ଜାତୀୟ ସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତାରେ ଅନୁଗୋଳ ଜିଲ୍ଲାକୁ ୬ ପଦକ
ଅନୁଗୁଳ: ୪୨ ତମ ଜାତୀୟ ସ୍ତରୀୟ ତାଇକୁଣ୍ଡୁ ପ୍ରତିଯୋଗୀତା ଉତ୍ତରା ଖଣ୍ଡର ହରିଦ୍ଵାର ଠାରେ ଅନୁଷ୍ଠିତ ହୋଇ ଯାଇଅଛି। ଉକ୍ତ ପ୍ରତିଯୋଗିତାରେ ଅନୁଗୋଳ ଜିଲ୍ଲାରୁ ୪ ଜଣ ଖେଳାଳି ଅଂଶ ଗ୍ରହଣ କରି ୬ ଟି ପଦକ ପାଇଛନ୍ତି। ପଦକ ହାସଲ…
ଅନୁଗୁଳ: ୪୨ ତମ ଜାତୀୟ ସ୍ତରୀୟ ତାଇକୁଣ୍ଡୁ ପ୍ରତିଯୋଗୀତା ଉତ୍ତରା ଖଣ୍ଡର ହରିଦ୍ଵାର ଠାରେ ଅନୁଷ୍ଠିତ ହୋଇ ଯାଇଅଛି। ଉକ୍ତ ପ୍ରତିଯୋଗିତାରେ ଅନୁଗୋଳ ଜିଲ୍ଲାରୁ ୪ ଜଣ ଖେଳାଳି ଅଂଶ ଗ୍ରହଣ କରି ୬ ଟି ପଦକ ପାଇଛନ୍ତି। ପଦକ ହାସଲ…
ଅନୁଗୁଳ: ଆସନ୍ତା ୧୧ ତାରିଖରେ ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ନେଇ କଂଗ୍ରେସରେ ଉତ୍ସାହ ଦେଖାଦେଇଛି।ସମ୍ବିଧାନ ବଞ୍ଚାଅ ସମାବେଶକୁ ସଫଳ କରିବା ପାଇଁ ଆଜି ଜିଲ୍ଲା କଂଗ୍ରେସ ସଭାପତି ଅମ୍ବିକା ପ୍ରସାଦ ଭଟ୍ଟଙ୍କ ସଭାପତିତ୍ବରେ ଏକ ସାମ୍ବାଦିକ ସମ୍ମିଳନୀ।କଂଗ୍ରେସ ଭବନରେ ଅନୁଷ୍ଠିତ…
ଅନୁଗୁଳ: ଅନୁଗୁଳ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଥମ କଟ୍ ଅଫ୍ ମାର୍କ ପ୍ରକାଶିତ ହୋଇଛି। କଳାରେ ସାଧାରଣ ବର୍ଗ ପିଲାଙ୍କ ପାଇଁ ୭୨.୧୭,ଏସଟି ବର୍ଗଙ୍କ ପାଇଁ ୫୯.୩୩, ଏସସି ବର୍ଗଙ୍କ ପାଇଁ ୬୧.୮୩,ଏସଇବିସି ବର୍ଗଙ୍କ ପାଇଁ ୬୭.୬୭, ଭିନ୍ନକ୍ଷମଙ୍କ ପାଇଁ…
ଅନୁଗୁଳ: ସଭଘର ଠାରେ ରାଜସ୍ବ ଅମଲା ସଂଘ ଅନୁଗୁଳ ଶାଖାର ସାଧାରଣ ପରିଷଦ ବୈଠକ ଆୟୋଜିତ ହୋଇଯାଇଛି। ସଂଘର କାର୍ଯ୍ୟକାରୀ ସଭାପତି ନଗେନ କୁମାର ଶତପଥୀଙ୍କ ପୌରହିତ୍ୟରେ ଆୟୋଜିତ ଏହି ବୈଠକରେ ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ଅନ୍ୟତମ ଅତିରିକ୍ତ…
