ସ୍କୁଲ ଛାତରେ ଚଢ଼ି ପାଣିଟାଙ୍କିରେ ପଶି ସଫା କଲେ ଛାତ୍ର, ସୁରକ୍ଷା ନେଇ ଉଠିଲା ପ୍ରଶ୍ନ

ଅନୁଗୁଳ: ଅନୁଗୁଳରେ ପ୍ରହସନ ପାଲଟିଛି ଛାତ୍ରଙ୍କ ସୁରକ୍ଷା। ଏଠାରେ ବିଦ୍ୟାଳୟ ଛାତ ଉପରେ ଥିବା ପାଣିଟାଙ୍କିରେ ପଶି ଛାତ୍ରମାନେ ସଫା କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ମୁତାବକ, ଅନୁଗୁଳ ବ୍ଲକ ଅନ୍ତର୍ଗତ ଅଙ୍ଗାରବନ୍ଧ ଉଚ୍ଚ ବିଦ୍ୟାଳୟର ପାଣିଟାଙ୍କି…

Continue Readingସ୍କୁଲ ଛାତରେ ଚଢ଼ି ପାଣିଟାଙ୍କିରେ ପଶି ସଫା କଲେ ଛାତ୍ର, ସୁରକ୍ଷା ନେଇ ଉଠିଲା ପ୍ରଶ୍ନ

କାର ଧକ୍କାରେ ଦୁଇ ବାଇକ ଆରୋହୀ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଦେଇ ଯାଇଥିବା ଅନୁଗୁଳ-ସମ୍ବଲପୁର ୫୫ ନଂ ଜାତୀୟ ରାଜପଥରେ କୁମୁରସିଙ୍ଗ ନିକଟରେ ବୁଧବାର ଅପରାହ୍ନରେ ଏକ କାର ଧକ୍କାରେ ଦୁଇ ଜଣ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ପୋଲିସ ସୂଚନା ମୁତାବକ, ଅପରାହ୍ନରେ…

Continue Readingକାର ଧକ୍କାରେ ଦୁଇ ବାଇକ ଆରୋହୀ ଗୁରୁତର

ପାଳଲହଡ଼ାରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଆଶା ଉଜ୍ଜୀବିତ, ପରିଦର୍ଶନ କଲେ ଉଚ୍ଚସ୍ତରୀୟ କମିଟି

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡ ସଦର ମହକୁମାରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗସ୍ତ କରିଛି। କେନ୍ଦ୍ର ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଛି। ଆସନ୍ତା ଶିକ୍ଷାବର୍ଷରୁ ନାମଲେଖା…

Continue Readingପାଳଲହଡ଼ାରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଆଶା ଉଜ୍ଜୀବିତ, ପରିଦର୍ଶନ କଲେ ଉଚ୍ଚସ୍ତରୀୟ କମିଟି

ଜୁନ ୨୬ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି, ୨୫କୁ କଳା ଦିବସ ପାଳିବ ବିଜେପି

ଅନୁଗୁଳ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ଜୁନ ମାସ ୨୬ କୁ ଧୁମଧାମରେ ପାଳନ କରିବାକୁ ବିଜେପି ଏବଂ ବିଭିନ୍ନ ସଂଗଠନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଏ ନେଇ ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଯଯାତି…

Continue Readingଜୁନ ୨୬ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି, ୨୫କୁ କଳା ଦିବସ ପାଳିବ ବିଜେପି

ନବୀନଙ୍କ ପାଇଁ ଅନୁଗୁଳରେ ପ୍ରାର୍ଥନା, ମା’ ବୁଢ଼ୀଙ୍କୁ ଦୀପଦାନ କଲେ ଯୁବ ନେତା ଅନିଲ ଭୂଇଁଆ ଓ କର୍ମୀ

ଅନୁଗୁଳ: ନବୀନଙ୍କ ପାଇଁ ଅନୁଗୁଳରେ ପ୍ରାର୍ଥନା। ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିକିତ୍ସା ନିମନ୍ତେ ମୁମ୍ବାଇ ଯାଇଛନ୍ତି। ତାଙ୍କର ଆଶୁ ଆରୋଗ୍ୟ କାମନା କରି ଅନୁଗୁଳୁ ମା' ବୁଢ଼ୀ ଠାକୁରାଣୀଙ୍କ ମନ୍ଦିରରେ ଯୁବ ବିଜେଡି ନେତା ଅନିଲ…

Continue Readingନବୀନଙ୍କ ପାଇଁ ଅନୁଗୁଳରେ ପ୍ରାର୍ଥନା, ମା’ ବୁଢ଼ୀଙ୍କୁ ଦୀପଦାନ କଲେ ଯୁବ ନେତା ଅନିଲ ଭୂଇଁଆ ଓ କର୍ମୀ

ହାତୀ ଆକ୍ରମଣରେ ଏଲିଫାଣ୍ଟ ସ୍କ୍ୱାର୍ଡର ସଦସ୍ୟ ମୃତ

ଅନୁଗୁଳ: ହାତୀ ମଣିଷ ବିବାଦ ପାଇଁ  ଚିନ୍ତାରେ ବନ ବିଭାଗ। ଅନୁଗୁଳ ବନଖଣ୍ଡ ଜରପଡ଼ା ବନାଞ୍ଚଳ ଅନ୍ତର୍ଗତ କତଡା ନିକଟରେ ହାତୀ ଆକ୍ରମଣରେ ଆଜି ସକାଳେ ଜଣେ ଏଲିଫାଣ୍ଟ ସ୍କ୍ୱାର୍ଡର ସଦସ୍ୟଙ୍କ ମୃତ୍ୟୁ ଘଟିଛି ।ମୃତକ  ହେଲେ ଯୁଗଳ ନାଏକ ।…

