉଥିବା ହିତାଧିକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ନଭେମ୍ବର ୨୦୨୧ ରୁ ନଭେମ୍ବର ୨୦୨୨ ମଧ୍ୟରେ ଅନୁଗୁଳ ଜିଲ୍ଲାର…

Continue Readingଅନୁଗୁଳରେ ବିଏସକେୱାଇ ହିତାଧିକାରୀ ବଢ଼ୁଛନ୍ତି

ଅନୁଗୁଳ ତାଳଚେର ପ୍ରଦୂଷଣ ନିୟନ୍ତ୍ରଣ: କାର୍ଯ୍ୟକାରୀ ହେବ ରାଜ୍ୟ ଆକ୍ସନ ପ୍ଲାନ

ଅନୁଗୁଳ: ରାଜ୍ୟର ସାତଗୋଟି ପ୍ରଦୂଷଣ ବହୁଳ ସହର ମଧ୍ୟରେ ଅନୁଗୁଳ ଓ ତାଳଚେର ରହିଛି। ଏହି ପ୍ରଦୂଷଣ ଦ୍ୱାରା ବ୍ୟାପକ ସ୍ୱାସ୍ଥ୍ୟହାନୀ ଘଟିବା ସହ ଅନେକେ ମୃତ୍ୟୁ ମୁଖରେ ମଧ୍ୟ ପଡୁଛନ୍ତି। ଏନଜିଟିର ପରାମର୍ଶ କ୍ରମେ ରାଜ୍ୟ ସରକାର ଏଥିନେଇ ଏକ…

Continue Readingଅନୁଗୁଳ ତାଳଚେର ପ୍ରଦୂଷଣ ନିୟନ୍ତ୍ରଣ: କାର୍ଯ୍ୟକାରୀ ହେବ ରାଜ୍ୟ ଆକ୍ସନ ପ୍ଲାନ

ଭାରପ୍ରାପ୍ତ ଅଧିକାରୀରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ: ମେଡିସିନ ସ୍ପେସାଲିଷ୍ଟଙ୍କ ବଦଳି

ଅନୁଗୁଳ: ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଜି ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ଅନୁଗୁଳ ଦୁଇ ଡାକ୍ତରଙ୍କ ବଦଳି ହୋଇଛି।ମେଡିସିନ ସ୍ପେସାଲିଷ୍ଟ ଡା ଦିଗାମ୍ବର ସାହୁଙ୍କୁ ସରକାର ପଦୋନ୍ନତି ଦେଇ କାମାକ୍ଷା ନଗର ହସ୍ପିଟାଲ ସୁପରିନଟେଣ୍ଡେଣ୍ଟ ଭାବେ…

Continue Readingଭାରପ୍ରାପ୍ତ ଅଧିକାରୀରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ: ମେଡିସିନ ସ୍ପେସାଲିଷ୍ଟଙ୍କ ବଦଳି

ବିପଦ ସଂକୁଳ ପୌରପାଳିକା ମାର୍କେଟ

ଅନୁଗୁଳ: ଆଜି ବଡି ଭୋର ସମୟରେ ଅନୁଗୁଳ ଅମଲାପଡ଼ା ଶିଶୁ ଉଦ୍ୟାନ ପାଖ ଜୟଦୁର୍ଗା ମାର୍କେଟର ଦୋକାନ ଛାତ ଫିନ ଭାଙ୍ଗିଯାଇ ସିମେଣ୍ଟ ଚକଡ଼ା ଖସି ପଡିଥିଲା ଓ ବଡ ଖଣ୍ଡେ ଛଡ଼ ସହ ଝୁଲି ରହିଥିଲା। ଦୋକାନସବୁ ବନ୍ଦ ଥିବାରୁ…

Continue Readingବିପଦ ସଂକୁଳ ପୌରପାଳିକା ମାର୍କେଟ

ଜାତୀୟ ସମର କଳା ପ୍ରତିଯୋଗିତା ପାଇଁ ଜମ୍ମୁ କାଶ୍ମୀର ଯିବେ ଅନୁଗୁଳର ୫ ଖେଳାଳି

ଅନୁଗୁଳ : ଚଳିତ ମାସ ୩୦ ତାରିଖ ଠାରୁ ଜାନୁଆରୀ ୩ ତାରିଖ ପର୍ଯ୍ୟନ୍ତ ଜମ୍ମୁ କାଶ୍ମୀର ଠାରେ ଅନୁଷ୍ଠିତ ହେବାକୁ ଯାଉଛି ୨୩ତମ ଜାତୀୟସ୍ତରୀୟ ସମର କଳା ପ୍ରତିଯୋଗିତା। ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ଲାଗି ଅନୁଗୁଳ ଜିଲ୍ଲାରୁ…

Continue Readingଜାତୀୟ ସମର କଳା ପ୍ରତିଯୋଗିତା ପାଇଁ ଜମ୍ମୁ କାଶ୍ମୀର ଯିବେ ଅନୁଗୁଳର ୫ ଖେଳାଳି