ଧନୀ ଖାଇବେ ଧନିଆଁ!

ଅନୁଗୁଳ: ଧନିଆଁପତ୍ର ଦର ଆକାଶଛୁଆଁ। ଗତ ଶୁକ୍ରବାର ଅନୁଗୁଳ ଡେଲି ମାର୍କେଟରେ ଧନିଆପତ୍ର କିଲୋ ୧୦୦୦ ଟଙ୍କା ଥିଲା। ଆଜି ଶନିବାର ଏହା କିଲୋ ୫୦୦ ଟଙ୍କାକୁ ଖସି ଆସିଛି। ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ। ସମସ୍ତେ ଜାଣନ୍ତି ଧନିଆପତ୍ର…

Continue Readingଧନୀ ଖାଇବେ ଧନିଆଁ!

ଅନୁଗୁଳ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ପୂର୍ବଛାତ୍ର ଏକତ୍ରୀକାରଣ

ଅନୁଗୁଳ: ଅନୁଗୁଳ ଗାନ୍ଧିମାର୍ଗସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଗୁରୁବାର ବିଦ୍ୟାଭାରତୀ ଶିକ୍ଷାବିକାଶ ସମିତି ଓଡ଼ିଶା, ପୂର୍ବ ଯୋଜନା ଆଧାରରେ ବିଦ୍ୟାଳୟର ପୂର୍ବତନ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଏକତ୍ରୀକରଣ ଉତ୍ସବ ଆୟୋଜିତ ହୋଇଯାଇଛି। ପୂର୍ବଛାତ୍ର ତଥା ଏ ଟିଭି ର ସ୍ଵତ୍ଵାଧିକାରୀ ରାକେଶ…

Continue Readingଅନୁଗୁଳ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ପୂର୍ବଛାତ୍ର ଏକତ୍ରୀକାରଣ

ଯୁବ ଡାକ୍ତରଙ୍କ ଅକାଳ ବିୟୋଗ

ଅନୁଗୁଳ: ବୁଧବାର ସକାଳେ ତଳମୂଳ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ପ୍ରଣୟ କୁମାର ପ୍ରଧାନଙ୍କ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଅକାଳ ବିୟୋଗ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୪ ବର୍ଷ ହୋଇଥିଲା। ବ୍ରେନ୍ ଟ୍ୟୁମର ହେବା ପରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା।…

Continue Readingଯୁବ ଡାକ୍ତରଙ୍କ ଅକାଳ ବିୟୋଗ

ଟ୍ୟାଙ୍କର ଧକ୍କାରେ ବାପ ମୃତ, ଝିଅ ଗୁରୁତର

ଅନୁଗୁଳ: ଅନୁଗୁଳ ଥାନା ଅନ୍ତର୍ଗତ ତୁରଙ୍ଗ ନିକଟ ୫୫ ନଂ ଜାତୀୟ ରାଜପଥରେ ବୁଧବାର ସକାଳେ ଏକ ଟ୍ୟାଙ୍କର ଧକ୍କାରେ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ଝିଅ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ମିଶ୍ରପଡାର ବିଶ୍ୱ ନାୟକ ବାଇକରେ ତାଙ୍କ…

Continue Readingଟ୍ୟାଙ୍କର ଧକ୍କାରେ ବାପ ମୃତ, ଝିଅ ଗୁରୁତର

ଉପୁଡ଼ିଲା ଗଛ ଅଳ୍ପକେ ବର୍ତିଲେ ଲୋକେ

ଅନୁଗୁଳ: ମଙ୍ଗଳବାର ସନ୍ଧ୍ୟା ପ୍ରାୟ ଆଠଟା ତିରିଶ ମିନିଟ ସମୟରେ ବସ ଷ୍ଟାଣ୍ଡ ପୋଷ୍ଟ ଅଫିସ ସମ୍ମୁଖରେ ଥିବା ଏକ ବିରାଟ ଅଶ୍ୱସ୍ତ ଗଛ ଉପୁଡ଼ି ପଡିବା ଫଳରେ ସେଠାରେ ଥିବା ଉଠା ଦୋକାନୀ ଅଳ୍ପକେ ବର୍ତିଯାଇଥିବାବେଳେ ଆଠ ଦଶଟି ବାଇକ…