ଅନୁଗୁଳ: ଗୁଲଜାର ଖାନ୍ ନାମକ ଜଣେ ଯୁବକ କ୍ଷତ ଡ୍ରେସିଂ ପାଇଁ ଗତ ଶନିବାର ଦିନ ବେଳା ହଣ୍ଡପା ସ୍ଵାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ।ତେବେ ସେଠାରେ ଥିବା କର୍ମଚାରୀ ଏକ୍ସପାଏରି ଔଷଧ,ମଲମ ଲଗାଇଥିବା ଦେଖି ପ୍ରତିବାଦ କରିଥିଲେ। କେନ୍ଦ୍ରର ଫାର୍ମାସିଷ୍ଟ ଏଥିରେ ଅସୁବିଧା…
ଅନୁଗୁଳ: ଆଜି ଶୈଳ ଶ୍ରୀକ୍ଷେତ୍ରରେ ବାହୁଡା଼ ଯାତ୍ରା ଉତ୍ସାହ ଉଦ୍ଦୀପନାର ସହ ସମ୍ପନ୍ନ ହୋଇଛି। ଜନ୍ମବେଦିରେ ୯ ଦିନ ଲୀଳାଖେଳା ସାରି ଭଉଣୀ ସୁଭଦ୍ରା ଏବଂ ବଡ଼ଭାଇ ବଳଭଦ୍ରଙ୍କୁ ସାଥିରେ ଧରି ଫେରିଛନ୍ତି ମହାବାହୁ । ସେଥିପାଇଁ ସକାଳୁ ପାରମ୍ପରିକ ନୀତି…
ଅନୁଗୁଳ: ନାଲକୋ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ଏକ ବାସ୍କେଟ୍ ବଲ କୋଚିଂ ଆୟୋଜିତ ହେଉଛି ଗତ ଜୁଲାଇ ପହିଲାରୁ ଆରମ୍ଭ ହୋଇଥିବା ଏହି କୋଚିଂ ତିନି ସପ୍ତାହ ଧରି ଚାଲିବ। ଅଭିଜ୍ଞ କୋଚ ବିଜୟ…
ଅନୁଗୁଳ: ଅନୁଗୁଳ ଜେଲ୍ ସାମ୍ନା ରାସ୍ତାରୁ ୫୫ ନମ୍ବର ଜାତୀୟ ରାଜପଥ ବା ଅଦ୍ଵୈତ ମାର୍ଗକୁ ନୋ ପାର୍କିଂ ଜୋନ୍ ଘୋଷଣା କରାଯାଇଛି। ଜିଲ୍ଲାପାଳ ଅବ୍ଦାଲ୍ ଏମ ଅଖତାର ଆଜି ଏହି ଘୋଷଣା କରିଛନ୍ତି। ଏହି ରାସ୍ତାରେ ଦୁଇ ଚକିଆ ଓ…
ଅନୁଗୁଳ: ସ୍ଥାନୀୟ ଏକ ହୋଟେଲରେ ଚିକିତ୍ସକ ଦିବସ - ୨୦୨୫ ପାଳିତ ହୋଇଯାଇଛି। ଏ ଅବସରରେ ରକ୍ତଦାନ ଶିବିର, ଆଲୋଚନାଚକ୍ର ଆଦି ଆୟୋଜିତ ହୋଇଥିଲା।ଭାରତୀୟ ଚିକିତ୍ସକ ସଂଘ ଅନୁଗୁଳ ଶାଖା ପକ୍ଷରୁ ଆୟୋଜିତ ଏହି ଆଲୋଚନା ଚକ୍ରକୁ ଅନୁଗୁଳ ସିଡିଏମଓ ଡ଼ା…
ଅନୁଗୁଳ: ଗତ ମଙ୍ଗଳବାର ଅପରାହ୍ନରେ ଚଣ୍ଡିଖମଣ ଜଙ୍ଗଲ ଆଡୁ ହନୁଟିଏ ବାହାରି କାଙ୍ଗୁଲା ଗାଁ ପାଖ ରାସ୍ତାରେ ଡିଆଁ ଡେଇଁ କରୁଥିବା ବେଳେ ହଠାତ୍ ଦୃତ ଗତିରେ ଆସୁଥିବା ବୋଲେରୋଟିଏ ହନୁକୁ ଧକ୍କା ଦେଇ ପଳାଇଥିଲା।ଗୁରୁତର ହନୁ ରାସ୍ତାରେ ପଡ଼ି ଛଟପଟ…