ହରିମହୁରି ଛକ-ମିଶ୍ରପଡ଼ା ରାସ୍ତା ସାମୟିକ ବନ୍ଦ

ଅନୁଗୁଳ: ଅନୁଗୁଳ ଶୈଳ ଶ୍ରୀକ୍ଷେତ୍ର ନିକଟସ୍ଥ ପୋଖରୀରୁ ପାଣି ଉଚ୍ଛୁଳି ରାସ୍ତାରେ ଯିବା ଦ୍ଵାରା ରାସ୍ତା ଖରାପ ହେବା ସହ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଏଣୁ ଉକ୍ତ ସ୍ଥାନରେ ଦୁଇ ଗୋଟି ହୋମ ପାଇପ କଳ୍ଭଟ୍ ନିର୍ମାଣ ପାଇଁ ପ୍ରଶାସନ କାର୍ଯ୍ୟ…

Continue Readingହରିମହୁରି ଛକ-ମିଶ୍ରପଡ଼ା ରାସ୍ତା ସାମୟିକ ବନ୍ଦ

ପୌରାଞ୍ଚଳରେ ବେଆଇନ ପାର୍କିଂ ଉପରେ ଲଗାମ ଲଗାଇଲେ ଜିଲ୍ଲାପାଳ

ଅନୁଗୁଳ: ଅନୁଗୁଳ ପୌରାଞ୍ଚଳରେ କିଛି ଲୋକ ମନଇଚ୍ଛା ସେମାନଙ୍କ ଟ୍ରକ୍-ବସ୍ ଆଦି ଭାରିଯାନ ଗୁଡ଼ିକୁ ରାସ୍ତାରେ ପାର୍କିଂ କରୁଛନ୍ତି। ଫଳରେ ରାସ୍ତା ସଙ୍କୁଚିତ ହେବା ସହ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଦିନ-ଦିନ ଧରି ଏଭଳି ବେଆଇନ ପାର୍କିଂ ଯୋଗୁଁ ଦୁର୍ଘଟଣା…

Continue Readingପୌରାଞ୍ଚଳରେ ବେଆଇନ ପାର୍କିଂ ଉପରେ ଲଗାମ ଲଗାଇଲେ ଜିଲ୍ଲାପାଳ

ଆଇନଜୀବୀ ପେଶା ସହିତ ଅନ୍ୟ ପେଶା ରଖିଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ

ଅନୁଗୁଳ: ଓଡ଼ିଶା ଷ୍ଟେଟ ବାର କାଉନସିଲର ନିର୍ଦ୍ଦେଶ ମତେ ଆଜି ଅନୁଗୁଳ ବାରର କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତ୍ତି ନିଆଯାଇଛି କି ବାର କାଉନସିଲର ପଞ୍ଜୀକୃତ ସଦସ୍ୟ ମାନେ ଆଇନସେବା ବ୍ୟତୀତ ଯଦି ଅନ୍ୟ କୌଣସି ଲାଭ ଜନକ ବୃତ୍ତି,ଚାକିରୀ ବା ପେଶାରେ…

Continue Readingଆଇନଜୀବୀ ପେଶା ସହିତ ଅନ୍ୟ ପେଶା ରଖିଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ

ଅନୁଗୁଳରେ କେଟିଏମ୍ ବାଇକର ବଜାର ପ୍ରବେଶ

ଅନୁଗୁଳ: ଅନୁଗୁଳରେ କେଟିଏମ ୧୬୦ ଡିୟୁକର ଆଜି ବଜାର ପ୍ରବେଶ ହୋଇଯାଇଛି। ଗାନ୍ଧୀମାର୍ଗରେ ଏ ଅବସରରେ ଏକ ଭବ୍ୟ  ସମାରୋହର ଆୟୋଜନ ହୋଇଥିଲା। କେଟିଏମ ଇଣ୍ଡିଆର ଏରିଆ ସେଲସ୍ ମ୍ୟାନେଜର ହିମାଂଶୁ ଲଗାଚୁ,ଏରିଆ ସର୍ଭିସ୍ ମ୍ୟାନେଜର ଆଶିଷ ବିକାଶ ଷଡ଼ଙ୍ଗୀ ପରିଚାଳକ…

Continue Readingଅନୁଗୁଳରେ କେଟିଏମ୍ ବାଇକର ବଜାର ପ୍ରବେଶ

କୁଷ୍ଠ ନିରାକରଣ ଯୋଜନାରେ ଅସ୍ତ୍ରୋପଚାର

ଅନୁଗୁଳ: ଗତ ୯ ତାରିଖ ଦିନ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ସିଡିଏମଓ ଡ଼ା ମଦନ ମୋହନ ପ୍ରଧାନଙ୍କ ନିର୍ଦ୍ଦେଶରେ କୁଷ୍ଠ ନିରାକରଣ ଯୋଜନାରେ ୬ ଜଣ ବ୍ୟକ୍ତିଙ୍କ ଅସ୍ତ୍ରୋପଚାର କରାଯାଇଥିଲା। ୫ ଜଣଙ୍କର ହାତ ଏବଂ ଜଣଙ୍କର ଗୋଡ଼ରେ…

