ବିଜୟୀ ଛାତ୍ରଛାତ୍ରୀ ମାନେ ସାଇବର ଆମ୍ବାସଡର: ରାହୁଲ ଜୈନ,ଏସପି

ଅନୁଗୁଳ: ସାଇବର ଅପରାଧ ଦିନକୁ ଦିନ ବଢି ଚାଲିଥିବା ବେଳେ ଅନୁଗୁଳ ପୋଲିସ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ ଆରମ୍ଭ କରାଯାଇ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କୁ ସଚେତନ କରାଯାଉଛି।ଆଜି ଏହି ଅବସରରେ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜ୍ ପ୍ରତି ଯୋଗିତା…

Continue Readingବିଜୟୀ ଛାତ୍ରଛାତ୍ରୀ ମାନେ ସାଇବର ଆମ୍ବାସଡର: ରାହୁଲ ଜୈନ,ଏସପି

ଅନୁଗୁଳ ବସ ମାଲିକ ସଂଘର ୩୧ ତମ ସ୍ଵନକ୍ଷତ୍ର ଦିବସ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବସ ମାଲିକ ସଂଘର ୩୧ ତମ ସ୍ଵନକ୍ଷତ୍ର ଦିବସ ଆଜି ପାଳିତ ହୋଇ ଯାଇଛି। ଏ ଅବସରରେ ସକାଳ ବେଳା ସଂଘ ପକ୍ଷରୁ ଅନୁଗୁଳ ଡାକ୍ତରଖାନାର ମାତୃ ଓ ଶିଶୁ ଯତ୍ନ ୱାର୍ଡରେ ଫଳ ବଣ୍ଟନ କରାଯାଇଥିଲା।…

Continue Readingଅନୁଗୁଳ ବସ ମାଲିକ ସଂଘର ୩୧ ତମ ସ୍ଵନକ୍ଷତ୍ର ଦିବସ

ଅନୁଗୁଳରେ ଶିଶୁ ହୃଦରୋଗୀ ଚିହ୍ନଟ ଶିବିର

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଜରିଆରେ ଏକ ଶିଶୁ ହୃଦରୋଗୀ ଚିହ୍ନଟ ଶିବିର ଉଦଘାଟିତ ହୋଇଯାଇଛି। ନାରାୟଣ ଇନ୍ଷ୍ଟି ଚ୍ୟୁଟ ଅଫ କାର୍ଡିଆକ ସାଇନ୍ସ, ବେଙ୍ଗାଲୁରୁର ସହାୟତାରେ ଆୟୋଜିତ ଏହି ଶିବିରକୁ ଉଦଘାଟନ କରିଥିଲେ…

Continue Readingଅନୁଗୁଳରେ ଶିଶୁ ହୃଦରୋଗୀ ଚିହ୍ନଟ ଶିବିର

“ଚେତନା” ପକ୍ଷରୁ ବାର୍ଦ୍ଧକ୍ୟରେ ଅସ୍ଥିର ସୁରକ୍ଷା ନେଇ କର୍ମଶାଳା

ଅନୁଗୁଳ: ମାରୱାଡ଼ି ଯୁବ ଭବନ ଠାରେ ସ୍ବେଚ୍ଛାସେବୀ ସଂଗଠନ ଚେତନା ଏ ମିଶନ ପକ୍ଷରୁ ସ୍ବାସ୍ଥ୍ୟ ସମ୍ପର୍କିତ ଏକ କର୍ମଶାଳା ଆୟୋଜିତ ହୋଇଥିଲା। ବାର୍ଦ୍ଧକ୍ୟରେ ଅସ୍ଥିର ସୁରକ୍ଷା ବିଷୟ ଉପରେ ଆୟୋଜିତ ଏହି କର୍ମଶାଳାକୁ ଉଦଘାଟନ କରିଥିଲେ ଅନୁଗୁଳ ସିଡିଏମଓ ଡ଼ା…

Continue Reading“ଚେତନା” ପକ୍ଷରୁ ବାର୍ଦ୍ଧକ୍ୟରେ ଅସ୍ଥିର ସୁରକ୍ଷା ନେଇ କର୍ମଶାଳା

ବାତ୍ୟା ମୋନ୍ଥାର ମୁକାବିଲା ପାଇଁ ଏଡିଭିର ସହାୟତା ନେବାକୁ ସ୍ମାରକ ଦେଲା ସଂଘ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ବାତ୍ୟା ମୋନ୍ଥାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ହେଉଥିବା ବେଳେ ପୂର୍ବତନ ସୈନିକ ସଂଘ ବା ଏଡ଼ିଭିର ସଦସ୍ୟ ମାନେ ଏଥିରେ ସାମିଲ ହେବାକୁ ଇଚ୍ଛା ପ୍ରକଟ କରିଛନ୍ତି। ଏଡିଭିର ସଭାପତି ଅନିଲ ମହାନ୍ତି ଏକ…

Continue Readingବାତ୍ୟା ମୋନ୍ଥାର ମୁକାବିଲା ପାଇଁ ଏଡିଭିର ସହାୟତା ନେବାକୁ ସ୍ମାରକ ଦେଲା ସଂଘ

