ଅନୁଗୁଳରେ କୋଭିଡ୍ ମୃତ୍ୟୁ ସଂଖ୍ୟା ସେଞ୍ଚୁରି ଟପିଲା

ଅନୁଗୁଳ: ସମୁଦ୍ରରେ ଝଡ଼, ଶ୍ମଶାନରେ ଶବ କୁଢ଼ କୁଢ଼ । କିଏ ବାପା, ମାଆକୁ ହରାଇ ଅନାଥ ତ କାହା ମଥାରୁ ଲିଭିଲାଣି ସିନ୍ଦୁର । କିଏ ପୁଣି ଭାଇକୁ ହରାଇ ଅସହାୟ। ସବୁଠି ସେହି ଅଦୃଶ୍ୟ ଭୂତାଣୁ କରୋନାର ଭୟ । ଅନୁଗୁଳ ଜିଲ୍ଲାର…
Read More...

୨୦ ଟଙ୍କାର ମଦ ପାଇଁ ଚାଲିଗଲା ଜୀବନ!

ଅନୁଗୁଳ: ୨୦ ଟଙ୍କାର ମଦ ପାଇଁ ଚାଲିଗଲା ଜୀବନ । ବଚସା ଏତେ ଉଗ୍ର ରୂପ ନେଇଥିଲା ଯେ, ପିଟାମରା କରିବା ପରେ ଗରମ ପାଣି ଫୋପାଡ଼ି ନିର୍ମମ ଭାବେ କଲେ ହତ୍ୟା । କଣିହାଁ ବ୍ଲକ ରେଙ୍ଗାଳି ଡ୍ୟାମ ଥାନା ପୋଡାଗଡ଼ ଗ୍ରାମରେ ସୋମବାର…
Read More...

ଅସହାୟ ୧୧ ଶିଶୁଙ୍କ ଥଇଥାନ ପ୍ରୟାସ

ଅନୁଗୁଳ: ଜିଲ୍ଲାରେ ଥିବା ବାପ-ମା’ଛେଉଣ୍ଡ ପିଲାଙ୍କ ଥଇଥାନକୁ ଗୁରୁତ୍ବ ଦେଉଛି ଜିଲ୍ଲା ପ୍ରଶାସନ। ବାପା-ମା'ଙ୍କୁ ହରାଇବା ପରେ ସେମାନଙ୍କର ଅନାଥ ପିଲାମାନଙ୍କୁ ଉତ୍ତମ ଶିକ୍ଷା ସହ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ…
Read More...

ଦୋକାନ ସିଲ୍, ୭ ହଜାର ଜରିମାନା ଆଦାୟ

ଅନୁଗୁଳ: ଜିଲ୍ଲାରେ ଦ୍ରୁତ ସଂକ୍ରମଣ ସତ୍ତ୍ଵେ ସାମାଜିକ ଦୂରତ୍ୱ ଓ ମାସ୍କକୁ ଗୁରୁତ୍ବ ଦେଉନାହାନ୍ତି। କଟକଣାରେ ମଧ୍ୟ ସହରର ବିଭିନ୍ନ ଦୋକାନରେ ଭିଡ଼ ଲାଗୁଛି। ସୋମବାର ପୂର୍ବାହ୍ନରେ ଅନୁଗୁଳ ବଜାରରେ ପ୍ରବଳ ଭିଡ଼ ହୋଇଥିଲା ।…
Read More...

ଜିଲ୍ଲାରେ ତମ୍ବାଖୁ ନିୟନ୍ତ୍ରଣ ଫେଲ: ଲୁଚାଛପାରେ ଚାଲିଛି କାରବାର

ଅନୁଗୁଳ: ମେ ୩୧ ତାରିଖକୁ ବିଶ୍ୱ ତମ୍ବାଖୁ ବିରୋଧ ଦିବସ ଭାବେ ପାଳନ କରାଯାଉଥିବା ବେଳେ ଏହା କେବଳ ସଭା ସମିତି ଅବା ସ୍ଲୋଗାନ ଭିତରେ ସୀମିତ ରହୁଛି । କୋଭିଡ୍ ଭଳି ମହାମାରୀ ସମୟରେ ପ୍ରତି ଛକବଜାରରେ ଲୁଚା ଚୋରାରେ ଚାଲିଛି…
Read More...