Continue Readingକୁଷ୍ଠ ନିରାକରଣ ଯୋଜନାରେ ଅସ୍ତ୍ରୋପଚାର

ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର: ଅନୁଗୁଳ ପୌର ଇତିହାସରେ ଏକ ଗୌରବମୟ ଅଧ୍ୟାୟ

ଅନୁଗୁଳ: ଗତ ୯ ତାରିଖରେ ଦିଲ୍ଲୀରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଅନୁଗୁଳ ପୌରପାଳିକାକୁ ପ୍ରଦୂଷଣ ହ୍ରାସ ନେଇ ଉଲ୍ଲେଖନୀୟ ପଦକ୍ଷେପ ନେଇଥିବାରୁ ଦେଶର ତୃତୀୟ ଶ୍ରେଷ୍ଠ ପୌରପାଳିକା ଭାବେ ପୁରସ୍କୃତ କରାଯାଇଛି। ଏହା ଆମ ସମସ୍ତଙ୍କ ପାଇଁ…

Continue Readingସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର: ଅନୁଗୁଳ ପୌର ଇତିହାସରେ ଏକ ଗୌରବମୟ ଅଧ୍ୟାୟ

ଯୁବ ରେଡକ୍ରସର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

ଅନୁଗୁଳ: ଅନୁଗୁଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଜିଲ୍ଲା ଯୁବ ରେଡକ୍ରସର କାର୍ଯ୍ୟକାରିଣୀ ବୈଠକ ଆୟୋଜିତ ହୋଇ ଯାଇଛି। ଯୁବ ରେଡକ୍ରସର ସଭାପତି ତଥା ମହାବିଦ୍ୟାଳୟର ଅଧ୍ୟକ୍ଷ ନିଳାଞ୍ଚଳ ପଟେଲ ସଭାରେ ଅଧ୍ୟକ୍ଷତା କରିଥିଲେ। ଡ଼ା କନକଲତା ମହାପାତ୍ରଙ୍କ ପରିଚାଳନାରେ ଆୟୋଜିତ ଏହି…

Continue Readingଯୁବ ରେଡକ୍ରସର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

ମହାପୁରୁଷ ଶ୍ରୀ ଜଗନ୍ନାଥ ଦାସ ଜୟନ୍ତୀ

ଅନୁଗୁଳ: ଗାନ୍ଧିମାର୍ଗ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ପକ୍ଷରୁ ମହାପୁରୁଷ ଶ୍ରୀ ଜଗନ୍ନାଥ ଦାସ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ସମାରୋହକୁ ଅନୁଗୁଳ ସାହିତ୍ୟ ସଂସଦ ସଭାପତି କୁମୁଦ ଚନ୍ଦ୍ର ଦାସ ମୁଖ୍ୟ…

Continue Readingମହାପୁରୁଷ ଶ୍ରୀ ଜଗନ୍ନାଥ ଦାସ ଜୟନ୍ତୀ

କିଶୋରନଗର ବ୍ଲକରେ କୃଷି କର୍ମଚାରୀ ଲାଞ୍ଚ ନେଉଥିବା ମାଡ଼ି ବସିଲା ଭିଜିଲାନ୍ସ

ଅନୁଗୁଳ: ମଙ୍ଗଳବାର ଅନୁଗୁଳ ଜିଲ୍ଲାର କିଶୋରନଗର ବ୍ଲକ ଅନ୍ତର୍ଗତ କାଦଳୀମୁଣ୍ଡା, ରାଣୀଆକୋଟା ଓ ଧଉରପାଲ୍ଲୀ ଗ୍ରାମପଞ୍ଚାୟତର ଗ୍ରାମ କୃଷି କର୍ମଚାରୀ (VAW) ବିଶ୍ୱନାଥ ଦାସଙ୍କୁ ଓଡ଼ିଶା ଭିଜିଲାନ୍ସ ଟିମ୍‌ ଦ୍ୱାରା ୨୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ରେଡହ୍ଯାଣ୍ଡ ଧରିଛି। ଅଭିଯୁକ୍ତ…

Continue Readingକିଶୋରନଗର ବ୍ଲକରେ କୃଷି କର୍ମଚାରୀ ଲାଞ୍ଚ ନେଉଥିବା ମାଡ଼ି ବସିଲା ଭିଜିଲାନ୍ସ

ଅନୁଗୁଳ ନଗରପାଳ ଓ ନିର୍ବାହୀ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ

ଅନୁଗୁଳ: ଆଜି ନୂଆଦିଲ୍ଲୀରେ ଅନୁଗୁଳ ପୌରପାଳିକା ପୁରସ୍କୃତ ହେବାପରେ ଭୁବନେଶ୍ବରରେ ନଗରପାଳ ଅକ୍ଷୟ ସାମନ୍ତ ଓ ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀ ନିଜ ଟିମ୍ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ସୌଜନ୍ୟମୂଳକ ସାକ୍ଷାତ୍ କରିଥିଲେ। ଅନୁଗୁଳ ପୌରପାଳିକା ପକ୍ଷରୁ…

Continue Readingଅନୁଗୁଳ ନଗରପାଳ ଓ ନିର୍ବାହୀ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