ଛେଣ୍ଡିପଦାରୁ ୧୯ ସିଏଫଟି ଚୋରା କାଠ ଜବତ

ଅନୁଗୁଳ: ଗତ ୨୭ ତାରିଖ ଅପରାହ୍ନ ୪ ଟା ସମୟରେ ଛେଣ୍ଡିପଦା ଜଙ୍ଗଲ ବିଭାଗ କର୍ମଚାରୀ ମାନେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଗାଁର ଲମ୍ବୋଦର ବେହେରାଙ୍କ ଘରେ ଚଢ଼ାଉ କରିଥିଲେ। ସେଠାରୁ ଚାରିଗୋଟି ଶାଗୁଆନ ଗଣ୍ଡୀ ଯାହାର ପରିମାଣ  ୯.୧୭…

Continue Readingଛେଣ୍ଡିପଦାରୁ ୧୯ ସିଏଫଟି ଚୋରା କାଠ ଜବତ

ନାରଣ ସାଗର କୂଳରେ ଛଟ ପୂଜା: ୫ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ସମାବେଶ

ଅନୁଗୁଳ: ଆଜି ସନ୍ଧ୍ୟାରେ ଅନୁଗୁଳ ନାରଣ ସାଗର କୂଳରେ ଛଟ ପୂଜା ଆରମ୍ଭ ହୋଇଛି। ଏହି ଅବସରରେ ସ୍ଥାନୀୟ ଅଞ୍ଚଳରେ ବସବାସ କରୁଥିବା ବିହାର,ଝାଡ଼ଖଣ୍ଡ,ୟୁପି ଅଞ୍ଚଳର ଶ୍ରଦ୍ଧାଳୁ ମାନେ ବହୁ ସଂଖ୍ୟାରେ ଚଉରା ମୂଳେ ଷଠି ଦେବୀଙ୍କ ପୂଜା କରିବା ସହ…

Continue Readingନାରଣ ସାଗର କୂଳରେ ଛଟ ପୂଜା: ୫ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ସମାବେଶ

ସାଂସ୍କୃତିକ କାର୍ଯ୍ୟକ୍ରମ ସହ “ପ୍ରତିଭା”୨୦୨୫ ଉଦଯାପିତ

ଅନୁଗୁଳ: ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ 'ପ୍ରତିଭା' ପକ୍ଷରୁ ବାର୍ଷିକ ରାଜ୍ୟ ସ୍ତରୀୟ ଉତ୍ସବ ୨୦୨୫ ଉଦଯାପିତ ହୋଇଯାଇଛି।ଉଦଯାପନୀ ସନ୍ଧ୍ୟାକୁ ମୁଖ୍ୟ ଅତିଥି ରୂପେ ଉଦଘାଟନ କରିଥିଲେ ନଗରପାଳ ଅକ୍ଷୟ କୁମାର ସାମନ୍ତ। ଶ୍ରୀ ସାମନ୍ତ ଅନୁଷ୍ଠାନର ଉଚ୍ଚ ପ୍ରଶଂସା କରିବା ସହ…

Continue Readingସାଂସ୍କୃତିକ କାର୍ଯ୍ୟକ୍ରମ ସହ “ପ୍ରତିଭା”୨୦୨୫ ଉଦଯାପିତ

ନର୍ସିଂ ହୋମ ବିରୁଦ୍ଧରେ ଚିକିତ୍ସା ଅବହେଳା ନେଇ ଥାନାରେ ଅଭିଯୋଗ

ଅନୁଗୁଳ: ଅନୁଗୁଳ କରଡ଼ାଗାଡିଆ ସ୍ଥିତ ଏକ ନର୍ସିଂ ହୋମରେ ଚିକିତ୍ସା ଅବହେଳା ନେଇ ଥାନାରେ ଅଭିଯୋଗ ହେଇଛି। ବଅଁରପାଳ ଥାନା ବିଶ୍ଵନାଥପୁରରେ ରହୁଥିବା ଜିତେନ୍ ନାୟକ ଗତ ୧୯ ତାରିଖରେ ଉକ୍ତ ନର୍ସିଂ ହୋମରେ ତାଙ୍କ ସ୍ତ୍ରୀ ମଧୁସ୍ମିତାଙ୍କୁ ଭର୍ତ୍ତି କରାଇଥିଲେ।ମଧୁସ୍ମିତା…

Continue Readingନର୍ସିଂ ହୋମ ବିରୁଦ୍ଧରେ ଚିକିତ୍ସା ଅବହେଳା ନେଇ ଥାନାରେ ଅଭିଯୋଗ

ପ୍ରଧାନ ଆଇ କେୟାରରେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ମାମଲା: ପ୍ରତି ପୀଡ଼ିତଙ୍କୁ ମିଳିବ ୧ ଲକ୍ଷ ଟଙ୍କାର ସହାୟତା

ଅନୁଗୁଳ: ଅନୁଗୁଳ ଅମଲାପଡ଼ାରେ ଥିବା ପ୍ରଧାନ ଆଇ କେୟାରରେ ଗତ ବର୍ଷ ଜୁନ ୨୦ ତାରିଖରେ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର କରିଥିବା ମାମଲାରେ ରାଜ୍ୟ ସରକାର ୧୩ ଜଣ ପୀଡ଼ିତଙ୍କୁ ଲକ୍ଷେ ଟଙ୍କା ଲେଖାଏଁ  ଆର୍ଥିକ ସହାୟତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।ଉକ୍ତ…

Continue Readingପ୍ରଧାନ ଆଇ କେୟାରରେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ମାମଲା: ପ୍ରତି ପୀଡ଼ିତଙ୍କୁ ମିଳିବ ୧ ଲକ୍ଷ ଟଙ୍କାର ସହାୟତା