ଅନୁଗୁଳରେ ଅକ୍ଷୟ ସଙ୍ଗୀତ ଚର୍ଚା
ଅନୁଗୁଳ: ସ୍ଥାନୀୟ ଧର୍ମଶାଳା ସଭାକକ୍ଷରେ ଓଡ଼ିଆ ସଙ୍ଗୀତର ବାଦଶାହ ମୁକୁଟ ବିହୀନ ସମ୍ରାଟ ଅକ୍ଷୟ ମହାନ୍ତିଙ୍କ ସ୍ମୃତିରେ ଗୁରୁବାର ଏକ ସଙ୍ଗୀତ ସନ୍ଧ୍ୟା ଆୟୋଜିତ ହୋଇଯାଇଛି। ଅକ୍ଷୟ ମହାନ୍ତିଙ୍କ କୁନି କୁନି ପ୍ରଶଂସକଙ୍କ ଦ୍ଵାରା ସମରୋହ ଉଦଘାଟିତ ହୋଇଥିଲା। ପରେ ବିଶିଷ୍ଟ…



