ଶରତ ମାଝୀଙ୍କ ବିୟୋଗରେ ନାଟ୍ୟମ୍‌ର ଶ୍ରଦ୍ଧାଞ୍ଜଳି

  ଅନୁଗୁଳ: କଳାକାରର ପ୍ରତିଷ୍ଠାତା ସଦସ୍ୟ ତଥା ବରିଷ୍ଠ ଅଭିନେତା,ନାଟ୍ୟ ନିର୍ଦ୍ଦେଶକ ଏବଂ ସଂଗଠକ ଶରତ ମାଝୀଙ୍କ ପରଲୋକରେ ଆଜି ଅପରାହ୍ନରେ ବାସନ୍ତୀ ଦୁର୍ଗା ପୂଜା ମଣ୍ଡପରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ନାଟ୍ୟମ୍‌ ସଭାପତି ସୁଧାଂଶୁ ମୋହନ ଦ୍ବିବେଦୀଙ୍କ…

Continue Readingଶରତ ମାଝୀଙ୍କ ବିୟୋଗରେ ନାଟ୍ୟମ୍‌ର ଶ୍ରଦ୍ଧାଞ୍ଜଳି

ବିଶିଷ୍ଟ ନାଟ୍ୟ ଅଭିନେତା ନିର୍ଦ୍ଦେଶକ ଶରତ ମାଝୀଙ୍କ ପରଲୋକ

ଅନୁଗୁଳ: ଓଡ଼ିଶାର ବିଶିଷ୍ଟ ନାଟ୍ୟ ଅଭିନେତା ନିର୍ଦ୍ଦେଶକ ତଥା ଅନୁଗୁଳ କଳାକାର ଅନୁଷ୍ଠାନର ପ୍ରତିଷ୍ଠାତା ସଦସ୍ୟ ଶରତ କୁମାର ମାଝୀଙ୍କ ଆଜି ସକାଳେ ପରଲୋକ ଘଟିଛି।ସେ ଭୁବନେଶ୍ୱରରେ ଥିବାବେଳେ ହଠାତ୍‌ ହୃଦଘାତ ହୋଇଥିଲା। ତାଙ୍କୁ ତୁରନ୍ତ ଏକ ଘରୋଇ ହସ୍ପିଟାଲରେ ଭର୍ତିଁ…

Continue Readingବିଶିଷ୍ଟ ନାଟ୍ୟ ଅଭିନେତା ନିର୍ଦ୍ଦେଶକ ଶରତ ମାଝୀଙ୍କ ପରଲୋକ

ଶିକ୍ଷା ସପ୍ତାହରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମା’ ପାଇଁ ଗଛ ଟିଏ

ଅନୁଗୁଳ: ଜିଲ୍ଲା ଶିକ୍ଷା ବିଭାଗ ଆନୁକୂଲ୍ୟରେ ପ୍ରତ୍ୟେକ ସ୍କୁଲ ଗୁଡିକରେ ଶିକ୍ଷା ସପ୍ତାହ ପାଳନ ଅବସରରେ ମା' ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଏ ଅବସରରେ ସ୍ଥାନୀୟ ଏନ୍‌.ଏ.ସି ହାଇସ୍କୁଲରେ ଡିଇଓ ସୁସ୍ମିତା ସାହୁଙ୍କ ତତ୍ତ୍ଵାବଧାନରେ ସ୍କୁଲ ପରିସରରେ…

Continue Readingଶିକ୍ଷା ସପ୍ତାହରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମା’ ପାଇଁ ଗଛ ଟିଏ

ରୁଦ୍ରଙ୍କ ପରିବାରକୁ ସହାୟତା ଦେଲେ ସୌମ୍ୟରଞ୍ଜନ

ଅନୁଗୁଳ: ନିକଟରେ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଥିବା ବଣିଆବାହାଳର ରୁଦ୍ରନାରାୟଣ ଭୂତିଆଙ୍କ ଘରକୁ ଯାଇଥିଲେ ବିଜେଡି ଯୁବନେତା ସୌମ୍ୟ ରଞ୍ଜନ ସାହୁ। ସେ ରୁଦ୍ରଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇବା ସହ ୫ ହଜାର ଟଙ୍କା ଆର୍ଥିକ ସହାୟତା ଦେଇଥିଲେ।…

Continue Readingରୁଦ୍ରଙ୍କ ପରିବାରକୁ ସହାୟତା ଦେଲେ ସୌମ୍ୟରଞ୍ଜନ

ଖଣ୍ଡହତାରେ ଶିଶୁ ସୁରକ୍ଷା ସଚେତନତା ଶିବିର

ଅନୁଗୁଳ: ମାନବ ସେବା-ମାଧବ ସେବା ଚାରିଟେବୁଲ ଟ୍ରଷ୍ଟ ,ଖଣ୍ଡହତା ତରଫରୁ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଗାଁ କୋଠ ଘରରେ ଶନିବାର ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀ ଶଙ୍କର ବେହେରା,…

