ମନ୍ଦିର ସାମନାରୁ ଛ’ ମାସର ଶିଶୁ ପୁତ୍ର ଉଦ୍ଧାର

ଅନୁଗୁଳ: ଅନୁଗୁଳ ବୁଢ଼ୀ ଠାକୁରାଣୀ ମନ୍ଦିର ସାମନାରେ ଗୋଟିଏ ଶିଶୁ ପୁତ୍ର କାନ୍ଦୁଥିବା ଖବର ପାଇ ଅନୁଗୁଳ ଜିଲ୍ଲାମୁଖ୍ୟ ଚିକିତ୍ସାଳୟର ଦନ୍ତ ଚିକିତ୍ସକ ଡ଼ା ଶକ୍ତିପ୍ରସାଦ ସାହୁଙ୍କ ସମେତ ଡିସିପିଓ, ଶିଶୁ ମଙ୍ଗଳ କମିଟି କର୍ମକର୍ତ୍ତା ଏବଂ ଚାଇଲ୍ଡ ହେଲ୍ପ ଲାଇନର…

Continue Readingମନ୍ଦିର ସାମନାରୁ ଛ’ ମାସର ଶିଶୁ ପୁତ୍ର ଉଦ୍ଧାର

ଅନୁଗୁଳ ଜିଲ୍ଲା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ,ଏଥରକ ପାସ୍ ବନ୍ଦ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମହୋତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଗୁରୁବାର ଅପରାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ୍ ଅଖତରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ।…

Continue Readingଅନୁଗୁଳ ଜିଲ୍ଲା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ,ଏଥରକ ପାସ୍ ବନ୍ଦ

ବହୁ ଚର୍ଚ୍ଚିତ ନାଲକୋ ନଗର ମଧୁସ୍ମିତାଙ୍କ ହତ୍ୟାକାଣ୍ଡର ଫର୍ଦ୍ଦାଫାସ, ପ୍ରେମ ନିବେଦନ ପ୍ରତ୍ୟାଖ୍ୟାନ କରିବାରୁ ତଣ୍ଟି ଚିପି ହତ୍ୟା କରିଥିଲା ଅଭିଯୁକ୍ତ ପାଇପ ମିସ୍ତ୍ରୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ନଗର କଲୋନି କ୍ୱାର୍ଟର୍ସରେ ଦିନ ଦ୍ବିପ୍ରହରରେ ଜଣେ ମହିଳାଙ୍କୁ ତଣ୍ଟି ଚିପି ହତ୍ୟାକାଣ୍ଡ ଘଟଣାରେ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ନାଲକୋ କର୍ମଚାରୀ କାର୍ତ୍ତିକ ଚନ୍ଦ୍ର ପ୍ରଧାନଙ୍କ ପତ୍ନୀ ମଧୁସ୍ମିତା ପ୍ରଧାନ…

Continue Readingବହୁ ଚର୍ଚ୍ଚିତ ନାଲକୋ ନଗର ମଧୁସ୍ମିତାଙ୍କ ହତ୍ୟାକାଣ୍ଡର ଫର୍ଦ୍ଦାଫାସ, ପ୍ରେମ ନିବେଦନ ପ୍ରତ୍ୟାଖ୍ୟାନ କରିବାରୁ ତଣ୍ଟି ଚିପି ହତ୍ୟା କରିଥିଲା ଅଭିଯୁକ୍ତ ପାଇପ ମିସ୍ତ୍ରୀ

ଅପହରଣ ମାମଲାରେ ଜମି ବ୍ୟବସାୟୀ ଗିରଫ: କାହା ସହଯୋଗରେ ହେଉଥିଲା ଅପହରଣ?

ଅନୁଗୁଳ: ଅନୁଗୁଳ ଜିଲ୍ଲାର ବିଶିଷ୍ଟ ଜମି ବ୍ୟବସାୟୀ ପ୍ରଦ୍ୟୁମ୍ନ ନନ୍ଦ (ପିଣ୍ଟୁ)ଙ୍କୁ ଅନୁଗୁଳ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଆଜି ସକାଳେ ଅନୁଗୁଳ ସବ-ରେଜଷ୍ଟ୍ରି ଅଫିସରୁ ହୁଲୁରିସିଂହାର ପ୍ରଭାତ କୁମାର ପ୍ରଧାନଙ୍କୁ ଅପହରଣ କରି ନେଇଥିବା ଅଭିଯୋଗ ଆଧାରରେ…

Continue Readingଅପହରଣ ମାମଲାରେ ଜମି ବ୍ୟବସାୟୀ ଗିରଫ: କାହା ସହଯୋଗରେ ହେଉଥିଲା ଅପହରଣ?

ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ଆସିଲା ରାୟ: ଅଭିଯୁକ୍ତକୁ ୫ ବର୍ଷ ସଶ୍ରମ କାରାଦଣ୍ଡ

ଅନୁଗୁଳ: ଏକ ଦୁଷ୍କର୍ମ ମାମଲାର ଶୁଣାଣି କରି ଅନୁଗୁଳ ଫାଷ୍ଟଟ୍ରାକ କୋର୍ଟ ଅଭିଯୁକ୍ତକୁ ୫ ବର୍ଷ ସଶ୍ରମ କାରାଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି। ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ନଳଚନ୍ଦ୍ରପୁରଗ୍ରାମର ହାଡ଼ିବନ୍ଧୁ ନାମକ ଜଣେ ବ୍ୟକ୍ତି ସେହି ଗ୍ରାମର ଜଣେ ମହିଳାଙ୍କୁ…

