ଖାଇବା ଛୁଟିରେ ମଦ ପିଇଲେ ଅଷ୍ଟମ ଶ୍ରେଣୀ ଛାତ୍ର, ମାତାଲ ହୋଇ କ୍ଲାସରେ ବସିଲେ; ମାମଲା ଚାପିଦେଲେ ହେଡସାର୍

ଅନୁଗୁଳ: ଖାଇବା ଛୁଟିରେ ମଦ ପିଇଲେ ସ୍କୁଲ ପିଲା। ଆଉ ମାତାଲ ହୋଇ କ୍ଲାସକୁ ଫେରିଲେ। ଅନୁଗୁଳ ସହର ଉପକଣ୍ଠ ବଅଁରପାଳ ଶିକ୍ଷା ବ୍ଲକ ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ କଡ଼ ଏକ ନୋଡାଲ ୟୁପି ସ୍କୁଲରେ ଏଭଳି ଘଟଣା…

Continue Readingଖାଇବା ଛୁଟିରେ ମଦ ପିଇଲେ ଅଷ୍ଟମ ଶ୍ରେଣୀ ଛାତ୍ର, ମାତାଲ ହୋଇ କ୍ଲାସରେ ବସିଲେ; ମାମଲା ଚାପିଦେଲେ ହେଡସାର୍

ରୋଟାରୀ କ୍ଲବ୍ ରୟାଲର ସ୍ୱାସ୍ଥ୍ୟ ଶିବିର ଆୟୋଜିତ

ଅନୁଗୁଳ: ରୋଟାରୀ କ୍ଲବ୍ ଅନୁଗୁଳ ରୟାଲ ପକ୍ଷରୁ ଦିଶା ସିନିଅର ସିଟିଜେନ୍ ହୋମ୍, ଶ୍ରଦ୍ଧା ନଗର, ତୁରଙ୍ଗରେ ବରିଷ୍ଠ ନାଗରିକଙ୍କ ପାଇଁ ବୁଧବାର ଏକ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ ହୋଇଯାଇଛି। ଏହି ଶିବିରରେ ବ୍ଲଡ୍ ପ୍ରେସର ଏବଂ ଡାଇବେଟିସ ଯାଞ୍ଚ…

Continue Readingରୋଟାରୀ କ୍ଲବ୍ ରୟାଲର ସ୍ୱାସ୍ଥ୍ୟ ଶିବିର ଆୟୋଜିତ

ଜଳ ସଞ୍ଚୟ ଓ ଜନ ଭାଗିଦାରୀ ପୁରସ୍କାରରୁ ଅନୁଗୁଳ ବଞ୍ଚିତ

ଅନୁଗୁଳ:  ନୂଆ ଦିଲ୍ଲୀ ଠାରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜ୍ୟର ପାଞ୍ଚ ଗୋଟି ଜିଲ୍ଲାକୁ ଆଜି ଜଳ ସଞ୍ଚୟ ଜନ ଭାଗିଦାରୀ ପୁରସ୍କାର ପ୍ରଦାନ କରିଛନ୍ତି। ଏହି ପାଞ୍ଚ ଗୋଟି ଜିଲ୍ଲା ହେଲା ଗଞ୍ଜାମ,କଳାହାଣ୍ଡି,ରାୟଗଡ଼ା,କଟକ ଓ ମୟୂରଭଞ୍ଜ। ଜଳ ସଂରକ୍ଷଣ…

