ପତ୍ନୀ ଆଗରେ ଧରାପଡ଼ିଲା ସ୍ଵାମୀଙ୍କ ପରକୀୟା ପ୍ରୀତି

ଅନୁଗୁଳୁ: ମହଙ୍ଗା ପଡ଼ିଛି ପରକୀୟା ପ୍ରୀତି । ସ୍ୱାମୀଙ୍କ କଳା କାରନାମା ପତ୍ନୀ ଜାଣିବା ପରେ ସଦଳବଳ ପହଞ୍ଚି ଘଟାଇଛନ୍ତି ତୁମୁଳକାଣ୍ଡ । ଗହଣା ଦୋକାନରେ ସ୍ଵାମୀକୁ ପର ମହିଳାଙ୍କ ସାଥୀରେ ଦେଖି କରିଛନ୍ତି ଗଣ୍ଡଗୋଳ ।…
Read More...

ଅନୁଗୁଳ ରାଜ୍ୟର ଅନ୍ୟତମ ସର୍ବାଧିକ ପ୍ରଦୂଷିତ ସହର

ଅନୁଗୁଳ: ପୁଣି ଥରେ ରାଜ୍ୟର ଅନ୍ୟତମ ସର୍ବାଧିକ ପ୍ରଦୂଷିତ ସହର ଭାବେ ଅପଯଶ ମୁଣ୍ଡାଇଛି ଅନୁଗୁଳ। ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ଏକଥା ପ୍ରକାଶ କରିଛନ୍ତି ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ଏହି…
Read More...

ରାସ୍ତାରେ ଟ୍ରାନ୍ସଫର୍ମର, ସଭିଙ୍କ ଆଖିରେ ଅନ୍ଧପୁଟୁଳି!

ଅନୁଗୁଳ: ଜନଗହଳିପୂର୍ଣ୍ଣ ବଜାର ମଧ୍ୟରେ ରାସ୍ତା ପାର୍ଶ୍ଵରେ, ସରକାରୀ ଜାଗାରେ ସ୍ଥାପନ ହୋଇଛି ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍ ଟ୍ରାନ୍ସଫର୍ମର । ପୁଣି ଏକ ବ୍ୟବସାୟିକ ସଂସ୍ଥା ସାର୍ଥରେ । ନିଜ ସୀମାରେ ବହୁତଳ ପ୍ରାସାଦ…
Read More...

ସାଇବର ଠକକୁ ଚକ୍‌ମା

ଅନୁଗୁଳ: ଟାୱାର ବସାଇବା ନାଁରେ ଅନୁଗୁଳର ଜଣେ ବ୍ୟକ୍ତିଙ୍କୁ ୩.୫ ଲକ୍ଷ ଟଙ୍କା ଲୁଟିଥିଲେ ସାଇବର ଠକ। କମିଶନରେଟ୍ ପୁଲିସର ସାଇବର ହେଲ୍ପ ଡେସ୍କ ଡିଜିଟାଲ ଦୁନିଆରୁ ୩ ଲକ୍ଷ ଟଙ୍କା ଫେରାଇ ଆଣିବାରେ ସକ୍ଷମ ହୋଇଛି ।ଅନୁଗୁଳ…
Read More...

କାଶୀନାଥ ହତ୍ୟାକାଣ୍ଡ, ମହିଳା ଗିରଫ

ବନ୍ତଳା: ଅନୁଗୁଳ ବ୍ଲକ ତଥା ବନ୍ତଳା ହାଟବନ୍ଧ ନିକଟରେ ସ୍ଥାନୀୟ କାଶୀନାଥ ବେହେରା ଓରଫ କାଠିଆ(୩୪) ହତ୍ୟାକାଣ୍ଡର ତିନି ସପ୍ତାହ ପରେ ସଫଳତା ହାସଲ କରିଛି ବନ୍ତଳା ପୁଲିସ । ହତ୍ୟାକାଣ୍ଡରେ ସଂପୃକ୍ତି ଅଭିଯୋଗରେ ସ୍ଥାନୀୟ…
Read More...

ନାହାନ୍ତି ଡାକ୍ତର, ରୋଗୀଙ୍କୁ ଫାର୍ମାସିଷ୍ଟ ଭରସା

ତାଳଚେର: କଣିହାଁ ବ୍ଲକ୍ ପବିତ୍ରନଗର ସ୍ବାସ୍ଥ୍ୟକେନ୍ଦ୍ରରେ ୫ ମାସ ହେଲା ଡାକ୍ତର ନଥିବାରୁ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଡାକ୍ତର ନଥିବା ବେଳେ ଫାର୍ମାସିଷ୍ଟଙ୍କ ଭରସାରେ ରୋଗୀସେବା ଚାଲିଛି ।…
Read More...

ନାବାଳିକାଙ୍କ ନାମରେ ଫେସବୁକରେ ଅଶାଳୀନ ମନ୍ତବ୍ୟ ଅଭିଯୋଗ

ଅନୁଗୁଳ: ବଅଁରପାଳ ଥନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣରେ ବିଫଳ ହୋଇ ପ୍ରେମିକ ଫେସବୁକ୍‌ରେ ଅଶାଳୀନ ମନ୍ତବ୍ୟ ପୋଷ୍ଟ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଏ ନେଇ ପୁଲିସ ଥାନାରେ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ…
Read More...

କିଣାହେଉନି ଧାନ, ୨୪ରେ ବ୍ଲକ୍‌ କାର୍ଯ୍ୟାଳୟ ଘେରିବେ ଚାଷୀ

ଅନୁଗୁଳ: କିଶୋରନଗର ବ୍ଲକ୍‌ର ୨୩ଟି ପଞ୍ଚାୟତରେ ଅନେକ ଚାଷୀ ଧାନ ବିକ୍ରି କରି ପାରିନାହାନ୍ତି। ଏହାର ପ୍ରତିବାଦରେ ଆସନ୍ତା ୨୪ ତାରିଖରେ ବ୍ଲକ କାର୍ଯ୍ୟାଳୟ ଘେତଉ କରାଯିବ ବୋଲି କିଷାନ କ୍ଷେତ ମଜଦୁର ସଂଗଠନ ଚେତାବନୀ ଦେଇଛି।…
Read More...

ଦାଶନାଳୀରୁ ୩ ଅଜଗର ଉଦ୍ଧାର

ଅନୁଗୁଳ: ତାଳଚେର ସହର ଉପକଣ୍ଠ ଦାଶନାଳୀ ଅଞ୍ଚଳରୁ ରବିବାର ୩ଟି ଅଜଗର ସାପ ଉଦ୍ଧାର କରାଯାଇଛି। ସୂଚନା ମୁତାବକ, ଦାଶନାଳୀ ଅଞ୍ଚଳରେ ଜଣେ ବ୍ୟକ୍ତି ଏକ ଅଜଗର ସାପକୁ ଦେଖିବା ପରେ ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ। ପରେ ଅନୁଗୁଳ…
Read More...

ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାର ସମାଧାନ ଦାବିରେ ଅନଶନ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାର ସମାଧାନ ଦାବି କରି ଜିଲ୍ଲା ଜନଜୀବନ ସୁରକ୍ଷା କମିଟି ଆଜିଠାରୁ ଜିଲ୍ଲା କାର୍ଯ୍ୟାଳୟ ଆଗରେ ଅନଶନ ଆରମ୍ଭ କରିଛି। ତାଳଚେର ମେଡିକାଲ କଲେଜକୁ ସରକାରୀ ପରିଚାଳନାରେ…
Read More...
error: Content is protected !!