ଶିକାରୀ ବିଛାଇଥିବା ତାର ଫାଶରେ ପଡି ଗାଈ ସହିତ ଜଣେ ମୃତ
କଣିହାଁ: କଣିହାଁ ରେଞ୍ଜ ବଜ୍ରକୋଟ ଫରେଷ୍ଟ ବିଲମାଳ ନିକଟରେ ଶିକାରୀ ବିଛାଇଥିବା ତାର ଫାଶରେ ପଡି ଗାଈ ସହିତ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଅନୁଗୁଳ ଜିଲ୍ଲା କଣିହାଁ ଥାନା ପୋଇପାଳ ଗାଁର କାଳିଆ ବାରିକ। ସୂଚନା ମୁତାବକ,…
କଣିହାଁ: କଣିହାଁ ରେଞ୍ଜ ବଜ୍ରକୋଟ ଫରେଷ୍ଟ ବିଲମାଳ ନିକଟରେ ଶିକାରୀ ବିଛାଇଥିବା ତାର ଫାଶରେ ପଡି ଗାଈ ସହିତ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଅନୁଗୁଳ ଜିଲ୍ଲା କଣିହାଁ ଥାନା ପୋଇପାଳ ଗାଁର କାଳିଆ ବାରିକ। ସୂଚନା ମୁତାବକ,…
ଅନୁଗୁଳ: ପମ୍ପାସରଠାରେ ଥିବା ଏକ ଫାର୍ମ ହାଉସ ପରିସରରେ ଗୁରୁକୁଳ କ୍ଲାସେସର ସମସ୍ତ ଛାତ୍ରଛାତ୍ରୀ ଆନନ୍ଦର ସହିତ ପିକିନିକ୍-୨୦୨୫ ପାଳନ କରିଛନ୍ତି। ଅନୁଷ୍ଠାନ ନିର୍ଦ୍ଦେଶକ ଶୁଭ୍ରଜିତ୍ ପ୍ରଧାନଙ୍କ ତତ୍ତ୍ବାବଧାନରେ ଏହି ପିକିନିକ୍ କାର୍ଯ୍ୟକ୍ରମକୁ ପରିଚାଳକ ଘନଶ୍ୟାମ ପାଳ ପରିଚାଳନା କରିଥିଲେ। ଅନୁଷ୍ଠାନର…
ଅନୁଗୁଳ:- ଆଜି ଜିଲ୍ଲାପାଳ ଅବଦାଲ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ଆଠମଲ୍ଲିକ ପଞ୍ଚାୟତ ସମିତି ସଭାଗୃହ ଠାରେ ଜିଲ୍ଲା ସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଜନଶୁଣାଣି ଶିବିରରେ ସମୁଦାୟ ୪୨ଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ସେଥିମଧ୍ୟରୁ ୩୭ଟି ବ୍ୟକ୍ତିଗତ ଓ…
ତାଳଚେର: ତାଳଚେରରେ ବେସାମରିକ ପ୍ରତିରକ୍ଷା ଦିବସ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଯାଇଛି। ଏହି ଉତ୍ସବରେ ଡେପୁଟି କଲେକ୍ଟର ମାନସ ମୋହନ ସେଠ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ପ୍ୟାରେଡ୍ରେ ଅଂଶଗ୍ରହଣ…
ତାଳଚେର: ତାଳଚେର ଅଞ୍ଚଳର ବଳରାମ କୋଇଲା ଖଣିରେ ଅଘଟଣ। ଶନିବାର ସକାଳେ ବଳରାମ କୋଇଲା ଖଣିର ଶ୍ରମିକ ଡିୟୁଟିରେ ଥିବା ବେଳେ ଏକ ଚେନ୍ଡୋଜର୍ ଗାଡ଼ି ତାଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ ତାଙ୍କର ଗୋଟିଏ ଗୋଡ଼ ସମ୍ପୂର୍ଣ୍ଣ ଭାବେ କଟି…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ପଞ୍ଚାୟତ ନରେନ୍ଦ୍ରପୁର ଗ୍ରାମରେ କୂଅରେ ପଡ଼ିଥିବା ୮ ବର୍ଷର ହାତୀ ଛୁଆକୁ ଉଦ୍ଧାର କରିଛି ବନବିଭାଗ। ସୂଚନା ମୁତାବକ, ନୂଆହତା ପଞ୍ଚାୟତ ଗଣ୍ଠିଗାଡ଼ିଆ ଗ୍ରାମ ଜଙ୍ଗଲରୁ ପ୍ରାୟ ୯୦ ଟି ହାତୀ ଗଡ଼ସନ୍ତ୍ରୀ ପଞ୍ଚାୟତ ଅଭିମୁଖେ…
ଅନୁଗୁଳ: ରବିବାର ଅନୁଗୁଳ ବିଜୁ ମଇଦାନ ଠାରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ୧୩୮ ତମ ଜନ୍ମ ମହା ମହୋତ୍ସବ ଓ ପ୍ରଥମ ଜିଲ୍ଲାସ୍ତରୀୟ "କୃତୀ - ଦୈତ୍ୟନୀ" ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଏ ଅବସରରେ ଆଜି ଉତ୍ସବ କମିଟିର…
ଅନୁଗୁଳ: ଅନୁଗୁଳରେ ମାତିଛନ୍ତି ଲେବର କାର୍ଡ ଏଜେଣ୍ଟ। ୧୮ଶହ ଟଙ୍କା ନେଇ କରାଇ ଦେଉଛନ୍ତି ଲେବର କାର୍ଡ। ଅନୁଗୁଳ ଜିଲ୍ଲାରେ ଟଙ୍କା ନେଇ ଶ୍ରମ କାର୍ଡ କରାଇ ଦେବାକୁ ଚାରିଆଡ଼େ ବୁଲୁଛନ୍ତି ଏଭଳି ରାକେଟ୍ର ଏଜେଣ୍ଟ। ଶନିବାର ଅନୁଗୁଳ ବ୍ଲକ୍ ଡେରଜାଙ୍ଗ…
ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ବଇଣ୍ଡା ଶଙ୍ଖାରୀ ସାହି ଠାରେ ଚାଲିଥିବା ଲକ୍ଷ୍ମୀ ପୂଜାର ଶୁକ୍ରବାର ଭସାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପୂଜା କମିଟି ପକ୍ଷରୁ ମା'ଙ୍କର ମୂର୍ତ୍ତିକୁ ଏକ ଟ୍ରାକ୍ଟର ଯୋଗେ ବସାଇ ନଗର ପରିକ୍ରମା କରାଯାଇଥିଲା। ବାଜା…
ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ବଇଣ୍ଡା ଠାରେ ନିର୍ମାଣ ହେବାକୁ ଥିବା ପୂର୍ତ୍ତ ବିଭାଗର ଡାକ ବଙ୍ଗଳା ପାଇଁ ଶନିବାର ଜମି ଚିହ୍ନଟ ହୋଇଛି। ଜାତୀୟ ରାଜପଥ ସଂପ୍ରସାରଣ ସମୟରେ ଡାକ ବଙ୍ଗଳାକୁ ଉଚ୍ଛେଦ କରାଯାଇଥିବା ବେଳେ ଆଉ ନିର୍ମାଣ…