ବାଜିରାଉତ କପ ଫୁଟବଲ: ଗୋଆ,ହାଇଦ୍ରାବାଦ,ରାଜସ୍ଥାନ ବିଜୟୀ
ଅନୁଗୁଳ: ସ୍ଥାନୀୟ କଦମ ପଡ଼ିଆ ଠାରେ ବାଜି ରାଉତ କପ ଜାତୀୟ ଫୁଟବଲ ପ୍ରତିଯୋଗୀତା ତିନୋଟି କ୍ୱାଟରଫାଇନାଲ ମ୍ୟାଚ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଆଜି ଅନୁଷ୍ଠିତ ମ୍ୟାଚରେ ଅନୁଗୁଳର ଅତିରିକ୍ତ ଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ…




