ଅନୁଗୁଳ ପାଇଁ ସ୍ମାର୍ଟ ସିଟି ପରିକଳ୍ପନା: ଏକ ଆହ୍ବାନ

ଅନୁଗୁଳ: ୧୯୯୩ରୁ ଅନୁଗୁଳ ଜିଲ୍ଲା ଗଠନ ହେବା ପରେ ଏହାର ବିଭିନ୍ନ ଦିଗରେ ବିକାଶ ହୋଇଛି ସତ କିନ୍ତୁ ଅନୁଗୁଳବାସୀଙ୍କ ଇପ୍‌ସିତ ସ୍ବପ୍ନ ପୂରଣ ହେବାକୁ ବହୁ ପଥ ବାକି ଅଛି। ଅନେକ ଜିଲ୍ଲାପାଳ ଆସିଛନ୍ତି। ନିତ୍ୟ ନୈମତ୍ତିକ ଶଗଡ଼ଗୁଳାରେ ଫାଇଲ୍‌…

Continue Readingଅନୁଗୁଳ ପାଇଁ ସ୍ମାର୍ଟ ସିଟି ପରିକଳ୍ପନା: ଏକ ଆହ୍ବାନ

ଅନଲାଇନ ପାଠପଢା, ଚକ୍ଷୁ ରୋଗର ଶିକାର ଛାତ୍ରଛାତ୍ରୀ

ଅନୁଗୁଳ: କରୋନା କଟକଣା ଯୋଗୁଁ ଗତ ୮ ରୁ ୯ ମାସ ଧରି ଛାତ୍ରଛାତ୍ରୀ ମାନେ ସ୍କୁଲ ଛାଡି ଅନଲାଇନ ଆପ ମାଧ୍ୟମରେ ପାଠ ପଢୁଛନ୍ତି।ଦିନକୁ ପ୍ରାୟ ୩ ଘଣ୍ଟା ଧରି ମୋବାଇଲ ରେ ପାଠ ପଢ଼ୁଥିବାବେଳେ ମନୋରଞ୍ଜନ ରେ ପ୍ରାୟ…

Continue Readingଅନଲାଇନ ପାଠପଢା, ଚକ୍ଷୁ ରୋଗର ଶିକାର ଛାତ୍ରଛାତ୍ରୀ

ଅନୁଗୁଳରେ ୭୨ତମ ଗଣତନ୍ତ୍ର ଦିବସ

ଅନୁଗୁଳ: କରୋନା କଟକଣା ମଧ୍ୟରେ ଅନୁଗୁଳ ଷ୍ଟାଡିୟମ୍‌ ପରିସରରେ ୭୨ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ରାଜ୍ୟ ଇସ୍ପାତ, ଖଣି ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ରୂପେ ସମାରୋହରେ ଯୋଗ ଦେଇ ଜାତୀୟ ପତାକା…

Continue Readingଅନୁଗୁଳରେ ୭୨ତମ ଗଣତନ୍ତ୍ର ଦିବସ

ଜନରାଜ୍ୟ ଦିବସ: ବଜାରରେ ହାଉଯାଉ ପ୍ଲାଷ୍ଟିକ୍‌ ପତାକା

ଅନୁଗୁଳ: କରୋନା କଟକଣା ଭିତରେ ପାଳିତ ହେବ ଦେଶର ଜନରାଜ୍ୟ ଦିବସ। ମନ୍ତ୍ରୀ ଆସିବେ, ମାର୍ଚ୍ଚପାଷ୍ଟ, ଅଭିଭାଷଣ ସବୁକିଛି ସର୍ଟକର୍ଟରେ ହେବ। କିନ୍ତୁ ଫ୍ଲାଗ୍‌ କୋଡ୍‌କୁ କେହି ମାନୁନଥିବା ପରିଲକ୍ଷିତହୋଇଛି। ଦେଶର ଜାତୀୟ ପତାକାର ମାନ କିଭଳି ହେବ ତାହା ଫ୍ଲାଗ୍‌…

Continue Readingଜନରାଜ୍ୟ ଦିବସ: ବଜାରରେ ହାଉଯାଉ ପ୍ଲାଷ୍ଟିକ୍‌ ପତାକା

ଅନୁଗୁଳରେ ଘନ କୁହୁଡି

ଅନୁଗୁଳ: ଅନୁଗୁଳରେ ପ୍ରଚଣ୍ଡ ଶୀତ ସାଙ୍ଗକୁ ଘନ କୁହୁଡି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗାଡି ମଟର ସକାଳ ୮ଟା ପର୍ଯ୍ୟନ୍ତ ଵି ଲାଇଟ୍ ଜଳାଇ ଯାଉଥିବା ଦେଖା ଯାଇଛି। ସହରର ଦୋକାନ ବଜାରରେ ମଧ୍ୟ ଗହଳି ଦେଖିବାକୁ ମିଳିନଥିଲା।ଦିନ ୧୧…

