ନାହିଁ ନାହିଁରେ ଚାଲିଛି ନାଲ୍କୋ ଡିପିଏସ୍! ୩ ବର୍ଷ ହେଲା ନାହାନ୍ତି ସ୍ଥାୟୀ ପ୍ରଧାନ ଶିକ୍ଷକ, ଭୁଶୁଡ଼ିଛି ପରିମଳ ବ୍ୟବସ୍ଥା
ଅନୁଗୁଳ:ଅବ୍ୟବସ୍ଥା ଭିତରେ ଚାଲିଛି ନାଲକୋ ସ୍ଥିତ ପୁରାତନ ଇଂଲିଶ ମିଡିୟମ ସ୍କୁଲ। ପିଲାଙ୍କ ଭବିଷ୍ୟତ ସହ ଖେଳୁଛି ନାଲ୍କୋ ଡିପିଏସ୍ । ୩ ବର୍ଷ ହେଲା ନାହାନ୍ତି ସ୍ଥାୟୀ ପ୍ରଧାନ ଶିକ୍ଷକ। ଦୁଇମାସ ପରେ ବି ଖୋଲି ପାରିଲାନି ବାଲ ବାଟିକା…