Continue Readingଜଳ ସଞ୍ଚୟ ଓ ଜନ ଭାଗିଦାରୀ ପୁରସ୍କାରରୁ ଅନୁଗୁଳ ବଞ୍ଚିତ

ଅନୁଗୁଳରେ ସୌନ୍ଦର୍ଯ୍ୟକରଣ

ଅନୁଗୁଳ: ଅନୁଗୁଳ ସହର ଭିତରେ ଏବେ ଜବରଦଖଲ ଉଚ୍ଛେଦ ସାଙ୍ଗକୁ ସୌନ୍ଦର୍ଯ୍ୟକରଣ ଉପରେ ଗୁରୁତ୍ବ ଦିଆଯାଇଛି। କେବଳ ଏଥିପାଇଁ ଆଲୋକୀକରଣ କରାଯାଉନାହିଁ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ ସହିତ ସ୍ଥାପତ୍ୟ କଳା କାରୁକାର୍ଯ୍ୟ ମଧ୍ୟ କରାଯାଉଛି। ବିଭିନ୍ନ ଛକ,ପାର୍କ ଗୁଡ଼ିକୁ ଏଥିପାଇଁ ସୁସଜ୍ଜିତ…

Continue Readingଅନୁଗୁଳରେ ସୌନ୍ଦର୍ଯ୍ୟକରଣ

ଅନୁଗୁଳରେ ଅକ୍ଷୟ ସଙ୍ଗୀତ ଚର୍ଚ୍ଚା

ଅନୁଗୁଳ: ଅନୁଗୁଳ ଅଗ୍ରସେନ ଭବନ ଠାରେ ବିଶିଷ୍ଟ କଣ୍ଠଶିଳ୍ପୀ ଅକ୍ଷୟ ମହାନ୍ତିଙ୍କ ପୁଣ୍ୟତିଥିରେ ଅକ୍ଷୟ ସଙ୍ଗୀତ ଚର୍ଚ୍ଚା ସହ ଅକ୍ଷୟ ସଙ୍ଗୀତ ପରିବେଷଣ କରାଯାଇଥିଲା।ଇନ୍ଦ୍ରମଣି ଭୂତିଆ ପ୍ରଦୀପ ଜାଳି ଏହି ସମାରୋହକୁ ଉଦ୍ଘାଟନ କରିଥିଲେ। ସୁଧିରେନ୍ଦ୍ର ପରିଜାଙ୍କ ପୌରହିତ୍ୟରେ ଆୟୋଜିତ ଏହି…

Continue Readingଅନୁଗୁଳରେ ଅକ୍ଷୟ ସଙ୍ଗୀତ ଚର୍ଚ୍ଚା

ପୁରୁଣା ସୂଚନା କେନ୍ଦ୍ରରୁ ଉଚ୍ଛେଦ ଖୁବ୍ ଶୀଘ୍ର

ଅନୁଗୁଳ:  ଅନୁଗୁଳ ସହର ଭିତରେ ଟ୍ରାଫିକ ବ୍ୟବସ୍ଥା ର ଉନ୍ନତି ପାଇଁ ଜବର ଦଖଲ ଉଚ୍ଛେଦ କାର୍ଯ୍ୟକ୍ରମ ଜାରି ରହିଛି। ଅନୁଗୁଳ ଉଚ୍ଚ ବିଦ୍ୟାଳୟ ସମ୍ମୁଖରୁ ଜବର ଦଖଲ ଉଚ୍ଛେଦ ପରେ ଏବେ ପୁରୁଣା ସୂଚନା କେନ୍ଦ୍ର ନିକଟରେ ଥିବା ଜବର…

Continue Readingପୁରୁଣା ସୂଚନା କେନ୍ଦ୍ରରୁ ଉଚ୍ଛେଦ ଖୁବ୍ ଶୀଘ୍ର

ଅନୁଗୁଳ ଜିଲ୍ଲା ସାମ୍ବାଦିକ ୟୁନିଅନ ପକ୍ଷରୁ ପ୍ରେସ ଦିବସ

ଅନୁଗୁଳ: ଆଜି ଅପରାହ୍ନରେ ସ୍ଥାନୀୟ ଏକ ହୋଟେଲରେ ଅନୁଗୁଳ ଜିଲ୍ଲା ସାମ୍ବାଦିକ ୟୁନିଅନ ପକ୍ଷରୁ ଜାତୀୟ ସାମ୍ବାଦିକ ଦିବସ ପାଳିତ ହୋଇ ଯାଇଛି। ଢେ଼ଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ମୁଖ୍ୟ ଅତିଥି ରୂପେ ସମାରୋହକୁ ଉଦ୍ଘାଟନ କରିଥିଲେ। ଶ୍ରୀ ପାଣି…

