ଜିଲ୍ଲା ଚିକିତ୍ସାୟରେ ଜୋତା ବକ୍ସର ବ୍ୟବସ୍ଥା
ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବହୁ ଦିନର ଦାବି ପରେ ମଙ୍ଗବାର ଜୋତା ବକ୍ସର ବ୍ୟବସ୍ଥା କରାଯାଇଛି। ଚିକତ୍ସାଳୟରେ ପ୍ରାୟ ୨୦୦ ରୋଗୀଙ୍କ ରବିବାପାଇଁ ବ୍ୟବସ୍ଥା ଥିବାବେଳେ ରୋଗୀଏବଂ ସେମାନଙ୍କ ସମ୍ପର୍କୀୟଙ୍କ ଚପଲ,ଜୋତା ନୀତି ଚୋରି ହେଉଥିବା ଅଭିଯୋଗ ହେଉଥିଲା…



