ଅନୁଗୁଳ ଗସ୍ତରେ ପୁଲିସ୍ ଡିଜି ଅଭୟ, କୋଭିଡ୍ ସ୍ଥିତିର କଲେ ସମୀକ୍ଷା

ଅନୁଗୁଳ: ପୁଲିସ୍ ଡିଜି ଅଭୟ ଶୁକ୍ରବାର ଅନୁଗୁଳ ଜିଲ୍ଲା ଗସ୍ତରେ ଆସି କୋଭିଡ୍ ସ୍ଥିତି ସମୀକ୍ଷା କରିଛନ୍ତି। କୋଭିଡ୍ ମୁକାବିଲାରେ ଅନୁଗୁଳ ପୁଲିସ୍‌ର କାର୍ଯ୍ୟକୁ ସେ ପ୍ରଶଂସା କରିବା ସହିତ ଲକଡାଉନ୍, ସପ୍ତାହାନ୍ତ ସଟଡାଉନ୍ ପାଳନକୁ ଆହୁରି କଡ଼ାକଡ଼ି କରିବାକୁ ସେ…

Continue Readingଅନୁଗୁଳ ଗସ୍ତରେ ପୁଲିସ୍ ଡିଜି ଅଭୟ, କୋଭିଡ୍ ସ୍ଥିତିର କଲେ ସମୀକ୍ଷା

ମହୁଲନାଳି: ରକ୍ତହୀନତା ଦୂର କରିବାରେ ଓଡ଼ିଶାର ପ୍ରଥମ ଗାଁ

ଅନୁଗୁଳ: ସଚେତନତା, ଗୋଷ୍ଠୀଗତ ସହଯୋଗ ଏବଂ ବ୍ୟବହାରିକ ପରିବର୍ତ୍ତନ ଦ୍ୱାରା ସମାଜରେ ଯେ କୌଣସି କାର୍ଯ୍ୟକୁ ସଫଳତାର ସହ ସମ୍ପାଦନ କରାଯାଇପାରିବ। ଆଠମଲ୍ଲିକ ବ୍ଳକ୍ ସାନହୁଲା ପଂଚାୟତ ମହୁଲନାଳି ଗାଁ ର ଲୋକେ ଏଭଳି ଏକ କାର୍ଯ୍ୟକୁ ସଫଳତାର ସହ ସଂପନ୍ନ…

Continue Readingମହୁଲନାଳି: ରକ୍ତହୀନତା ଦୂର କରିବାରେ ଓଡ଼ିଶାର ପ୍ରଥମ ଗାଁ

ଜେଲ୍‌ରେ ୨୬ ପଜିଟିଭ୍

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ କରୋନା ବଢି ଚାଲିଥିଲା ବେଳେ କାରାଗାରରେ ଥିବା ୨୬ ଜଣ ବିଚାରାଧୀନ କଏଦୀ ସଂକ୍ରମିତ ହୋଇଛନ୍ତି। ସୂଚନା ଅନୁସାରେ, ଗତ ତିନିଦିନ ତଳେ କାରାଗାରର ଜଣେ କଏଦୀ ସଂକ୍ରମିତ ହୋଇଥିବା ଜଣାପଡିଥିଲା । ପରବର୍ତୀ ସମୟରେ ଅନ୍ୟମାନଙ୍କର…

Continue Readingଜେଲ୍‌ରେ ୨୬ ପଜିଟିଭ୍

ଅନୁଗୁଳ ଥାନାରୁ ୧୦ ସଂକ୍ରମିତ

ଅନୁଗୁଳ: ଜିଲ୍ଲାରେ କରୋନା ସଂକ୍ରମଣ ବଢି ବଢି ଚାଲିଥିଲାବେଳେ ଅନୁଗୁଳ ଥାନାରୁ ୧୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଥାନାରେ କାର୍ଯ୍ୟରତ ଅଧିକାରୀ, କନେଷ୍ଟବଳ ଓ ହୋମଗାର୍ଡଙ୍କୁ ମିଶାଇ ସମୁଦାୟ୧୦ ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏମାନେ କରୋନା ଟିକାର…

Continue Readingଅନୁଗୁଳ ଥାନାରୁ ୧୦ ସଂକ୍ରମିତ

ଅନ୍‌ଲାଇନ୍‌ରେ ମିଳିବ କରୋନା ରିପୋର୍ଟ

ଅନୁଗୁଳ: ଆଜିଠାରୁ ଅନୁଗୁଳ ଜିଲ୍ଲାରେ ଆରମ୍ଭ ହୋଇଛି କୋଭିଡ଼ ପରିଚାଳନା ବ୍ୟବସ୍ଥା (ସିଏମଏସ)। ଏହି ବ୍ୟବସ୍ଥା ଅନୁସାରେ, କୋଭିଡ଼ ପରିଚାଳନା ଅଧିକ ସକ୍ରିୟ ଓ ବ୍ୟବହାର ଉପଯୋଗୀ ହୋଇପାରିବ ବୋଲି ଆଶା ରଖିଛି ପ୍ରଶାସନ। ଏଥିପାଇଁ ଏକ ସ୍ବତନ୍ତ୍ର ୱେବସାଇଟ୍‌ angulcms.com…