Continue Readingହାତୀ ଆକ୍ରମଣରେ ଏଲିଫାଣ୍ଟ ସ୍କ୍ୱାର୍ଡର ସଦସ୍ୟ ମୃତ

ପରିବେଶଗତ ଉତ୍କର୍ଷତା ପାଇଁ ଏନଟିପିସି କଣିହାଁକୁ ଦୁଇଟି ସମ୍ମାନଜନକ ପୁରସ୍କାର

ଅନୁଗୁଳ: ପରିବେଶ ପରିଚାଳନା ଏବଂ ସ୍ଥାୟିତ୍ୱ ପ୍ରତି ଉଦାହରଣୀୟ ପ୍ରତିବଦ୍ଧତାକୁ ସ୍ୱୀକୃତି ଦେଇ ଏନଟିପିସି କଣିହାଁ ଦୁଇଟି ବିଶିଷ୍ଟ ପୁରସ୍କାର ଲାଭ କରିଛି। ପରିବେଶ, ଶକ୍ତି ଏବଂ ଜଳବାୟୁ ପରିବର୍ତ୍ତନ (ଇଇସିସି) ୨୦୨୫ ଉପରେ ୧୦ତମ ଜାତୀୟ ସମ୍ମିଳନୀ (ଇଇସିସି)ରେ ଷ୍ଟେସନକୁ…

Continue Readingପରିବେଶଗତ ଉତ୍କର୍ଷତା ପାଇଁ ଏନଟିପିସି କଣିହାଁକୁ ଦୁଇଟି ସମ୍ମାନଜନକ ପୁରସ୍କାର

ଆଶା, ଗାଁ କଲ୍ୟାଣ ସମିତି, ଜନ ଆରୋଗ୍ୟ ସମିତି ଓ ମହିଳା ଆରୋଗ୍ୟ ସମିତିର ଜିଲ୍ଲାସ୍ତରୀୟ ବାର୍ଷିକ ସମ୍ମିଳନୀ

ଅନୁଗୁଳ: ଆଶା, ଗାଁ କଲ୍ୟାଣ ସମିତି, ଜନ ଆରୋଗ୍ୟ ସମିତି ଓ ମହିଳା ଆରୋଗ୍ୟ ସମିତିର ଜିଲ୍ଲାସ୍ତରୀୟ ବାର୍ଷିକ ସମ୍ମିଳନୀ ଅନୁଗୁଳ ସଭାଘରେ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ଜିଲ୍ଲାପାଳ…

Continue Readingଆଶା, ଗାଁ କଲ୍ୟାଣ ସମିତି, ଜନ ଆରୋଗ୍ୟ ସମିତି ଓ ମହିଳା ଆରୋଗ୍ୟ ସମିତିର ଜିଲ୍ଲାସ୍ତରୀୟ ବାର୍ଷିକ ସମ୍ମିଳନୀ

ଛାତ୍ରୀଙ୍କୁ ଅପହରଣ ଅଭିଯୋଗ, ଥାନାରେ ଏତଲା ଦେଲେ ମା’

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋର ନଗର ବ୍ଲକ ଅଞ୍ଚଳର ଜଣେ ୧୭ ବର୍ଷୀୟା ଛାତ୍ରୀଙ୍କୁ ସମ୍ବଲପୁର ଅଞ୍ଚଳର କ୍ରିଷ୍ଣା ନାମକ ଜଣେ ଯୁବକ ଅପହରଣ କରିନେଇଥିବା ନେଇ ତାଙ୍କ ମା' ହଣ୍ଡପା ଥାନାରେ ସୋମବାର ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗକୁ ଭିତ୍ତି…

Continue Readingଛାତ୍ରୀଙ୍କୁ ଅପହରଣ ଅଭିଯୋଗ, ଥାନାରେ ଏତଲା ଦେଲେ ମା’

ସାମାନ୍ୟ ବଚସାରୁ ମାରପିଟ୍, ପୋଲିସ କର୍ମଚାରୀଙ୍କୁ ଯୁବକ ମାଡ଼ ମାରିଥିବା ଅଭିଯୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନାର ଜଣେ ପୋଲିସ କର୍ମଚାରୀଙ୍କୁ ଜଣେ ଯୁବକ ମାଡ଼ ମାରିଥିବା ଜଣାପଡ଼ିଛି। ଏ ନେଇ ଠାକୁରଗଡ଼ ଥାନାରେ କୌଣସି ଅଭିଯୋଗ ହୋଇନଥ‌ିବା ବେଳେ ପୋଲିସ ଘଟଣାକୁ ଚାପି ଦେବାକୁ ଯୋଜନା କରୁଥିବା ସୂଚନା ମିଳିଛି। ସୂଚନା…

Continue Readingସାମାନ୍ୟ ବଚସାରୁ ମାରପିଟ୍, ପୋଲିସ କର୍ମଚାରୀଙ୍କୁ ଯୁବକ ମାଡ଼ ମାରିଥିବା ଅଭିଯୋଗ