ଟ୍ରକ-ବାଇକ ମୁହାଁମୁହିଁ ଧକ୍କା: ଜଣେ ମୃତ, ୨ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ପାଇକସାହି – ଅନ୍ତୁଳିଆ ରାସ୍ତାର ମୁଣ୍ଡୁଗୁରା ନିକଟରେ ଶନିବାର ଏକ ଟ୍ରକ ସହ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ…

Continue Readingଟ୍ରକ-ବାଇକ ମୁହାଁମୁହିଁ ଧକ୍କା: ଜଣେ ମୃତ, ୨ ଗୁରୁତର

କୁମୁରିସିଂହାରେ ଜିଲ୍ଲାସ୍ତରୀୟ ରାମାୟଣ ପ୍ରତିଯୋଗିତା, ପୋକତୁଙ୍ଗା ଚାମ୍ପିୟନ

ଅନୁଗୁଳ : ଅନୁଗୁଳ ଜିଲ୍ଲା ସଦର ଥାନା କୁମୁରିସିଂହା ଗ୍ରାମରେ ଶୁକ୍ରବାର ଗୀତା ଉତ୍ସବରେ ଜିଲ୍ଲାସ୍ତରୀୟ ରାମାୟଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ କୁମୁରିସିଂହା ସରପଞ୍ଚ ଦୁର୍ଯ୍ୟୋଧନ ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ବ୍ରଜକିଶୋର…

Continue Readingକୁମୁରିସିଂହାରେ ଜିଲ୍ଲାସ୍ତରୀୟ ରାମାୟଣ ପ୍ରତିଯୋଗିତା, ପୋକତୁଙ୍ଗା ଚାମ୍ପିୟନ

ଅଧାରେ ରହିଲା ମା’ ସମଲେଶ୍ୱରୀଙ୍କ ଦର୍ଶନ, ଅଟୋ ଓଲଟି ପରିବାରର ୩ ଆହତ

ଅନୁଗୁଳ: ଅଧାରେ ରହିଲା ମା' ସମଲେଶ୍ୱରୀଙ୍କ ଦର୍ଶନ। ଅନୁଗୁଳ ସଦର ଥାନା ଅନ୍ତର୍ଗତ ପଞ୍ଚମହଲା ଛକ ନିକଟରେ ଏକ ଯାତ୍ରୀବାହୀ ଅଟୋ ଓଲଟି ଜଣେ ଗୁରୁତର ହୋଇଥିବା ବେଳେ ତିନି ଜଣ ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।…

Continue Readingଅଧାରେ ରହିଲା ମା’ ସମଲେଶ୍ୱରୀଙ୍କ ଦର୍ଶନ, ଅଟୋ ଓଲଟି ପରିବାରର ୩ ଆହତ

ନକଲି ବିଇଡି ପ୍ରମାଣପତ୍ର ଦେଇ ଶିକ୍ଷକ ଚାକିରି କରିବା ଅଭିଯୋଗ, ୭ ଜଣ ଶିକ୍ଷକଙ୍କ ନାମ‌ରେ ଏତଲା

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ନକଲି ବିଇଡି ପ୍ରମାଣପତ୍ର ଦେଇ ଶିକ୍ଷକ ଚାକିରି କରିବା ଅଭିଯୋଗରେ ୭ ଜଣ ଶିକ୍ଷକଙ୍କ ନାମ‌ରେ ଏତଲା ଦେଇଛି ଶିକ୍ଷା ବିଭାଗ। ଏ ନେଇ ପୋଲିସ ୯୭୪/୨୪ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ…

Continue Readingନକଲି ବିଇଡି ପ୍ରମାଣପତ୍ର ଦେଇ ଶିକ୍ଷକ ଚାକିରି କରିବା ଅଭିଯୋଗ, ୭ ଜଣ ଶିକ୍ଷକଙ୍କ ନାମ‌ରେ ଏତଲା

ଗ୍ରାମାଞ୍ଚଳରେ ଥିବା ଲୁକାୟିତ ପ୍ରତିଭାର ବିକାଶ ପାଇଁ ସୁଯୋଗ: ଏନଟିପିସି ପକ୍ଷରୁ ୧୯ତମ ଗ୍ରାମାଞ୍ଚଳ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁସ୍ଥ ଏନଟିପିସି ପକ୍ଷରୁ ୧୯ତମ ଗ୍ରାମାଞ୍ଚଳ କ୍ରୀଡ଼ା ପ୍ରତିଯୋଗିତା ଏନଟିପିସି ଆମ୍ବେଦକର ଷ୍ଟାଡିୟମରେ ୨ଦିନ ଧରି ଚାଲିଛି। ଏନଟିପିସି ସିଏସଆର ଯୋଜନା ମାଧ୍ୟମରେ ସ୍ପୋର୍ଟସ କାଉନସିଲ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତା ୯ ଓ ୧୦ ତାରିଖ…

Continue Readingଗ୍ରାମାଞ୍ଚଳରେ ଥିବା ଲୁକାୟିତ ପ୍ରତିଭାର ବିକାଶ ପାଇଁ ସୁଯୋଗ: ଏନଟିପିସି ପକ୍ଷରୁ ୧୯ତମ ଗ୍ରାମାଞ୍ଚଳ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ

ଭାରତୀୟ ଭାଷା ଉତ୍ସବରେ ଠାକୁରଗଡ଼ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସଫଳତା, କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲା ସ୍କୁଲ

