ପଞ୍ଚମୁଖୀ ମାର୍କେଟ ଦୁଇ ଦୋକାନୀଙ୍କୁ ନୋଟିସ:ଲାଇସେନ୍ସ ବାତିଲ ଚେତାବନୀ
ଅନୁଗୁଳ: ଅନୁଗୁଳ ସହର ଭିତରେ ପୌରପାଳିକାର ଶହ ଶହ ଦୋକାନ ଘର ରହିଛି। ତେବେ ଦୋକାନ ନେଲା ପରେ ଅନେକ ଦୋକାନୀ ଦୋକାନ ଘରର ମୂଳ ଢାଞ୍ଚାକୁ ବଦଳାଇ କିଏ ଆଗକୁ ବଢ଼ାଇଛି ତ କିଏ ପଛକୁ ବଢ଼ାଇଛି। କେହି କେହି…
ଅନୁଗୁଳ: ଅନୁଗୁଳ ସହର ଭିତରେ ପୌରପାଳିକାର ଶହ ଶହ ଦୋକାନ ଘର ରହିଛି। ତେବେ ଦୋକାନ ନେଲା ପରେ ଅନେକ ଦୋକାନୀ ଦୋକାନ ଘରର ମୂଳ ଢାଞ୍ଚାକୁ ବଦଳାଇ କିଏ ଆଗକୁ ବଢ଼ାଇଛି ତ କିଏ ପଛକୁ ବଢ଼ାଇଛି। କେହି କେହି…
ଅନୁଗୁଳ: ୨୩ ବର୍ଷରୁ କମ ସି.କେ ନାୟଡୁ ଟ୍ରଫି ଓଡ଼ିଶା ଦଳର ପନ୍ଦର ଜଣିଆ ଖେଳାଳୀ ତାଲିକା ପ୍ରକାଶ ପାଇଛି। ଏଥିରେ ଅନୁଗୁଳର ତିନି ଜଣ ପ୍ରତିଭା ସମ୍ପନ୍ନ ଖେଳାଳୀ ସ୍ଥାନ ପାଇଛନ୍ତି ସେମାନେ ହେଲେ ଶଶାଙ୍କ ପାନାକଲ, ଶ୍ରେୟଂଶ୍ ଭରଦ୍ୱାଜ…
ଅନୁଗୁଳ: ଗତ ୧ ତାରିଖରେ ଅନୁଗୁଳ ପଞ୍ଚତତ୍ଵ ପାର୍କରେ ଘଟିଥିବା ଏକ ଭାଇରାଲ ଭିଡିଓ ନେଇ ମାମଲା ଥାନା ପର୍ଯ୍ୟନ୍ତ ଯାଇଛି। ମିଳିଥିବା ସୂଚନା ମୁତାବକ ପାର୍କରେ କୌଣସି ପ୍ରେମିଯୁଗଳଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ କେହି ଗୁପ୍ତରେ ସୁଟିଂ କରି ସାମାଜିକ…
ଅନୁଗୁଳ: ଅନୁଗୁଳ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ଟ୍ରେନିଂ ହଲରେ ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ ଅନୁଷ୍ଠିତ ହୋଇଯାଇଛି। ଅନୁଗୁଳ ସିଡିଏମଓ ଡ଼ା ମଦନ ମୋହନ ପ୍ରଧାନ ଏହି ସମାରୋହକୁ ପ୍ରଦୀପ ଜାଳି ଉଦ୍ଘାଟନ କରିଥିଲେ। ଡ଼ା ପ୍ରଧାନ ନିଜ ଅଭିଭାଷଣରେ ସମଗ୍ର…
ଅନୁଗୁଳ: ଅନୁଗୁଳ ଡିଫେନ୍ସ ଭେଟେରାନସ୍ ପକ୍ଷରୁ ବାସନ୍ତୀ ଦୁର୍ଗା ପୂଜା ପଡ଼ିଆରେ ବାୟୁ ସେନା ଦିବସ ପାଳିତ ହୋଇଯାଇଛି। ପୂର୍ବତନ ସୈନିକ ସଂଘର ସଭାପତି ଅନିଲ କୁମାର ମହାନ୍ତି ଏହି ସମାରୋହକୁ ଉଦ୍ଘାଟନ କରିବା ସହ ଦେଶର ସୁରକ୍ଷାରେ ବାୟୁ ସେନାର…