Continue Readingଉପୁଡ଼ିଲା ଗଛ ଅଳ୍ପକେ ବର୍ତିଲେ ଲୋକେ

ଡ଼ଃ ହରିହର ଦାଶଙ୍କ ପରଲୋକ

ଅନୁଗୁଳ : ଅନୁଗୁଳ ଜିଲ୍ଲାର ବିଶିଷ୍ଟ ସାହିତ୍ୟିକ ଡ଼ଃ. ହରିହର ଦାଶଙ୍କର ଭୁବନେଶ୍ବରର ଏକ ଘରୋଇ ଚିକିତ୍ସାଳୟରେ ମଙ୍ଗଳବାର ସକାଳେ ପରଲୋକ ହୋଇଯାଇଛି। ସେ ପ୍ରାୟ ୧୫ ବର୍ଷ ହେବ ପକ୍ଷାଘାତ ରୋଗରେ ପିଡ଼ିତ ଥିଲେ। ସେ ଏକାଧାରରେ ଜଣେ ଇଞ୍ଜିନିୟର,…

Continue Readingଡ଼ଃ ହରିହର ଦାଶଙ୍କ ପରଲୋକ

ଆମ ପ୍ରତିଭା ଆମ ସ୍ୱାଭିମାନ ପକ୍ଷରୁ ପ୍ରସ୍ତୁତି ବୈଠକ

ଅନୁଗୁଳ: ଆସନ୍ତା ୧୬ ତାରିଖ ଶନିବାର ଜିଲ୍ଲା କଳାକେନ୍ଦ୍ର ଠାରେ ଆମ ପ୍ରତିଭା ଆମ ସ୍ୱାଭିମାନ ସଂଗଠନ ପକ୍ଷରୁ ପ୍ରଥମ ବାର୍ଷିକ ଉତ୍ସବ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିନିମନ୍ତେ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି। ଏହି ପ୍ରସ୍ତୁତି…

Continue Readingଆମ ପ୍ରତିଭା ଆମ ସ୍ୱାଭିମାନ ପକ୍ଷରୁ ପ୍ରସ୍ତୁତି ବୈଠକ

ଦେହ ଖରାପ ବୋଲି ୩୦୦ଟଙ୍କାରେ ଶିଶୁପୁତ୍ର ବିକ୍ରି !!

ଅନୁଗୁଳ: ବାରମ୍ବାର ଦେହ ଖରାପ ରହୁଛି,ଯେତେ ଡାକ୍ତରୀ ଚିକିତ୍ସା କଲେବି ଦେହ ଭଲ ରହୁନି,ଜର ଛାଡୁନି। ଏଭଳି ସମୟରେ ବାଧ୍ୟ ହୋଇ ଦୁଇ ବର୍ଷର ଶିଶୁ ପୁତ୍ରକୁ ମାତ୍ର ତିନି ଶହ ଟଙ୍କାରେ ବିକି ଦେଇଛି ବାପା। ଆଜିର ବିଜ୍ଞାନ ଯୁଗରେ…

Continue Readingଦେହ ଖରାପ ବୋଲି ୩୦୦ଟଙ୍କାରେ ଶିଶୁପୁତ୍ର ବିକ୍ରି !!

ମଦ ଓ ପୋଚ ଜବତ ତିନି ଗିରଫ

ଅନୁଗୁଳ: ଶୁକ୍ରବାର ଅନୁଗୁଳ ଅବକାରୀ ବିଭାଗ ସଦର ରେଞ୍ଜ ପକ୍ଷରୁ ଛେଣ୍ଡିପଦାର ବିଭିନ୍ନ ଅଂଚଳରେ ଚଢ଼ାଉ କରାଯାଇ ମୋଟ ୬୭ ଲିଟର ଦେଶୀ ମଦ ଏବଂ ୬୦୦ କେଜି ପୋଚ ଜବତ କରାଯାଇଛି। ବେଆଇନ ମଦ କାରବାରରେ ମୋଟ ତିନି ଜଣଙ୍କୁ…

Continue Readingମଦ ଓ ପୋଚ ଜବତ ତିନି ଗିରଫ

ନକଲି ଗହଣା ନେଇ ଚୋର ଚମ୍ପଟ

ଅନୁଗୁଳ: ଚୋରି କରି ଚୋରବି ବେଳେବେଳେ ଧୋକା ଖାଇଯାଏ। ଏଭଳି ଏକ ଘଟଣା ଅନୁଗୁଳ ବସ ଷ୍ଟାଣ୍ଡରେ ଦେଖିବାକୁ ମିଳିଛି। ଶୁକ୍ରବାର ଦିନ ପ୍ରାୟ ୧୧ଟା ବେଳେ ଢେଙ୍କାନାଳ ସଦର ମହିଧରପୁର ଗାଁର ଏକ ଯୁବତୀ ନିଜ ସମ୍ପର୍କୀୟଙ୍କୁ ଭେଟିବାପାଇଁ ଅନୁଗୁଳ…

Continue Readingନକଲି ଗହଣା ନେଇ ଚୋର ଚମ୍ପଟ