ଦେବଗଡ଼ର ଉନ୍ନତି ପାଇଁ ଅର୍ଣ୍ଣବଙ୍କ ପଦଯାତ୍ରା
ଅନୁଗୁଳ: ଦେବଗଡ଼ ଜିଲ୍ଲାର ଉନ୍ନତି ପାଇଁ ସ୍ବେଚ୍ଛାସେବୀ ଅର୍ଣବ ପଣ୍ଡା ଦେବଗଡରୁ ଭୁବନେଶ୍ୱର ପଦଯାତ୍ରା ଆରମ୍ଭ କରିଛନ୍ତି। ଅର୍ଣବ୍ ଆଜି ଅନୁଗୁଳରେ ପହଞ୍ଚିବାପରେ ୧୩ ଦଫା ଦାବି ନେଇ ସେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିବେ ବୋଲି ପ୍ରକାଶ କରିଛନ୍ତି। ଦେବଗଡ଼…
