ପେନ୍‌ସନ୍ ସହ ଅନ୍ୟ ଦାବିରେ ଜିଲ୍ଲାପାଳଙ୍କୁ ଅନୁଗୁଳ ୬୬୨ ବର୍ଗ କଲେଜ ଅଧ୍ୟାପକ ଓ କର୍ମଚାରୀଙ୍କ ଦାବିପତ୍ର

ଅନୁଗୁଳ: ପେନ୍‌ସନ୍ ସହ ଚାକିରି ସର୍ତ୍ତାବଳୀ ପ୍ରଦାନ ଦାବିରେ ଶିକ୍ଷକଙ୍କ ଶୋଭାଯାତ୍ରା। ଅନୁଗୁଳ ଜିଲ୍ଲାର ୬୬୨ ବର୍ଗ କଲେଜ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ବୁଧବାର ଏକ ବିଶାଳ ଶୋଭାଯାତ୍ରାରେ ଯାଇ ଜିଲ୍ଲାପାଳଙ୍କୁ ଦାବି ପତ୍ର ଦେଇଛନ୍ତି। ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଓ…

Continue Readingପେନ୍‌ସନ୍ ସହ ଅନ୍ୟ ଦାବିରେ ଜିଲ୍ଲାପାଳଙ୍କୁ ଅନୁଗୁଳ ୬୬୨ ବର୍ଗ କଲେଜ ଅଧ୍ୟାପକ ଓ କର୍ମଚାରୀଙ୍କ ଦାବିପତ୍ର

କାନ୍ଦୁଛି କୁରୁଡ଼ୁ, ଶୁଣୁନି ସରକାର: ୮ ମାସ ଗଲାନି ୮ ଲକ୍ଷ ଟଙ୍କାର ରାସ୍ତା, ଲୁଟି ଖାଇଗଲେ ସରକାରୀ ଅର୍ଥ

ଅନୁଗୁଳ: ସରକାର କା ମାଲ, ଦରିଆ ମେ ଡାଲ। ଅନୁଗୁଳ ବ୍ଲକ ମାଣିକିଯୋଡି ପଞ୍ଚାୟତ କୁରୁଡୁ ଗାଁ ରାସ୍ତା ଦେଖିଲେ ସେମିତି କିଛି ଅନୁମେୟ ହୁଏ। ଗାଁ ଲୋକଙ୍କ ଗମନାଗମନ ପାଇଁ ୮ ଲକ୍ଷ ଟଙ୍କା ବ୍ୟୟରେ ଏଠାରେ ରାସ୍ତା ତିଆରି…

Continue Readingକାନ୍ଦୁଛି କୁରୁଡ଼ୁ, ଶୁଣୁନି ସରକାର: ୮ ମାସ ଗଲାନି ୮ ଲକ୍ଷ ଟଙ୍କାର ରାସ୍ତା, ଲୁଟି ଖାଇଗଲେ ସରକାରୀ ଅର୍ଥ

ବ୍ୟାଙ୍କରୁ ସୁନା ନେଇ ଚମ୍ପଟ ମାରିଥିବା ଅଭିଯୁକ୍ତ ଗିରଫ

ଅନୁଗୁଳ: ମଣିପୁରମ୍‌ ଫାଇନାନ୍ସରୁ ଚାଲାକି କରି  ସୁନା ନେଇ ଚମ୍ପଟ ମାରିଥିବା ଅନୁଗୁଳ ଅମଲାପଡ଼ାର ମାନସ ମିଶ୍ର(୪୮)ଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ। ସୂଚନା ଅନୁସା‌ରେ, ଅନୁଗୁଳ ଟାଉନ ଶଙ୍କର ସିନେମା ରୋଡରେ ଥିବା ମଣିପୁରମ୍‌ ଫାଇନାନ୍ସରେ ସୁନା ନିଲାମ…