ଅନୁଗୁଳ: ଭୁବନେଶ୍ୱରରେ ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ଭାରତୀୟ ଭାଷା ଉତ୍ସବରେ ଅଂଶ ଗ୍ରହଣ କରି ସଫଳତା ହାସଲ କରିଛନ୍ତି ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ। ବିଦ୍ୟାଳୟର ଆଭାହାନୀ ଖୁଣ୍ଟିଆ, ଆକାଶ ପ୍ରଧାନ, ଶୁଭମ ସାହୁ…

Continue Readingଭାରତୀୟ ଭାଷା ଉତ୍ସବରେ ଠାକୁରଗଡ଼ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସଫଳତା, କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲା ସ୍କୁଲ

ଭୂମିହୀନଙ୍କ ପାଇଁ ଖୁସି ଖବର, ୪ ଡେସିମିଲି ଜମି ଦେବେ ସରକାର

ଭୁବନେଶ୍ବର: ଏଣିକି ଭୂମିହୀନଙ୍କୁ ମିଳିବ ଜମି। ଘର କରିବାକୁ ସେମାନଙ୍କୁ ରାଜ୍ୟ ସରକାର ୪ ଡେସିମିଲ ଜମି ଯୋଗାଇବେ। ଏ ନେଇ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି, ଲ୍ୟାଣ୍ଡ ସେଟଲମେଣ୍ଟ ୧୯୬୨ ଅନୁଯାୟୀ ବସୁନ୍ଧରା…

Continue Readingଭୂମିହୀନଙ୍କ ପାଇଁ ଖୁସି ଖବର, ୪ ଡେସିମିଲି ଜମି ଦେବେ ସରକାର

ମାର୍ଗଶିର ଶେଷ ଗୁରୁବାର: ବିଭିନ୍ନ ସ୍ଥାନରେ ମାଣବସାରେ ପୂଜା ପାଇଲେ ମା’ ଲକ୍ଷ୍ମୀ, ଝୋଟି ଚିତାରେ ଝଟକିଲା ସବୁରି ଦୁଆର

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଇଣ୍ଡା କିଶୋରନଗର ବ୍ଲକ ବଇଣ୍ଡା, ଠେଲକନାଳି, କିଶୋରନଗର ଅଞ୍ଚଳରେ ମାର୍ଗଶିର ଶେଷ ଗୁରୁବାରରେ ମାଣବସା ଲକ୍ଷ୍ମୀ ପୂଜା ପାଳିତ ହୋଇଛି। ନିକଟସ୍ଥ ନାଳରୁ କଳସରେ ପାଣି ଆଣିବା ପରେ ମା'ଙ୍କର ପୂଜା ଆରମ୍ଭ ହୋଇଥିଲା। ପୂଜକ ପ୍ରକାଶ…

Continue Readingମାର୍ଗଶିର ଶେଷ ଗୁରୁବାର: ବିଭିନ୍ନ ସ୍ଥାନରେ ମାଣବସାରେ ପୂଜା ପାଇଲେ ମା’ ଲକ୍ଷ୍ମୀ, ଝୋଟି ଚିତାରେ ଝଟକିଲା ସବୁରି ଦୁଆର

ମାରଣାସ୍ତ୍ର ଦେଖାଇ ମହିଳା ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ୍, ୭୮ ହଜାର ଟଙ୍କା, ମୋବାଇଲ ଓ ସ୍କୁଟି ନେଇ ଦୁର୍ବୃତ୍ତ ଛୁ’

ଅନୁଗୁଳ: ମାରଣାସ୍ତ୍ର ଦେଖାଇ ମହିଳା ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ୍। ଏଭଳି ଅଭିଯୋଗ ଆସିଛି ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଗଡସନ୍ତ୍ରୀ ପଞ୍ଚାୟତରୁ। ଲୁଟର ଶିକାର ହୋଇଥିବା ମହିଳା କର୍ମଚାରୀ ହେଲେ ଆରୋନ ଫାଇନାନ୍ସର ପିଙ୍କି ନାଏକ। ଅଭିଯୋଗ ମୁତାବକ, ବୁଧବାର…

Continue Readingମାରଣାସ୍ତ୍ର ଦେଖାଇ ମହିଳା ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ୍, ୭୮ ହଜାର ଟଙ୍କା, ମୋବାଇଲ ଓ ସ୍କୁଟି ନେଇ ଦୁର୍ବୃତ୍ତ ଛୁ’

ମମତା, ସୁଜିତଙ୍କ ପରେ ଆଉ ୨ ଜଣ ଛାଡ଼ିବେ ବିଜେଡି: ବିଜେପି ବିଧାୟକ ଅଶୋକ ମହାନ୍ତିଙ୍କ ବଡ଼ ବୟାନ ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ବର: ଖୁବ୍ ଶୀଘ୍ର ବିଜେଡି ଛାଡି ଆଉ ବିଜେପିରେ ମିଶିବେ ୨ ରାଜ୍ୟସଭା ସାଂସଦ। ଏଭଳି ମନ୍ତବ୍ୟ ଦେଇଛନ୍ତି ବିଜେପି ବିଧାୟକ ଅଶୋକ ମହାନ୍ତି। ବିଧାୟକଙ୍କ ବୟାନକୁ ନେଇ ରାଜ୍ୟ ରାଜନୀତି ଏବେ ସରଗରମ ହୋଇଛି। ସେହିପରି ବିଜେପି ରାଜ୍ୟ ପ୍ରଭାରୀ…

Continue Readingମମତା, ସୁଜିତଙ୍କ ପରେ ଆଉ ୨ ଜଣ ଛାଡ଼ିବେ ବିଜେଡି: ବିଜେପି ବିଧାୟକ ଅଶୋକ ମହାନ୍ତିଙ୍କ ବଡ଼ ବୟାନ ପରେ ଜୋର ଧରିଲା ଚର୍ଚ୍ଚା