ଜାତୀୟ କ୍ରୀଡା ଦିବସ ପାଳିତ
ଅନୁଗୁଳ: ଅନୁଗୁଳ ଇଣ୍ଡୋର ଷ୍ଟାଡିୟମରେ ସୋମବାର ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି। ଏହି ସମାରୋହରେ ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ, ବରିଷ୍ଠ କ୍ରୀଡ଼ାବିତ ନୀଳମଣି ଦାସ, ପ୍ରକାଶ ଗଡନାୟକ, କ୍ରୀଡା ଶିକ୍ଷକ ବିନୋଦ ବିହାରୀ ସାହୁ ପ୍ରମୁଖ…
ଅନୁଗୁଳ: ଅନୁଗୁଳ ଇଣ୍ଡୋର ଷ୍ଟାଡିୟମରେ ସୋମବାର ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି। ଏହି ସମାରୋହରେ ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ, ବରିଷ୍ଠ କ୍ରୀଡ଼ାବିତ ନୀଳମଣି ଦାସ, ପ୍ରକାଶ ଗଡନାୟକ, କ୍ରୀଡା ଶିକ୍ଷକ ବିନୋଦ ବିହାରୀ ସାହୁ ପ୍ରମୁଖ…
ଅନୁଗୁଳ: ଟାମଡ଼ା ଆଇନ ଉଲ୍କଙ୍ଘନ କରି ଅନୁଗୁଳ ସହର ଭିତରେ ଗୋଟାଏ ପରେ ଗୋଟାଏ ମଲ ଗଢ଼ା ଚାଲିଛି। ନା ଅଛି ଅନୁମତି ପତ୍ର, ନା ଅଛି ଟ୍ରେଡ଼ ଲାଇସେନ୍ସ। ସେହିଭଳି ଗୋଟାଏ ମହଲାର ଅନୁମତି ଆଣି ତିନି ମହଲା ଗଢି…
ଅନୁଗୁଳ: ସହରରେ ଅନେକ ଦୋକାନୀଙ୍କ ଟ୍ରେଡ ଲାଇସେନ୍ସ ନ ଥିବାରୁ ଦୋକାନ ସିଲ୍ ହେଉଅଛି। ଏଥିନେଇ ଅନୁଗୁଳ ଜିଲ୍ଲା କେଟ୍ ତରଫରୁ ପୌରନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକଙ୍କ ସହ ଆଲୋଚନା କରାଯାଇଛି। ପୌରପାଳିକା ଓ କେଟ୍ ମିଶି ପ୍ରତି ସପ୍ତାହରେ…
ଅନୁଗୁଳ: ଆଜି ସକାଳେ ଜରପଡା ଥାନା ତୁକୁଡ଼ା କୁର୍ତିଗୋଠ ରେଳ ଧାରଣା କଡରେ ଜଣେ ଯୁବକର କ୍ଷତ ବିକ୍ଷତ ଶବ ଦେଖିବାକୁ ମିଳିଥିଲା। ଚାରି ପାଖର ପରିସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି । ଯୁବକ ଜଣକର ବୟସ…
ଅନୁଗୁଳ: ଆଜି ଅନୁଗୁଳ କ୍ରିକେଟ ଆସୋସିଏସନ ପକ୍ଷରୁ ଆନ୍ତଃଜିଲ୍ଲା ଅଣ୍ଡର ୧୯ କ୍ରିକେଟ ପାଇଁ ପନ୍ଦର ଜଣିଆ ଖେଳାଳି ଚୟନ କରାଯାଇଛି। ଟିମ ସିଲେକ୍ଟର ଶିବ ପ୍ରସାଦ ରାଉତ, ରଞ୍ଜନ ଧୀର ସାମନ୍ତ ଓ ବିରେନ ସାମଲ ପ୍ରାକ୍ଟିସ ମ୍ୟାଚରେ କଡା…
ଅନୁଗୁଳ: ଆସନ୍ତା ଅଗଷ୍ଟ ୨୬ ତାରିଖରୁ ଓଡିଶା ରାଜ୍ୟ ରକ୍ତଭଣ୍ଡାର କର୍ମଚାରୀ ସଂଘର ଆହ୍ୱାନ କ୍ରମେ ଓଡ଼ିଶାର ସମସ୍ତ ସରକାରୀ ରକ୍ତ ଭଣ୍ଡାର କର୍ମଚାରୀ ଆନ୍ଦୋଳନକୁ ଓଲ୍ହାଇବେ। ଏଥିନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ରାଜ୍ୟ ସଭାପତି ମଳୟ କୁମାର ବେହେରା। ସ୍ଥାୟୀ…
ଅନୁଗୁଳ: ପ୍ରଖ୍ୟାତ ଓଡ଼ିଆ କବି ପଦ୍ମଶ୍ରୀ ରାଧାମୋହନ ଗଡନାୟକଙ୍କ ଜୟନ୍ତୀ ଅବସରରେ ଗୁରୁବାର ଜିଲ୍ଲା ସାହିତ୍ୟ ସଂସଦ ଓ ରାଧାମୋହନ ସ୍ମୃତି କମିଟି ପକ୍ଷରୁ ଭାବପୂର୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏ ଅବସରରେ ଅନୁଗୁଳ ମହାବିଦ୍ୟାଳୟ ସମ୍ମୁଖରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ…
ଅନୁଗୁଳ: ବୁଧବାର ଅପରାହ୍ନରେ କିଶୋରନଗର ଥାନା ବାମୁର ପଞ୍ଚାୟତ ଅନ୍ତର୍ଗତ ଲାଂଚି ଗାଁରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର ଆହତ ହୋଇଛି। ସୂଚନା ଯେ, ଲାଂଚି ଗାଁର ଭଗବାନ ବେହେରା(୪୬) ସବୁଦିନ ଭଳି ଘର ପାଖ ଜଙ୍ଗଲକୁ ଗାଈ ଚରାଇବାକୁ ଯାଇଥିବା…
ଅନୁଗୁଳ: ଅନୁଗୁଳ ଷ୍ଟାଡିୟମ ଜିଲ୍ଲା କ୍ରୀଡାର ଏନ୍ତୁଡ଼ିଶାଳ। ଗ୍ୟାଲେରୀ ଭାଙ୍ଗିରୁଜି ଗଲେବି ପ୍ରତିଦିନ ଶହ ଶହ ଲୋକ ଓ କ୍ରୀଡ଼ାବିତ ଏଠାକୁ ଖେଳ ଅଭ୍ୟାସ ପାଇଁ ଆସିଥାନ୍ତି। ଜିଲ୍ଲା କ୍ରୀଡା ସଂସଦ ଏହାର ଦେଖା ଶୁଣା କରିଥାଏ। କିନ୍ତୁ ସଂସଦର ଏବେ…
ଅନୁଗୁଳ: ସୋମବାର ରାତି ପ୍ରାୟ ସାଢ଼େ ୯ଟା ସମୟରେ ଅନୁଗୁଳ ପ୍ରଫୁଲ ମିଶ୍ର କମ୍ପ୍ଲେକ୍ସ ସାମନାରେ ମଦ୍ୟପ ଯୁବକ ଆକ୍ରମଣରେ ଜଣେ ଗୁପଚୁପ ବିକାଳି ଆହତ ହୋଇଛନ୍ତି। ନିଶାସକ୍ତ ଯୁବକ ଜଣକ ଗୁପଚୁପ ବିକାଳିକୁ ତୁରନ୍ତ ଗୁପଚୁପ ଦେବା ପାଇଁ ଯେତେବେଳେ…