Continue Readingବ୍ୟାଙ୍କରୁ ସୁନା ନେଇ ଚମ୍ପଟ ମାରିଥିବା ଅଭିଯୁକ୍ତ ଗିରଫ

୧୧ ଫୁଟ ଲମ୍ବର ଅଜଗର ଉଦ୍ଧାର

ଅନୁଗୁଳ: ଅନୁଗୁଳ ବନାଞ୍ଚଳ ଅନ୍ତର୍ଗତ ରାଣୀଗୋଡା ଗାଁରୁ ଗତ ମଙ୍ଗଳବାର ଏକ ୧୧ ଫୁଟର ଅଜଗର ସାପ ଉଦ୍ଧାର ହୋଇଛି। ସେହି ଗାଁର ବସନ୍ତ କୁମାର ଶତପଥୀ ନାମକ ଜଣେ ବ୍ୟକ୍ତିଙ୍କ ଘର ପାଖରେ ରହିଥିବା ମାର୍ବଲ ପଥର ଗଦାରୁ ରାତି ପ୍ରାୟ…

Continue Reading୧୧ ଫୁଟ ଲମ୍ବର ଅଜଗର ଉଦ୍ଧାର

ଅନୁଗୁଳରେ ଯକ୍ଷ୍ମା ରୋଗୀଙ୍କ ପାଇଁ ପୋଷଣ ଯୋଜନାର ଶୁଭାରମ୍ଭ

ଅନୁଗୁଳ: ବୁଧବାର ବନ୍ତଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ସଭାଘର ଠାରେ ପ୍ରଧାନମନ୍ତ୍ରୀଙ୍କ ଯକ୍ଷ୍ମା ମୁକ୍ତ ଅଭିଯାନ  ନାଲକୋ ସହାୟତାରେ ନିକ୍ଷୟ ପୋଷଣ ଯୋଜନାର ଶୁଭାରମ୍ଭ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ଦ୍ବାରା ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଅଛି। ଯକ୍ଷ୍ମା ରୋଗୀ…

Continue Readingଅନୁଗୁଳରେ ଯକ୍ଷ୍ମା ରୋଗୀଙ୍କ ପାଇଁ ପୋଷଣ ଯୋଜନାର ଶୁଭାରମ୍ଭ

ଜିଲ୍ଲାରେ ସବୁଠି ସିନ୍ଥେଟିକ ପନିର ହାଉଜାଉ, ରାୟପୁରରୁ ଅନୁଗୁଳ ଲମ୍ବିଛି ଚେର!

ଅନୁଗୁଳ: ଅନୁଗୁଳର ବିଭିନ୍ନ ସ୍ଥାନରେ ସିନ୍ଥେଟିକ ପନିର ବା ନକଲି ପନିର ଏବେ ବହୁଳ ଭାବରେ ବିକ୍ରି ହେଉଛି। କୁହାଯାଉଛି ରାୟପୁରରୁ ଅନୁଗୁଳ ପର୍ଯ୍ୟନ୍ତ ଏହାର ଚେର ଲମ୍ବିଛି। ଏହି ପନିରର ମୂଲ୍ୟ ଅନ୍ୟ ପନିର ଅପେକ୍ଷା ଶସ୍ତା ହୋଇଥିବାରୁ ବେପାରୀ…

Continue Readingଜିଲ୍ଲାରେ ସବୁଠି ସିନ୍ଥେଟିକ ପନିର ହାଉଜାଉ, ରାୟପୁରରୁ ଅନୁଗୁଳ ଲମ୍ବିଛି ଚେର!

୯ ଦଫା ଦାବି: ୧୧ ଅଗଷ୍ଟ ଠାରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଓଡ଼ିଶା ରାଜସ୍ବ ଅମଲା ସଂଘର କାର୍ଯ୍ୟ ବନ୍ଦ

ଅନୁଗୁଳ: ଓଡ଼ିଶା ରାଜସ୍ୱ ଅମଲା ସଂଘର ଦାବି ପୂରଣ କରିବାରେ ସରକାର ଅହେତୁକ ବିଳମ୍ବ କରୁଛନ୍ତି। ଏଣୁ ଆସନ୍ତା ୧୧ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ କାର୍ଯ୍ୟ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ସଂଘ।ଅନୁଗୁଳରେ ସଂଘ ସଭାପତି ରଜନୀକାନ୍ତ ପ୍ରଧାନଙ୍କ ନେତୃତ୍ବରେ…

