ଆମ୍ବୁଲାନ୍ସ ଚାଳକର ଅମାନବିକତା: ସିଡ଼ିଏମ୍ଓଙ୍କ ତୁରନ୍ତ ଆକ୍ସନ
ଅନୁଗୋଳ: ଗତ ୭ ତାରିଖ ସନ୍ଧ୍ୟାରେ ଅନୁଗୁଳ ମେଡିକାଲ ଏମସିଏଚ କୋଠା ନିକଟରେ ଜନନୀ ସୁରକ୍ଷା ଏକ୍ସପ୍ରେସର ଜଣେ ଚାଳକ ଗାଡ଼ିରେ ମହିଳା ରୋଗୀ ଜଣେ ବାନ୍ତି କରିବାରୁ ତାକୁ ତାଗିଦ୍ କରି ଗାଡ଼ି ଧୁଆଇଥିଲେ। ଅସହାୟ ମହିଳା ରୋଗୀ ଜଣକ…
ଅନୁଗୋଳ: ଗତ ୭ ତାରିଖ ସନ୍ଧ୍ୟାରେ ଅନୁଗୁଳ ମେଡିକାଲ ଏମସିଏଚ କୋଠା ନିକଟରେ ଜନନୀ ସୁରକ୍ଷା ଏକ୍ସପ୍ରେସର ଜଣେ ଚାଳକ ଗାଡ଼ିରେ ମହିଳା ରୋଗୀ ଜଣେ ବାନ୍ତି କରିବାରୁ ତାକୁ ତାଗିଦ୍ କରି ଗାଡ଼ି ଧୁଆଇଥିଲେ। ଅସହାୟ ମହିଳା ରୋଗୀ ଜଣକ…
ଅନୁଗୁଳ: ଗତ ୭ ତାରିଖ ବିଳମ୍ବିତ ରାତିରେ ଜରପଡା ରେଞ୍ଜ ଅଫିସର ଏବଂ ଅନ୍ତୁଳିଆ ଫରେଷ୍ଟ ସେକ୍ସନର ଅଧିକାରୀ ମାନେ ଅନୁଗୁଳ ଆଠମଲ୍ଲିକ ଜଙ୍ଗଲ ସୀମାରେ ପାଟ୍ରୋଲିଂ କରୁଥିବା ବେଳେ ଜଣେ ଶିକାରୀକୁ ବୁଲୁଥିବାର ଦେଖିଥିଲେ।ତେବେ ଜଙ୍ଗଲ ବିଭାଗ କର୍ମଚାରୀଙ୍କୁ ଦେଖି…
ଅନୁଗୁଳ: ଭଡ଼ା ଘର ଖଣ୍ଡେ ପାଇଲେ ଖୋଲିଲା ସ୍କୁଲ, ତାଲିମ ପ୍ରାପ୍ତ ଶିକ୍ଷକ ନାହିଁ, ଖେଳ ପଡିଆ ନାହିଁ, ନିରାପତ୍ତା ନାହିଁ, ବେପାର ପାଇଁ ପସରା ମେଲାଇଥିବା ପ୍ରାଥମିକ ଘରୋଇ ସ୍କୁଲ ମାନଙ୍କୁ ଛାଟ ଦେଇଛନ୍ତି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ। ଚିଠି…
ଅନୁଗୁଳ: ସ୍ଥାନୀୟ କଦମ ପଡ଼ିଆରେ ଗୁରୁବାର ଓପି ଜିନ୍ଦଲ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟକୁ ଅନୁଗୁଳ ନଗରପାଳ ଅକ୍ଷୟ ସାମନ୍ତ ମୁଖ୍ୟ ଅତିଥି ରୂପେ ଷ୍ଟିଲ ଶିଳ୍ପର ଅନ୍ୟତମ ମହାରଥୀ ଓପୀ ଜିନ୍ଦଲଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ…