ଟାଟା ପାୱାରର ୧୦୦ କର୍ମଚାରୀ ଗଲେ ଭଦ୍ରକ

ଅନୁଗୁଳ:ବାତ୍ୟା 'ୟାସ୍‌’ ପ୍ରଭାବରେ ଭଦ୍ରକ ଓ ବାଲେଶ୍ଵର ଜିଲ୍ଲାରେ ବିଦ୍ୟୁତ୍ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହି ଜିଲ୍ଲାରେ ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତ୍ ସେବା ସ୍ବାଭାବିକ କରାଯିବ ବୋଲି ସରକାର ଘୋଷଣା କରିଥିଲେ।…
Read More...

ଆର୍‌ପିଏଫ୍ କନେଷ୍ଟବଳଙ୍କ ଅକାଳ ବିୟୋଗ

ଅନୁଗୁଳ: ଅନୁଗୁଳ ହୁଲୁରିସିଂହା ଗ୍ରାମର ଦୀପକ କୁମାର ପ୍ରଧାନ(୩୬)ଙ୍କ ଗୁରୁବାର ବିଳମ୍ବିତ ରାତିରେ ହୃଦଘାତରେ ପରଲୋକ ହୋଇଛି। ତାଙ୍କ ବିୟୋଗରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଆର୍‌ପିଏଫ୍ କନେଷ୍ଟବଳ ଥିବା ଦୀପକ ଗୁରୁବାର…
Read More...

ଯୁବ ସାମ୍ବାଦିକଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି

ଅନୁଗୋଳ: ଯୁବ ସାମ୍ବାଦିକ ତଥା ଜୀ କଳିଙ୍ଗ ର ଅନୁଗୋଳ ପ୍ରତିନିଧି ରଘୁନାଥ ସାହୁଙ୍କ ଅକାଳ ବିୟୋଗରେ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି।ସନ୍ଧ୍ୟାରେ ଅନୁଗୋଳ ଶୈଳ ଶ୍ରୀକ୍ଷେତ୍ର ସମ୍ମୁଖରେ ଏଥିନେଇ ଅନୁଗୋଳ…
Read More...

ବରପଦାରେ ଅବକାରୀ ଚଢ଼ଉ, ବିପୁଳ ପରିମାଣର ମଦ ଜବତ, ମହୁଲ ପୋଚ ନଷ୍ଟ

ତାଳଚେର : ଜିଲ୍ଲା ଅବକାରୀ ବିଭାଗ ମୋବାଇଲ ସ୍କ୍ୱାଡ୍ ପକ୍ଷରୁ ତାଳଚେର ବ୍ଲକର ବରପଦା ଅଞ୍ଚଳରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ମଦ ଜବତ କରାଯିବା ସହ ମହୁଲ ପୋଚ ନଷ୍ଟ କରାଯାଇଛି । ବରପଦା ନିକଟସ୍ଥ ଜଙ୍ଗଲରେ ଅବକାରୀ ବିଭାଗ…
Read More...

ଡେରଜାଙ୍ଗ ଡ୍ୟାମ୍ ପାଣି ଛାଡ଼ିଲା

ଅନୁଗୁଳ: ସାମୁଦ୍ରିକ ବାତ୍ୟା ୟାସ୍ ପ୍ରଭାବକୁ ଦୃଷ୍ଟିରେ ରଖି ଅନୁଗୁଳ ଜିଲ୍ଲାର ଡେରେଜାଙ୍ଗ ଜଳସେଚନ ପ୍ରକଳ୍ପରୁ ସୋମବାର ରାତିରେ ପାଣି ଛଡ଼ାଯାଇଛି। ରାଜ୍ୟ ଜଳସେଚନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ନିର୍ଦେଶ ଅନୁସାରେ ଯେଉଁ…
Read More...
error: Content is protected !!