ପାଳଲହଡ଼ାରେ ଚାଞ୍ଚଲ୍ୟ: ୧୨ ଘଣ୍ଟାମାଛ ଜାଲରେ ଫସି ରହିଲା ହାତୀଛୁଆ, ଉଦ୍ଧାର କଲେ ଗ୍ରାମବାସୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡାରେ ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି। ମାଛ ଜାଲରେ ଏକ ହାତୀ ଛୁଆ୧୨ ଘଣ୍ଟା ଫସି ରହିଥିଲା। ବିଭାଗୀୟ କର୍ତ୍ତୃପକ୍ଷ ବିଳମ୍ବରେ ପହଞ୍ଚିବାରୁ ଶେଷରେ ୧୨ ଘଣ୍ଟା ପରେ ଗାଁ ଲୋକେ ହାତୀ ଛୁଆକୁ ଉଦ୍ଧାର…

Continue Readingପାଳଲହଡ଼ାରେ ଚାଞ୍ଚଲ୍ୟ: ୧୨ ଘଣ୍ଟାମାଛ ଜାଲରେ ଫସି ରହିଲା ହାତୀଛୁଆ, ଉଦ୍ଧାର କଲେ ଗ୍ରାମବାସୀ

୨୩ ତମ ତାଳଚେର ପୁସ୍ତକ ମେଳା-୨୦୨୬ ଉଦଘାଟିତ

ଅନୁଗୁଳ: ପବିତ୍ର ସରସ୍ୱତୀ ପୂଜା, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅବସରରେ ୨୩ ତମ ତାଳଚେର ପୁସ୍ତକ ମେଳା-୨୦୨୬ ସ୍ଥାନୀୟ ଦେଉଳବେଡ଼ା ଦୁର୍ଗା ମଣ୍ଡପ ପରିସରରେ ଉଦଘାଟିତ ହୋଇଯାଇଛି। ଏହି ଉତ୍ସବକୁ ଢେଙ୍କାନାଳ ସାଂସଦ…

Continue Reading୨୩ ତମ ତାଳଚେର ପୁସ୍ତକ ମେଳା-୨୦୨୬ ଉଦଘାଟିତ

ବନ୍ତଳା ଡିଗ୍ରୀ କଲେଜରେ ନୂତନ ଶ୍ରେଣୀଗୃହ ଭୂମିପୂଜନ ଓ କ୍ରୀଡା ପ୍ରତିଯୋଗିତାର ଉଦଯାପନୀ ଦିବସ ଅନୁଷ୍ଠିତ

ଅନୁଗୁଳ: ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ବନ୍ତଳା ଡିଗ୍ରୀ କଲେଜ ଠାରେ ନୂତନ ଶ୍ରେଣୀଗୃହର ଭୂମିପୂଜନ କରିବା ସହିତ କଲେଜର ବାର୍ଷିକ କ୍ରୀଡା ପ୍ରତିଯୋଗିତାର ଉଦଯାପନୀ ଦିବସରେ ମୂଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ପ୍ରତିଯୋଗିତାରେ ବିଜୟୀ ହୋଇଥିବା…

Continue Readingବନ୍ତଳା ଡିଗ୍ରୀ କଲେଜରେ ନୂତନ ଶ୍ରେଣୀଗୃହ ଭୂମିପୂଜନ ଓ କ୍ରୀଡା ପ୍ରତିଯୋଗିତାର ଉଦଯାପନୀ ଦିବସ ଅନୁଷ୍ଠିତ

ଗ୍ରାମସଭାରେ ଗର୍ଜିଲେ ଗ୍ରାମବାସୀ: NLC କୋଇଲା ଖଣିକୁ ତୀବ୍ର ବିରୋଧ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଶିମିଳିପାଳ ପଞ୍ଚାୟତରେ ନୈଭାଲି ଲିଗନାଇଟ କର୍ପୋରେସନ ଇଣ୍ଡିଆ ଲିମିଟେଡ (NLC) ପକ୍ଷରୁ ପ୍ରସ୍ତାବିତ କୋଇଲା ଖଣି ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ଗ୍ରାମବାସୀମାନେ ଘୋର ବିରୋଧ କରିଛନ୍ତି। ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଆୟୋଜିତ ସ୍ୱତନ୍ତ୍ର…

Continue Readingଗ୍ରାମସଭାରେ ଗର୍ଜିଲେ ଗ୍ରାମବାସୀ: NLC କୋଇଲା ଖଣିକୁ ତୀବ୍ର ବିରୋଧ

ବିବାହ ବେଦୀ ବଦଳରେ ଜେଲ୍‌ ହାଜତ: ପ୍ରେମ ପ୍ରତାରଣା ଅଭିଯୋଗରେ ବର ଗିରଫ

ଅନୁଗୁଳ: ପ୍ରେମ ପ୍ରତାରଣାର ଭୟଙ୍କର ପରିଣାମ। ବାହାଘର ପାଇଁ ଘରେ ସାହାନାଇ ବାଜୁଥିଲା, ସବୁଆଡ଼େ ଉତ୍ସବର ମାହୋଲ ଥିଲା, ହେଲେ ଏହି ସମୟରେ ପହଞ୍ଚିଲା ପୋଲିସ। ବିବାହର ଦିନକ ପୂର୍ବରୁ ପ୍ରେମିକାଙ୍କ ଅଭିଯୋଗ ଆଧାରରେ ବରକୁ ଉଠାଇ ନେଇଛି ପୋଲିସ। ଏଭଳି…