Continue Readingଅନୁଗୁଳରେ ଘନ କୁହୁଡି

ମହିଳାଙ୍କ ବେକରୁ ସୁନା ଚେନ୍‌ ଛିଣ୍ତାଇନେଲେ

ଅନୁଗୁଳ: ଶନିବାର ଅପରାହ୍ଣ ପ୍ରାୟ ଗୋଟାଏ ୩୦ ସମୟରେ ୫୫ ନ˚ ଜାତୀୟ ରାଜପଥର ଅନୁଗୁଳ କାଲ୍‌ଟାକ୍ସ ଛକ ନିକଟରେ ଜଣେ ମହିଳା ଆକ୍ଟିଭା ସ୍କୁଟରରେ ଅନୁଗୁଳ ବସ୍‌ଷ୍ଟାଣ୍ତ ଆଡ଼କୁ ଆସୁଥିବାବେଳେ ପଛରୁ ୨ ଜଣ ଦୁବୃର୍ତ୍ତ ନମ୍ବରବିହୀନ ଏକ ବାଇକ୍‌ରେ…

Continue Readingମହିଳାଙ୍କ ବେକରୁ ସୁନା ଚେନ୍‌ ଛିଣ୍ତାଇନେଲେ

ଭିଜନ୍‌ ଡକୁମେଣ୍ଟରେ ଜେଲ୍‌ ଆଧୁନିକୀକରଣ

ଅନୁଗୁଳ: ୨୦୨୩ ସୁଦ୍ଧା ଏକ ସୁନ୍ଦର ସମୃଦ୍ଧି ଅନୁଗୁଳ ଗଠନ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଯେଉଁ ଭିଜନ ଡକୁମେଣ୍ଟ ପ୍ରସ୍ତୁତ କରାଯାଇଛି ସେଥିରେ ଜେଲର ପରିବେଶ ଉପରେ ପ୍ରାଥମିକତା ଦିଆଯାଇଛି। ଜେଲ୍‌ ଅନ୍ତେବାସୀଙ୍କ ରହିବା ପରିବେଶରେ ଉନ୍ନତି, ଉନ୍ନତ ମାନର…

Continue Readingଭିଜନ୍‌ ଡକୁମେଣ୍ଟରେ ଜେଲ୍‌ ଆଧୁନିକୀକରଣ

ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗୁଟ୍‌ଖା ଦୋକାନରେ ଚଢ଼ାଉ

ଅନୁଗୁଳ: ଶୁକ୍ରବାର ଜିଲ୍ଲା ଜନସ୍ବାସ୍ଥ୍ୟ ବିଭାଗର ଭ୍ରାମ୍ୟମାଣ ଶାଖା ପକ୍ଷରୁ ଅନୁଗୁଳ ବସ୍‌ଷ୍ଟାଣ୍ତ ଏବ˚ ଅନ୍ୟାନ୍ୟ ଅଞ୍ଚଳରେ ଚଢ଼ାଉ କରାଯାଇ ଗୁଟ୍‌ଖା, ଜର୍ଦ୍ଦା ଆଦି ଜବତ କରାଯାଇଥିଲା। ବିଭିନ୍ନ ପାନ ଦୋକାନରେ ଚଢ଼ାଉ କରାଯାଇ ବେଆଇନ୍‌ ଭାବେ ବିକ୍ରି କରାଯାଉଥିବା ଏସବୁ…

Continue Readingଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗୁଟ୍‌ଖା ଦୋକାନରେ ଚଢ଼ାଉ

ପାର୍କରେ ନେତାଜୀଙ୍କୁ ଇଏ କି ସମ୍ମାନ!

ଅନୁଗୁଳ: ଅନେକ ସମୟରେ ପୌରପାଳିକା ପାର୍କ ଗଢେ଼। ବରପୁତ୍ରଙ୍କ ପ୍ରତିମୂର୍ତ୍ତି ସ୍ଥାପନା ହୁଏ। ତା’ପରେ କଥା ସରିଯାଏ। ଏହିଭଳି ଏକ ଦୃଶ୍ୟ ଅନୁଗୁଳ ଶିମିଳିପଡ଼ାବାସୀଙ୍କୁ ବ୍ୟଥିତ କରିଛି। ପୌରପାଳିକା ପକ୍ଷରୁ ଏଥିରେ ଉଦ୍ୟାନ ଗଢ଼ାଯାଇ ନେତାଜୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହୋଇଛି। କିନ୍ତୁ…

Continue Readingପାର୍କରେ ନେତାଜୀଙ୍କୁ ଇଏ କି ସମ୍ମାନ!

ବାର୍ଡ ଫ୍ଲୁ ଆଶଙ୍କାରେ ଚିକେନ୍‌ ଚାହିଦା କମୁଛି

ଅନୁଗୁଳ: ଓଡ଼ିଶାରେ ବାର୍ଡ ଫ୍ଲୁର ସ˚କ୍ରମଣ ହୋଇନଥିଲେ ବି ଏକ ଅଜଣା ଆଶଙ୍କାରେ ଗ୍ରାହକମାନେ ଥିବାରୁ ଏହାର ପ୍ରଭାବ ଚିକେନ୍‌ ବଜାର ଉପରେ ପଡ଼ିଛି। ବର୍ତ୍ତମାନ ଅନୁଗୁଳ ଜିଲ୍ଲାରେ ବାହାଘର ବଜାରକୁ ଦେଖି ମେନୁ କଲାବେଳେ ଲୋକେ ଚିକେନ୍‌ ପ୍ରତି ଅନାଗ୍ରହି…

Continue Readingବାର୍ଡ ଫ୍ଲୁ ଆଶଙ୍କାରେ ଚିକେନ୍‌ ଚାହିଦା କମୁଛି