Continue Readingମହିଳାଙ୍କୁ ଦୁଷ୍କର୍ମ ମାମଲାରେ ଆସିଲା ରାୟ: ଅଭିଯୁକ୍ତକୁ ୫ ବର୍ଷ ସଶ୍ରମ କାରାଦଣ୍ଡ

ଠାକୁରଗଡ଼ ପୋଲିସକୁ ବଡ଼ ସଫଳତା: ୨୪ ଘଣ୍ଟା ଭିତରେ ଚୋରକୁ ବାନ୍ଧିଲା

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଠାକୁରଗଡ଼ ପୋଲିସକୁ ସଫଳତା। ୨୪ ଘଣ୍ଟା ନ ପୂରୁଣୁ ଚୋରକୁ ଧରିଲା। ଗତକାଲି ସୁଭଦ୍ରା ସାହୁଙ୍କ ଘରେ ଘଟିଥିବା ଚୋରି ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା ମନମୋହନ…

Continue Readingଠାକୁରଗଡ଼ ପୋଲିସକୁ ବଡ଼ ସଫଳତା: ୨୪ ଘଣ୍ଟା ଭିତରେ ଚୋରକୁ ବାନ୍ଧିଲା

ଚିତଳ ହରିଣ ଛୁଆ ଉଦ୍ଧାର

ଅନୁଗୁଳ: ଗତ ୧୪ ତାରିଖ ସକାଳ ୮ ଟା ସମୟରେ ଅନୁଗୁଳ ଫରେଷ୍ଟ ଡିଭିଜନର  ସି ପୁର ବିଟ ଅନ୍ତର୍ଗତ କର୍ଣ୍ଣପାଳ ଗାଁରୁ ଏକ ଚିତଳ ହରିଣ ଛୁଆକୁ ଜଙ୍ଗଲ ବିଭାଗ ଅଧିକାରୀ ମାନେ ଉଦ୍ଧାର କରିଛନ୍ତି। ଗାଁ ଲୋକଙ୍କ ଠାରୁ…

Continue Readingଚିତଳ ହରିଣ ଛୁଆ ଉଦ୍ଧାର

ଜିଲ୍ଲା ସାହିତ୍ୟ ସଂସଦ ପକ୍ଷରୁ ଫକୀର ମୋହନଙ୍କ ୧୮୪ ତମ ଜୟନ୍ତୀ

ଅନଗୁଳ: ଜିଲ୍ଲା ପାଠାଗାର ପରିସରରେ ବୁଧବାର ପୂର୍ବାହ୍ନରେ ବ୍ୟାସକବି ଫକୀର ମୋହନଙ୍କ ୧୮୪ ତମ ଜୟନ୍ତୀ ପାଳିତ ହୋଇଯାଇଛି।ଜିଲ୍ଲା ସାହିତ୍ୟ ସଂସଦ ଆନୁକୁଲ୍ୟରେ ଆୟୋଜିତ ଏହି ସମାରୋହକୁ ସଂସଦର ସଭାପତି କୁମୁଦ ଚନ୍ଦ୍ର ଦାଶ ବ୍ୟାସକବିଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି…

Continue Readingଜିଲ୍ଲା ସାହିତ୍ୟ ସଂସଦ ପକ୍ଷରୁ ଫକୀର ମୋହନଙ୍କ ୧୮୪ ତମ ଜୟନ୍ତୀ

ଗଞ୍ଜେଇ ଚୋରାଚାଲାଣ ସନ୍ଦେହରେ ପୋଲିସ ଗୋଡ଼ାଉଥିବା କାର ଧକ୍କା: ୨ ଜଣ ଗୁରୁତର, ଥାନା ଘେରାଉ ସହ ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଆକଟା ଥାନା ଅନ୍ତର୍ଗତ ଶଂଖାମାଳ ନିକଟରେ ବୁଧବାର ସକାଳେ ସଡ଼କ ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନେ ହେଲେ କିଆକଟା ଥାନା ଅନ୍ତର୍ଗତ ଶଂଖାମାଳ ଗ୍ରାମର ପପୁନ ସାହୁ ଓ ଅନ୍ତର୍ଯ୍ୟାମୀ ନାୟକ।ଆହତ ଦ୍ବୟଙ୍କୁ ପ୍ରଥମେ…

Continue Readingଗଞ୍ଜେଇ ଚୋରାଚାଲାଣ ସନ୍ଦେହରେ ପୋଲିସ ଗୋଡ଼ାଉଥିବା କାର ଧକ୍କା: ୨ ଜଣ ଗୁରୁତର, ଥାନା ଘେରାଉ ସହ ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକ

ପଡ଼ୋଶୀଙ୍କୁ ମାରପିଟ କରିବା ଅଭିଯୋଗ, ବନ୍ଧା ହେଲେ ମା’ ଓ ପୁଅ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବାଗଡ଼ିଆ ଥାନା ବାଗଡ଼ିଆ ଗାଁରେ ମହିଳାଙ୍କୁ ମାରପିଟ କରିବା ଅଭିଯୋଗରେ ପୋଲିସ ୨ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ମାନେ ହେଲେ ରଥସାହିର ସ୍ୱାଧୀନ ବେହେରା ଓ ତାଙ୍କର ମା' ଅହଲ୍ୟା ବେହେରା।ସୂଚନା ମୁତାବକ, ବାଗଡ଼ିଆ…

Continue Readingପଡ଼ୋଶୀଙ୍କୁ ମାରପିଟ କରିବା ଅଭିଯୋଗ, ବନ୍ଧା ହେଲେ ମା’ ଓ ପୁଅ