ଲଗାଣ ବର୍ଷାରେ ଘରେ ପଶିଲା ପାଣି

ଅନୁଗୁଳ: ଗତ ଦୁଇ ଦିନ ଧରି ଅନୁଗୁଳରେ ଲଗାଣ ବର୍ଷା ଯୋଗୁଁ ଖାଲୁଆ ଅଞ୍ଚଳ ଜଳମଗ୍ନ ହୋଇଥିବା ଦେଖିବାକୁ ମିଳିଥିଲା। ଅନୁଗୁଳରେ ୮୩ ମିଲି ମିଟର ବର୍ଷା ହୋଇଥିବା ଏକ ରିପୋର୍ଟରେ କୁହାଯାଉଛି। ଏହି ଲଗାଣ ବର୍ଷାରେ ଅନୁଗୁଳ ସହରର ବସ୍ତି…

Continue Readingଲଗାଣ ବର୍ଷାରେ ଘରେ ପଶିଲା ପାଣି

୨୩ ଜୁଲାଇ ୧୯୯୯, ସୀମାରୁ ଆସିଲା କାରଗିଲ ଯୋଦ୍ଧାଙ୍କ ଶେଷ ଚିଠି

ଅନୁଗୁଳ: ୨୧ ଜୁଲାଇ ୧୯୯୯ ଦିନ ସୀମାରେ ଥାଇ ଘରକୁ ଚିଠି ଲେଖିଥିଲେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିକଟବର୍ତ୍ତୀ ବାଙ୍କୁରା ଗାଁର ପାରାଶୁଟ ରେଜିମେଣ୍ଟର ଯବାନ ନିରଞ୍ଜନ ବେହେରା। ଚିଠିରେ ପତ୍ନୀ ସନ୍ଧ୍ୟାରାଣୀଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ "ମୁଁ ଏଠି ଭଲରେ ଅଛି,ଅଗଷ୍ଟ…

Continue Reading୨୩ ଜୁଲାଇ ୧୯୯୯, ସୀମାରୁ ଆସିଲା କାରଗିଲ ଯୋଦ୍ଧାଙ୍କ ଶେଷ ଚିଠି

ସରିଲାଓଡ଼ିଶା କ୍ରିକେଟ ଲିଗ୍, ଅନୁଗୁଳର ଶ୍ରେୟାଂଶ ଶ୍ରେଷ୍ଠ ବ୍ୟାଟର୍

ଅନୁଗୁଳ: ଓଡ଼ିଶା କ୍ରିକେଟ ଲିଗ୍ ନିକଟରେ ଉଦଯାପିତ ହୋଇଛି ଏବଂ ଏଥିରେ ଓଡ଼ିଶା ଲାୟନ୍ସ୍ ଓଡ଼ିଶା ଟାଇଗରସ୍ ହରାଇ ଚମ୍ପିୟାନ ହୋଇଛି। ସିରିଜର ଶ୍ରେଷ୍ଠ ଖେଳାଳୀ ରୂପେ ସୂର୍ଯ୍ୟକାନ୍ତ ପ୍ରଧାନଙ୍କୁ ମିଳିଥିବା ବେଳେ ପ୍ରବୀଣ ଲୋହାଙ୍କୁ ଫାଇନାଲ ମ୍ୟାଚ୍ ର ଶ୍ରେଷ୍ଠ…

Continue Readingସରିଲାଓଡ଼ିଶା କ୍ରିକେଟ ଲିଗ୍, ଅନୁଗୁଳର ଶ୍ରେୟାଂଶ ଶ୍ରେଷ୍ଠ ବ୍ୟାଟର୍

ଆସନ୍ତା ସୋମବାର ଠାରୁ ମ୍ୟାଟ୍ରିକ ସପ୍ଲିମେଣ୍ଟରି ପରୀକ୍ଷା

ଅନୁଗୁଳ: ଆସନ୍ତା ସୋମବାର ଠାରୁ ସପ୍ଲିମେଣ୍ଟରି ତଥା ରାଜ୍ୟ ଓପନ ସ୍କୁଲ ପରୀକ୍ଷା ଆରମ୍ଭ ହେଉଛି। ଚାରି ଗୋଟି ପରୀକ୍ଷା କେନ୍ଦ୍ରରେ ମୋଟ ୯୭୮ ଜଣ ପରୀକ୍ଷା ଦେଉଛନ୍ତି।ଜିଲ୍ଲାର ପିଟିସି ହାଇସ୍କୁଲ ଅନୁଗୁଳ,ଆର.ଡି ହାଇସ୍କୁଲ, କିଶୋରଗଞ୍ଜ, ୟୁଜି ବିଦ୍ୟାପୀଠ ଖମାର ଏବଂ…

Continue Readingଆସନ୍ତା ସୋମବାର ଠାରୁ ମ୍ୟାଟ୍ରିକ ସପ୍ଲିମେଣ୍ଟରି ପରୀକ୍ଷା

ପୌରପାଳିକା ମାସିକ ବୈଠକ ପରିମଳ, ଆଲୋକ, ଡେଙ୍ଗୁ ନିରାକରଣକୁ ଗୁରୁତ୍ବ

ଅନୁଗୁଳ: ଆଜି ଅନୁଗୁଳ ପୌରପାଳିକା ସଭକକ୍ଷରେ ଜୁଲାଇ ମାସର ବୈଠକ ଆୟୋଜିତ ହୋଇଯାଇଛି। ବୈଠକରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ନଗରପାଳ ଅକ୍ଷୟ କୁମାର ସାମନ୍ତ,ସାଂସଦ ରୁଦ୍ର ପାଣିଙ୍କ ପ୍ରତିନିଧି ଦୁଃଖବନ୍ଧୁ ସାହୁ, ଉପାଧ୍ୟକ୍ଷା ଅନୁପମା ସାହୁ,ନିର୍ବାହୀ ଅଧିକାରୀ ପ୍ରଶାନ୍ତ…