Continue Readingଅନୁଗୁଳ ଜିଲ୍ଲା ସାମ୍ବାଦିକ ୟୁନିଅନ ପକ୍ଷରୁ ପ୍ରେସ ଦିବସ

ରୋଟାରୀ କ୍ଳବ୍ ଅନୁଗୁଳ ରୟାଲ ପକ୍ଷରୁ ରଙ୍ଗଭରୋ ପ୍ରତିଯୋଗିତା

ଅନୁଗୁଳ: ସ୍ଥାନୀୟ ବଚପନ୍ ସ୍କୁଲ ପରିସରରେ ରୋଟାରୀ କ୍ଳବ୍ ଅନୁଗୁଳ ରୟାଲ ପକ୍ଷରୁ ଶିଶୁ ଦିବସ ଅବସରରେ ଏକ ରଙ୍ଗଭରୋ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାରେ ୫୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ପ୍ରତିଯୋଗିତାର ବିଜୟୀ ଛାତ୍ରଛାତ୍ରୀ ମାନଙ୍କୁ…

Continue Readingରୋଟାରୀ କ୍ଳବ୍ ଅନୁଗୁଳ ରୟାଲ ପକ୍ଷରୁ ରଙ୍ଗଭରୋ ପ୍ରତିଯୋଗିତା

ପରମାନନ୍ଦ ମିଶ୍ରଙ୍କ ଦୁଇଟି ଆଇନ ପୁସ୍ତକ ଉନ୍ମୋଚିତ

ଅନୁଗୁଳ: ଆଜି ସ୍ଥାନୀୟ ଏକ ହୋଟେଲରେ ଅନୁଗୁଳର ବରିଷ୍ଠ ସରକାରୀ ଅଧିବକ୍ତା ପରମାନନ୍ଦ ମିଶ୍ରଙ୍କ ଦୁଇଟି ଆଇନ ସମ୍ପର୍କିତ ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରିତିମୟ ଏହି ସମାରୋହକୁ ଉଦଘାଟନ କରିଥିଲେ। ଦେବାନୀ ମକଦ୍ଦମା ଓ ବୈବାହିକ…

Continue Readingପରମାନନ୍ଦ ମିଶ୍ରଙ୍କ ଦୁଇଟି ଆଇନ ପୁସ୍ତକ ଉନ୍ମୋଚିତ

ବିଶ୍ଵ ଡାଇବେଟିସ ଦିବସ: ରୋଗୀ ଆଶାତୀତ ଭାବେ ବଢ଼ୁଛନ୍ତି

ଅନୁଗୁଳ: ପୂର୍ବରୁ ଏକ ରିପୋର୍ଟରେ କୁହା ଯାଉଥିଲା ଭାରତ ବର୍ଷରେ ବୟସ୍କଙ୍କ ମଧ୍ୟରେ  ୧୧ ପ୍ରତିଶତରୁ ୧୫ ଶତ ରୋଗୀ ଡାଇବେଟିସ ବା ମଧୁମେହ ରୋଗର ଶିକାର ହୋଇଛନ୍ତି। କିନ୍ତୁ ନିକଟରେ ଏକ ଅନ୍ ଲାଇନ ହେଲଥ କେୟାର କମ୍ପାନୀ ପ୍ରାୟ…

Continue Readingବିଶ୍ଵ ଡାଇବେଟିସ ଦିବସ: ରୋଗୀ ଆଶାତୀତ ଭାବେ ବଢ଼ୁଛନ୍ତି