Continue Readingବିବାହ ବେଦୀ ବଦଳରେ ଜେଲ୍‌ ହାଜତ: ପ୍ରେମ ପ୍ରତାରଣା ଅଭିଯୋଗରେ ବର ଗିରଫ

ଡିଭାଇନ୍ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ

ଅନୁଗୁଳ: ସ୍ଥାନୀୟ ଟାଉନ ହଲରେ ଡିଭାଇନ୍ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଆୟୋଜିତ ହୋଇ ଯାଇଛି।ଅନୁଗୁଳ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶାନ୍ତନୁ କୁମାର ସର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସମାରୋହକୁ ଉଦ୍ଘାଟନ କରିଥିଲେ।ମୁଖ୍ୟ ଅତିଥି ଶ୍ରୀ ସର ଏ…

Continue Readingଡିଭାଇନ୍ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ

ନାଲକୋ ପ୍ରୋଗ୍ରେସିଭ ଏମ୍ପ୍ଲୟିଜ ୟୁନିୟନର ବନ୍ଧୁମିଳନ, ଯୋଗଦେଲେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ

ଅନୁଗୁଳ: ନାଲକୋ ପ୍ରୋଗ୍ରେସିଭ ଏମ୍ପ୍ଲୋୟିଜ ୟୁନିୟନ(ନେପୁ)ର ବନ୍ଧୁମିଳନ ଓ ବଣଭୋଜି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ତାଳଚେର ବିଧାୟକ ତଥା ନେପୁ ସଭାପତି ବ୍ରଜକିଶୋର ପ୍ରଧାନ, ପୂର୍ବତନ ସାଂସଦ ଢ଼େଙ୍କାନାଳ ମହେଶ ସାହୁ, ପୂର୍ବତନ ବିଧାୟକ ଅନୁଗୁଳ ରଜନୀକାନ୍ତ ସିଂହ,…

Continue Readingନାଲକୋ ପ୍ରୋଗ୍ରେସିଭ ଏମ୍ପ୍ଲୟିଜ ୟୁନିୟନର ବନ୍ଧୁମିଳନ, ଯୋଗଦେଲେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ

ଡାଏଟରେ ‘ମାନସିକ ଚାପ ପରିଚାଳନା’ ଶିବିର ଆୟୋଜିତ, ଚାପମୁକ୍ତ ରହିବା ଉପାୟ କହିଲେ ବିଶେଷଜ୍ଞ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଏବଂ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ମିଳିତ ସହଯୋଗରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (DIET) ପରିସରରେ ‘ମାନସିକ ଚାପ ପରିଚାଳନା’ ଶିବିର ଆୟୋଜିତ ହୋଇଛି। ଶିକ୍ଷାଦାନ କ୍ଷେତ୍ରରେ ଜଡ଼ିତ ବ୍ୟକ୍ତିବିଶେଷଙ୍କୁ ମାନସିକ…

Continue Readingଡାଏଟରେ ‘ମାନସିକ ଚାପ ପରିଚାଳନା’ ଶିବିର ଆୟୋଜିତ, ଚାପମୁକ୍ତ ରହିବା ଉପାୟ କହିଲେ ବିଶେଷଜ୍ଞ

ସ୍କୁଟିକୁ ପଛରୁ ପିଟିଲା ଟ୍ରକ: ପୁଅ ଆଗରେ ଚାଲିଗଲା ବାପାଙ୍କ ଜୀବନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ମାଲ୍ୟଗିରି ମହାବିଦ୍ୟାଳୟ ଛକ ନିକଟରେ ଆଜି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଟ୍ରକ ସ୍କୁଟିକୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ବାପାଙ୍କର ମୃତ୍ୟୁ…

Continue Readingସ୍କୁଟିକୁ ପଛରୁ ପିଟିଲା ଟ୍ରକ: ପୁଅ ଆଗରେ ଚାଲିଗଲା ବାପାଙ୍କ ଜୀବନ

ସ୍କୁଲ ଓ କଲେଜସ୍ତରୀୟ ସଷ୍ଟେନେବଲ୍ ଡେଭଲପମେଣ୍ଟ ଲକ୍ଷ୍ୟ ଅଭିଯାନ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ଜାଗ୍ରତ କରିବା ଉଦ୍ଦେଶ୍ୟରେ କୁଇଜ୍ ପ୍ରତିଯୋଗିତା ଆୟୋଜନ

ଅନୁଗୁଳ: ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ ତରଫରୁ ଦୁଇ ଦିନିଆ ସଷ୍ଟେନେବଲ୍ ଡେଭଲପମେଣ୍ଟ ଲକ୍ଷ୍ୟ ଉପରେ ସଚେତନତା ଅଭିଯାନ ଆୟୋଜନ କରାଯାଇଛି। ପ୍ରଥମ ଦିନରେ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟରେ ୧୭ଟି ଏସ୍ ଡି ଜି ବିଷୟରେ ଏକ…

Continue Readingସ୍କୁଲ ଓ କଲେଜସ୍ତରୀୟ ସଷ୍ଟେନେବଲ୍ ଡେଭଲପମେଣ୍ଟ ଲକ୍ଷ୍ୟ ଅଭିଯାନ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ଜାଗ୍ରତ କରିବା ଉଦ୍ଦେଶ୍ୟରେ କୁଇଜ୍ ପ୍ରତିଯୋଗିତା ଆୟୋଜନ