Continue Readingଖଣ୍ଡହତାରେ ଶିଶୁ ସୁରକ୍ଷା ସଚେତନତା ଶିବିର

ଓସିଏରୁ ଆସିଲା ଖୁସି ଖବର: ରାଜ୍ୟ ସିନିୟର ଟିମ୍‌ରେ ଖେଳିବେ ଶ୍ରେୟାଂଶ ଓ‌ ଟୁକୁନା

ଅନୁଗୁଳ: ଓସିଏର ମୁଖ୍ୟ କାର୍ଯ୍ୟନିର୍ବାହୀ ସୁବ୍ରତ କୁମାର ବେହେରା ଜଣାଇଛନ୍ତି କି ବିଗତ ଟୁର୍ଣ୍ଣାମେଣ୍ଟରେ ପ୍ରଦର୍ଶନ କୁ ନେଇ ଅନୁଗୁଳ ଜିଲ୍ଲାର ଟୁକୁନା ସାହୁ ସିନିୟର ଟିମ୍‌ ୨୦-୨୦ ମ୍ୟାଚ୍‌ ଏବଂ ଅନ୍ୟ ମ୍ୟାଚ୍‌ ଗୁଡ଼ିକ ପାଇଁ ଶ୍ରେୟାଂଶ ଭରଦ୍ୱାଜ ଖେଳିବେ।…

Continue Readingଓସିଏରୁ ଆସିଲା ଖୁସି ଖବର: ରାଜ୍ୟ ସିନିୟର ଟିମ୍‌ରେ ଖେଳିବେ ଶ୍ରେୟାଂଶ ଓ‌ ଟୁକୁନା

କାରଗିଲ ବିଜୟ ଦିବସର ୨୫ ବର୍ଷ ପୂର୍ତ୍ତି: ଅନୁଗୁଳ ଡିଫେନ୍ସ ଭେଟେରାନସ୍‌ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ

ଅନୁଗୁଳ: ଆଜି କାରଗିଲ ବିଜୟ ଦିବସର ୨୫ ବର୍ଷ ପୂର୍ତ୍ତି ଅବସରରେ ଅନୁଗୁଳରେ ଡିଫେନ୍ସ ଭେଟେରାନସ୍‌ ଏବଂ ସହିଦ ମାନସ ରଞ୍ଜନ ସ୍ମୃତି ପରିଷଦ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସକାଳବେଳା ସେବାନିବୃତ‌ ସୈନିକ ଏବଂ ସ୍ମୃତି ପରିଷଦର ସଦସ୍ୟ…

Continue Readingକାରଗିଲ ବିଜୟ ଦିବସର ୨୫ ବର୍ଷ ପୂର୍ତ୍ତି: ଅନୁଗୁଳ ଡିଫେନ୍ସ ଭେଟେରାନସ୍‌ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ

ବିପ୍ଲବୀଣି ମାଳତୀ ଦେବୀଙ୍କ ସ୍ମୃତିରେ ରକ୍ତ ଦାନ ଶିବିର

ଅନୁଗୁଳ: ସ୍ବାଧୀନତା ସଂଗ୍ରାମୀ ବିପ୍ଲବୀଣି ମାଳତୀ ଦେବୀ ଚୌଧୁରୀଙ୍କର ୧୨୦ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ନବ-ମାଳତୀ ସ୍ମୃତୀ କମିଟି ଓ ଶ୍ୟାମ ଇନ୍ଦୁସ ପାୱାର ସଲ୍ୟୁସନର ମିଳିତ ଆନୁକୁଲ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାରରେ…

Continue Readingବିପ୍ଲବୀଣି ମାଳତୀ ଦେବୀଙ୍କ ସ୍ମୃତିରେ ରକ୍ତ ଦାନ ଶିବିର

କାରଗିଲ ଯୁଦ୍ଧରେ ସହିଦ ଓଡ଼ିଆ

ଅନୁଗୁଳ: ଆସନ୍ତା କାଲି ସମଗ୍ର ଦେଶରେ ପାଳିତ ହେବ କାରଗିଲ ବିଜୟ ଦିବସର ରଜତ ଜୟନ୍ତୀ ସମାରୋହ। ଦ୍ରାସ୍ ସେକ୍ଟର ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ପ୍ରଧାନମନ୍ତ୍ରୀ ମୋଦି ଏବଂ ସେନା ପ୍ରମୁଖ। ଏହି ଯୁଦ୍ଧରେ ଓଡ଼ିଶାର ଅନେକ ଯବାନ…

Continue Readingକାରଗିଲ ଯୁଦ୍ଧରେ ସହିଦ ଓଡ଼ିଆ

ରୁଚି ଫେଷ୍ଟିଭାଲ ବୋନାଞ୍ଜା ଅଫର, ହୋଟେଲ ମିସ୍ତ୍ରୀ ଶାନୁ ପାଇଲେ ବମ୍ପର ପ୍ରାଇଜ

ଅନୁଗୁଳ: ଆଜି ସ୍ଥାନୀୟ ଏକ ହୋଟେଲରେ ରୁଚି ଫୁଡ୍ ଲାଇନ୍ ଏବଂ ଅନୁଗୁଳର ବି.କେ ଟ୍ରେଡରସର ମିଳିତ ସହଯୋଗରେ ରୁଚି ଫେଷ୍ଟିଭାଲ ବୋନାଞ୍ଜା ସେଲିବ୍ରେସନ୍ ଆୟୋଜିତ ହୋଇଯାଇଛି। ଏଇ ଅବସରରେ ଆୟୋଜିତ ସମାରୋହକୁ ପ୍ରଦୀପ ଜାଳି ଉଦଘାଟନ କରିଥିଲେ ରୁଚି ଫୁଡଲାଇନ୍…

Continue Readingରୁଚି ଫେଷ୍ଟିଭାଲ ବୋନାଞ୍ଜା ଅଫର, ହୋଟେଲ ମିସ୍ତ୍ରୀ ଶାନୁ ପାଇଲେ ବମ୍ପର ପ୍ରାଇଜ