ହେମସୁରପଡା ଫୁଟବଲ: ଅନୁଗୁଳକୁ ହରାଇ ଫାଇନାଲରେ କୁଚିଣ୍ଡା
ଅନୁଗୁଳ: ଆଜି ଟାଉନ ହାଇ ସ୍କୁଲ ପଡ଼ିଆରେ ଅନୁଷ୍ଠିତ ହେମସୁରପଡା କପ ଫୁଟବଲ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ ମ୍ୟାଚରେ ବିଏଫ୍ସି କୁଚିଣ୍ଡା, ମା' ବୁଢ଼ୀ କ୍ଲବ ଅନୁଗୁଳକୁ ଟାଇବ୍ରେକରରେ ୬-୫ ଗୋଲରେ ପରାସ୍ତ କରି ଫାଇନାଲରେରେ ପହଞ୍ଚିଛି। ନିର୍ଦ୍ଧାରିତ ସମୟ ଖେଳରେ ୨-୨…