ଅନୁଗୁଳ: ଆଜି ଅପରାହ୍ନରେ ଅନୁଗୁଳ ପୁରୁଣା ବସ୍ ଷ୍ଟାଣ୍ଡ ନିକଟରେ ଥିବା ଏକ ଔଷଧ ଦୋକାନରେ ବସି କାରବାର ବୁଝିଥିବା ଜଣେ ମେଡିସିନ ରିପ୍ରେଜେଣ୍ଟେଟିଭଙ୍କୁ ହଠାତ୍ ଛାତିରେ ଯନ୍ତ୍ରଣା ହେଲା ପାଖ ଲୋକ ମାନେ ଅନୁଗୁଳ ହସ୍ପିଟାଲକୁ ତୁରନ୍ତ ନେଇଗଲେ ସେଠାରେ…
ଅନୁଗୁଳ: ଜନନୀ ଏକ୍ସପ୍ରେସରେ ଆସିଥିବା ଜଣେ ମହିଳା ରୋଗୀଙ୍କୁ ବାନ୍ତି କଲେ ବୋଲି ଆମ୍ବୁଲାନ୍ସ ଚାଳକ ତାଙ୍କୁ ଆଡ଼ମିଶନ କରିବା ପରିବର୍ତ୍ତେ ଆଗ ବାନ୍ତି ସଫା କରିବାକୁ ନିର୍ଦ୍ଦେଶ ଦେବା ଭଳି ଏକ ସମ୍ବେଦନଶୀଳ ତଥା ଅମାନବୀୟ ଘଟଣା ଆଜି ସନ୍ଧ୍ୟାରେ…
ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଗତ ଦୁଇ ଦଶନ୍ଧି ଭିତରେ ହାତବୁଣା ଲୁଗା ଓ ପୋଷାକର କାରବାର ବଢ଼ିଥିବା ବେଳେ ଅନୁଗୁଳର ବୁଣାକାର ମାନଙ୍କୁ ଅଣଦେଖା କରାଯାଉଛି। ଜିଲ୍ଲାରେ ଓଡ଼ିଶୀ, ବୟନିକା, ଉତ୍କଳିକା, ସମ୍ବଲପୁରୀ ବସ୍ତ୍ରାଳୟ ଆଦି ସଂସ୍ଥା ମାନେ ବୁଣାକାରଙ୍କ ଠାରୁ…
ଅନୁଗୁଳ: ଛେଣ୍ଡିପଦା ଥାନା ଅନ୍ତର୍ଗତ ବାରମଞ୍ଚା ଗଣ ଦୁଷ୍କର୍ମ ମାମଲାରେ ପୋଲିସ ଜଣେ ଅଭିଯୁକ୍ତ ଗିରଫ କରି ପଚରାଉଚରା କରୁଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଗତ ୩ ତାରିଖରେ ପୀଡ଼ିତା ଜଣକ ନିଜ ଭଣଜାଙ୍କ ସହ ଛେଣ୍ଡିପଦା ଯାଇ…
ଅନୁଗୁଳ: ଅନୁଗୁଳ ମେଡିକାଲ ନାନା ସମସ୍ୟା ଦେଇ ଗତି କରୁଥିବା ବେଳେ ନବ ନିଯୁକ୍ତ ସିଡ଼ିଏମ୍ଓ ଡ଼ା ମଦନ ମୋହନ ପ୍ରଧାନ ଏହାର ସମାଧାନ ନେଇ ଏକ ବୈଠକ ଡାକିଥିଲେ। ଏହି ବୈଠକରେ ସବୁ ବିଭାଗୀୟ ଡାକ୍ତର, ହସ୍ପିଟାଲ ମ୍ୟାନେଜର ପ୍ରମୁଖ…
ଅନୁଗୁଳ: ତାଳଚେରର ଅଜିତ କୁମାର ସାହୁଙ୍କୁ ଯୁବ ଆଇଏନ୍ଟିୟୁସିର କାର୍ଯ୍ୟକାରି ସଦସ୍ୟ ଭାବେ ମନୋନୀତ କରାଯାଇଛି। ଯୁବ ରାଷ୍ଟ୍ରୀୟ ମଜଦୂର କଂଗ୍ରେସର ରାଜ୍ୟ ସଭାପତି ପ୍ରକାଶ ବେହେରା ଏଥିନେଇ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ, ଅଜିତ…