Continue Readingପୌରପାଳିକା ମାସିକ ବୈଠକ ପରିମଳ, ଆଲୋକ, ଡେଙ୍ଗୁ ନିରାକରଣକୁ ଗୁରୁତ୍ବ

ପୌର ପାଳିକା ଟାଉନ୍ ହଲ୍ ନବୀକରଣ ଚାଲିଛି

ଅନୁଗୁଳ: ଅନୁଗୁଳ ସହର ଭିତରେ ସଭା ସମିତି କରିବା ପାଇଁ ଭଲ ହଲ ଟେ ନାହିଁ। ସଭଘର ଭଡ଼ା ଯାହା ଛୋଟ ଛୋଟ ସଂସ୍ଥା ସେଠାରେ କାର୍ଯ୍ୟକ୍ରମ କରି ପାରିବେ ନାହିଁ।ଏଭଳି କ୍ଷେତ୍ରରେ ପୌରପାଳିକା ଟାଉନ୍‌ ହଲ୍‌ରେ ଶୀତ ତାପ ନିୟନ୍ତ୍ରିତ…

Continue Readingପୌର ପାଳିକା ଟାଉନ୍ ହଲ୍ ନବୀକରଣ ଚାଲିଛି

ଅନୁଗୁଳ-ଜରପଡା ରାସ୍ତାରେ ବୁଲା ଗୋରୁଙ୍କ ଦୌରାତ୍ମ୍ୟ: ଦୁର୍ଘଟଣା ଆଶଙ୍କା

ଅନୁଗୁଳ: ଅନୁଗୁଳ-ଜରପଡା ରାସ୍ତାରେ ବୁଲା ଗାଈ ଗୋରୁଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢି ଚାଲିଛି। ଯାହା ଫଳରେ ଟ୍ରକ୍ ଠାରୁ ବାଇକ୍ ଆରୋହୀଙ୍କ ଯାତାୟାତ ପାଇଁ ଅସୁବିଧା ହେଉଛି। ଅନୁଗୁଳ ଲିଙ୍ଗରା ପୋଲ ଠାରୁ ଆରମ୍ଭ କରି ୫୫ ନଂ ଜାତୀୟ…

Continue Readingଅନୁଗୁଳ-ଜରପଡା ରାସ୍ତାରେ ବୁଲା ଗୋରୁଙ୍କ ଦୌରାତ୍ମ୍ୟ: ଦୁର୍ଘଟଣା ଆଶଙ୍କା

ଗପ ଲେଖିବା ନିଶାରୁ ଫିଲ୍ମ କାହାଣୀ ଲେଖକ, ମାଟିର ପୁଅ ଅମିତ୍‌ କୁମାର ଦାଶ

ଅନୁଗୁଳ: କୁଆଯାଏ ଇଚ୍ଛା ଶକ୍ତି ମଣିଷକୁ ସଫଳତାର ସିଡି ଚଢ଼ାଏ।ଧନ,ମାନସମ୍ମାନ ସବୁ କିଛି ଅଜାଡ଼ି ଦିଏ। ଅନୁଗୁଳ ମାଟିର ଜଣେ ସୁନା ପୁଅ ଯିଏ ଅନୁଗୁଳ ବାସୀଙ୍କ ପାଇଁ ଆଜିବି ଅଜଣା କିନ୍ତୁ ତାଙ୍କ କଲମ ମୁନରେ ଜୀବନ୍ତ ହେଉଥିବା କଥା…

Continue Readingଗପ ଲେଖିବା ନିଶାରୁ ଫିଲ୍ମ କାହାଣୀ ଲେଖକ, ମାଟିର ପୁଅ ଅମିତ୍‌ କୁମାର ଦାଶ

ମ୍ୟୁନିସପାଲିଟି କିଣିବ ଶବ ବୁହା ଗାଡି

ଅନୁଗୋଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୋଟିଏ ଶବ ବୁହା ଗାଡି ରହିଛି। ମହାପ୍ରୟାଣ ନାମକ ଏହି ଗାଡିର ଅନେକ ଚାହିଦା ରହିଛି। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସୁଥିବା ରୋଗୀଙ୍କ ମଧ୍ୟରୁ ଦିନକୁ ୫ ରୁ ୭ ଜଣଙ୍କ ମୃତ୍ୟୁ ଘଟୁଛି।…

Continue Readingମ୍ୟୁନିସପାଲିଟି କିଣିବ ଶବ ବୁହା ଗାଡି

୬୬୨ ବର୍ଗ ଅଧ୍ୟାପକ ଓ କର୍ମଚାରୀ ସଂଘ ତରଫରୁ ଅବସର କାଳିନ ସମ୍ବର୍ଦ୍ଧନା

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାନ୍ଧ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଜିଲ୍ଲାର ୬୬୨ ବର୍ଗ କଲେଜ ସଂଘ ତରଫରୁ ବିଭିନ୍ନ ସମୟରେ ଅବସର ଗ୍ରହଣ କରିଥିବା ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନଙ୍କ ପାଇଁ ଏକ ବିଦୟ କାଳିନ ସମ୍ବର୍ଦ୍ଧନା…

Continue Reading୬୬୨ ବର୍ଗ ଅଧ୍ୟାପକ ଓ କର୍ମଚାରୀ ସଂଘ ତରଫରୁ ଅବସର କାଳିନ ସମ୍ବର୍ଦ୍ଧନା