ଅନୁଗୁଳରେ ଜମି ମାଫିଆ ବିରୋଧରେ କୁଇଓ ଗ୍ରାମବାସୀଙ୍କ ବିକ୍ଷୋଭ: ଜିଲ୍ଲାପାଳ ଅଫିସ ଆଗରେ ଧାରଣା
ଅନୁଗୁଳ: ଅନୁଗୁଳ ଜିଲ୍ଲା କୁଇଓ ଗ୍ରାମବାସୀ ଆଠ ଦଫା ଦାବି ନେଇ ଜିଲ୍ଲାପାଳ ଅଫିସ ଆଗରେ ଧାରଣା ପ୍ରଦର୍ଶନ କରିଛନ୍ତି। ଗୋଷ୍ଠୀଗତ ସରକାରୀ ସମ୍ପତି ଜବରଦଖଲରୁ ରକ୍ଷା ପାଇଁ ଏହି ବିକ୍ଷୋଭ କରାଯାଇଛି। ପଂଚାୟତର ଏକମାତ୍ର ଉଚ୍ଚ ବିଦ୍ୟାଳୟ ତ୍ରିଶକ୍ତି ଉଚ୍ଚ…