ଅନୁଗୁଳ: ସ୍ଥାନୀୟ ନବ ଜୀବନ ମଣ୍ଡଳ ପରିସରରେ ଜିଲ୍ଲା ସାହିତ୍ୟ ସଂସଦର କାର୍ଯ୍ୟକାରୀ କମିଟିର ବୈଠକ ଆୟୋଜିତ ହୋଇ ଯାଇଛି।ପ୍ରାଧ୍ୟାପକ କୁମୁଦ ଚନ୍ଦ୍ର ଦାସଙ୍କ ପୌରହିତ୍ୟରେ ଆୟୋଜିତ ଏହି ବୈଠକରେ ସଂସଦର ସମ୍ପାଦକ ରାଧାକାନ୍ତ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଶୋଭାକର ସ୍ୱାଇଁଙ୍କୁ…
ଅନୁଗୁଳ: ଅନୁଗୁଳ ଲକ୍ଷ୍ମୀ ବଜାରରେ ୧୯୬୦ ମସିହାରେ ପ୍ରଥମଥର ପାଇଁ ସାର୍ବଜନୀନ ଲକ୍ଷ୍ମୀପୂଜା ଆରମ୍ଭ ହୋଇଥିଲା। ତହିଁ ପରବର୍ଷ ବଜାର ଛକରେ ଲକ୍ଷ୍ମୀପୂଜା ଆରମ୍ଭ ହେଲା। ତାପରେ କିଛି ବର୍ଷ ପରେ ବସ୍ ଷ୍ଟାଣ୍ଡ ପୂଜା କମିଟି ଏବଂ ଧୀରେ ଧୀରେ…
ଅନୁଗୁଳ: ଚଳିତ ଲକ୍ଷ୍ମୀ ପୂଜା ପାଇଁ ଯାନବାହନ ଚଳାଚଳ ଉପରେ ଅନୁଗୁଳ ପୋଲିସ ପକ୍ଷରୁ କଟକଣା ଲାଗୁ କରାଯାଇଛି। ଅକ୍ଟୋବର ୬ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଅପରାହ୍ନ ୪ ଟା ଠାରୁ ରାତି ୧୨ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର…
ଅନୁଗୁଳ:;ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ତଥା କ୍ରୀଡାବିତ ବରୁଣ କୁମାର ସାହୁଙ୍କ ପରଲୋକରେ ଅମଲାପଡ଼ା ବାସନ୍ତୀ ପାଠାଗାର ଠାରେ ଏକ ଶୋକ ସଭା ଆୟୋଜିତ ହୋଇଯାଇଛି। ବାସନ୍ତୀ ଦୁର୍ଗା ପୂଜା କମିଟି ଓ ଅନୁଗୁଳ କ୍ରୀଡା ସଂସଦ ଆନୁକୁଲ୍ୟରେ ଆୟୋଜିତ ଏହି…
ଅନୁଗୁଳ: ଅନୁଗୁଳ ଜିଲ୍ଲାର କିଶୋର ଓ ଯୁବ କ୍ରିକେଟ ଖେଳାଳୀ ମାନେ ଚମତ୍କାର ଖେଳୁଛନ୍ତି। ରାଜ୍ୟ କ୍ରିକେଟର ବିଭିନ୍ନ ଫର୍ମାଟ ସେମାନେ ଅଂଶଗ୍ରହଣ କରି ଜିଲ୍ଲା ପାଇଁ ଗୌରବ ଆଣୁଛନ୍ତି। ଅନୁଗୁଳ କ୍ରିକେଟ ଆସୋସିଏସନ୍ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଏକଥା…