ଦାଦା ବଟି ନଦେବାରୁ ଭାଙ୍ଗିଲେ ଷ୍ଟଲ, ଫିଙ୍ଗିଦେଲେ ହାଣ୍ଡିକ ଯାକ ଦହିବରା; ବେପାରୀକୁ ମାରଣାସ୍ତ୍ରରେ ଆକ୍ରମଣ ଅଭିଯୋଗ
ଅନୁଗୁଳ: ଦାଦା ବଟି ନଦେବାରୁ ଭାଙ୍ଗିଲେ ଷ୍ଟଲ, ଫିଙ୍ଗିଦେଲେ ହାଣ୍ଡିକ ଯାକ ଦହିବରା। କେବଳ ସେତିକି ନୁହେଁ, ସମ୍ପୃକ୍ତ ଦୋକାନୀକୁ ମରଣାନ୍ତକ ଆକ୍ରମଣ ମଧ୍ୟ କରାଯାଇଛି। ଅନୁଗୁଳ ଟାଉନ୍ ଥାନା ଅଧୀନରେ ଆସୁଥିବା ସରକାରୀ ସ୍ଵୟଂ ଶାସିତ ମହାବିଦ୍ୟାଳୟ ସମ୍ମୁଖରେ ଆଜି…