Continue Reading୯ ଦଫା ଦାବି: ୧୧ ଅଗଷ୍ଟ ଠାରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଓଡ଼ିଶା ରାଜସ୍ବ ଅମଲା ସଂଘର କାର୍ଯ୍ୟ ବନ୍ଦ

ହୁଲୁରିସିଙ୍ଗାରେ ପଶିଲେ ୨୧ ଘରିଆ ଜଙ୍ଗଲୀ ହାତୀପଲ

ଅନୁଗୁଳ: ଅନୁଗୁଳ ସହର ହୁଲୁରିସିଙ୍ଗା ଗାଁ ଭିତରେ ଗତ କାଲି ରାତି ପ୍ରାୟ ୨ଟା ସମୟରେ ୨୧ଟି ଜଙ୍ଗଲୀ ହାତୀ ପଶି ଯାଇଥିବା ଜଣାପଡିଛି। ତେବେ ହାତୀ ଗୁଡିକ ନିକଟସ୍ଥ ମନ୍ଦରଗିରି ପାହାଡ଼ରୁ ଆସିଥିବା ବେଳେ ପୁଣି ଉକ୍ତ ପାହାଡ଼କୁ ଫେରି…

Continue Readingହୁଲୁରିସିଙ୍ଗାରେ ପଶିଲେ ୨୧ ଘରିଆ ଜଙ୍ଗଲୀ ହାତୀପଲ

ଛାତ୍ରୀଙ୍କ ସହ ଅସଦାଚରଣ, ନ୍ୟାୟ ପାଇଁ ଥାନାରେ ଅଭିଯୋଗ

ତାଳଚେର ସହର: ଅନୁଗୁଳ ଜିଲ୍ଲା  ତାଳଚେର ବିଜୁ ପଟ୍ଟନାୟକ ପ୍ରଶିକ୍ଷକ ତାଲିମ ଅନୁଷ୍ଠାନରେ ଅସଦାଚରଣ ଅଭିଯୋଗ ଆଣିଛନ୍ତି ଜଣେ ଛାତ୍ରୀ। ପ୍ରଶିକ୍ଷକ ତାଲିମ ଅନୁଷ୍ଠାନର କେନ୍ଦ୍ର ପରିଚାଳକ ଫାଲଗୁନି ମିଶ୍ର ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ତାଳଚେର ଥାନାରେ ଲିଖିତ…

Continue Readingଛାତ୍ରୀଙ୍କ ସହ ଅସଦାଚରଣ, ନ୍ୟାୟ ପାଇଁ ଥାନାରେ ଅଭିଯୋଗ

ଅନୁଗୁଳରେ ପାଳନ ହେଉନି ସରକାରଙ୍କ ନିର୍ଦ୍ଦେଶ, ଓଡ଼ିଆ ବଦଳରେ ଇଂରାଜୀରେ ଝୁଲିଛି ମାଳମାଳ ନାମ ଫଳକ

ଅନୁଗୁଳ: ଅନୁଗୁଳରେ ପାଳନ ହେଉନି ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ। ଅନୁଗୁଳ ଜିଲ୍ଲା ତାଳଚେର ସହର ଓ ଏହାର ଆଖାପାଖ ଅଂଚଳରେ ଅନେକ ସରକାରୀ ବେସରକାରୀ ସଂସ୍ଥା ନିଜ ନାମଫଳକ ଓଡ଼ିଆରେ ଲେଖି ନାହାନ୍ତି। ଶ୍ରମଅଧିକାରୀ ମଧ୍ୟ ଏଥିପାଇଁ କଡ଼ା ପଦକ୍ଷେପ ନେଉଥିବା…

Continue Readingଅନୁଗୁଳରେ ପାଳନ ହେଉନି ସରକାରଙ୍କ ନିର୍ଦ୍ଦେଶ, ଓଡ଼ିଆ ବଦଳରେ ଇଂରାଜୀରେ ଝୁଲିଛି ମାଳମାଳ ନାମ ଫଳକ