Continue Readingଅନ୍‌ଲାଇନ୍‌ରେ ମିଳିବ କରୋନା ରିପୋର୍ଟ

କୋଭିଡ୍ ପରିଚାଳନା ପାଇଁ ଜିଲ୍ଲାକୁ ଆସିବେ ୧୦ ରାଜସ୍ବ ଅଧିକାରୀ

ଅନୁଗୁଳ: ଜିଲ୍ଲାରେ କରୋନା ସଂକ୍ରମଣ ଭୟଙ୍କର ଭାବେ ବଢି ଚାଲିଛି। ନିୟମିତ ଭାବେ ୫ ଶହ ଉପରେ ସଂକ୍ରମିତ ଚିହ୍ନଟ ହେଉଥିବାବେଳେ ପଜିଟିଭ ହାର ବି ଅଧିକ ରହୁଛି । ତେଣୁ କୋଭିଡ୍ ପରିଚାଳନା ପାଇଁ ଜିଲ୍ଲାକୁ ୧୦ ଜଣ ଓଆରଏସ୍…

Continue Readingକୋଭିଡ୍ ପରିଚାଳନା ପାଇଁ ଜିଲ୍ଲାକୁ ଆସିବେ ୧୦ ରାଜସ୍ବ ଅଧିକାରୀ

କୋଭିଡ୍ ହସ୍ପିଟାଲ ପରିଦର୍ଶନ କଲେ ବିଧାୟକ

ଅନୁଗୁଳ: ବିଧାୟକ ବ୍ରଜକିଶୋର ପ୍ରଧାନ ତାଳଚେର କୋଭିଡ୍ ହସ୍ପିଟାଲ୍ ପରିଦର୍ଶନ କରି ରୋଗୀଙ୍କ ସହିତ ଆଲୋଚନା କରିବା ସହ ସେମାନଙ୍କ ସମସ୍ୟା ପଚାରି ବୁଝିଛନ୍ତି। ବିଧାୟକ ଶ୍ରୀ ପ୍ରଧାନ ପିପିଇ କିଟ୍ ପରିଧାନ କରି ଏମ୍‌ସିଏଲ୍‌ ସେଣ୍ଟ୍ରାଲ ହସ୍ପିଟାଲ୍ ଠାରେ ଥିବା…

Continue Readingକୋଭିଡ୍ ହସ୍ପିଟାଲ ପରିଦର୍ଶନ କଲେ ବିଧାୟକ

ଷ୍ଟାଡିୟମ୍‌ରେ ମେଗା ଟିକାକରଣ, ଏକ ହଜାର ହିତାଧିକାରୀଙ୍କୁ ଟିକା

ଅନୁଗୁଳ: ଅନୁଗୁଳରେ ଅଣାୟତ୍ତ ହୋଇଛି କରୋନା ସଂକ୍ରମଣ। ଦୈନିକ ସଂକ୍ରମଣ ଚିନ୍ତାଜନକ ଭାବେ ବଢ଼ୁଥିବା ବେଳେ ମୃତ୍ୟୁସଂଖ୍ୟା କୋକୁୟା ଭୟ ସୃଷ୍ଟି କରିଛି। ଏଭଳି ସ୍ଥିତିରେ ଜିଲ୍ଲାରେ ଟିକାକରଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡ଼ିଛି। ଅନୁଗୁଳ ଷ୍ଟାଡ଼ିୟମ୍‌ଠାରେ…

Continue Readingଷ୍ଟାଡିୟମ୍‌ରେ ମେଗା ଟିକାକରଣ, ଏକ ହଜାର ହିତାଧିକାରୀଙ୍କୁ ଟିକା

ମେଡିକାଲ୍ ମ୍ୟାନେଜରଙ୍କ ଦୁର୍ବ୍ୟବହାର ଅଭିଯୋଗ

ଅନୁଗୁଳ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୋମବାର ପୂର୍ବାହ୍ନରେ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଥିଲା । ମେଡିକାଲ୍ ମ୍ୟାନେଜର ଜଣେ ସଫେଇ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରି ସଫେଇ କର୍ମଚାରୀମାନେ ଏମସିଏଚ୍ ବିଲ୍ଡିଂ ସାମ୍ନାରେ ଧାରଣାରେ ବସିଥିଲେ । ଫଳରେ କେଇ…

Continue Readingମେଡିକାଲ୍ ମ୍ୟାନେଜରଙ୍କ ଦୁର୍ବ୍ୟବହାର ଅଭିଯୋଗ

ପହଞ୍ଚିଲା ଆଉ ୫ ହଜାର ଟିକା

ଅନୁଗୁଳ: ଅନୁଗୁଳରେ କରୋନା ସଂକ୍ରମଣ ନିଦ ହଜାଇ ଦେଇଛି । ଏ ଭୟଙ୍କର ଭୂତାଣୁ କବଳରୁ ବର୍ତିବା ପାଇଁ ଲୋକ ତ୍ରାହି ତ୍ରାହି ଡାକୁଥିବା ବେଳେ କରୋନା ସଞ୍ଜିବନୀ ପ୍ରଦାନରେ ଅହେତୁକ ବିଳମ୍ବ ହେଉଛି । ଟିକା ଠିକ୍‌ରେ ପହଞ୍ଚିନଥିବାରୁ ଧିମେଇ…

Continue Readingପହଞ୍ଚିଲା ଆଉ ୫ ହଜାର ଟିକା