ପାଳଲହଡ଼ା ନିର୍ବାଚନ ମଣ୍ଡଳୀର ବିକାଶ କମିଟି ସମୀକ୍ଷା ବୈଠକ: ୧୩ ଜଣ ହିତାଧିକାରୀଙ୍କୁ ଜଙ୍ଗଲ ଜମିପଟ୍ଟା ପ୍ରଦାନ

ଅନୁଗୁଳ: ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତିଙ୍କ ଅଧ୍ୟକ୍ଷତାରେ ପାଳଲହଡ଼ା ନିର୍ବାଚନ ମଣ୍ଡଳୀର ବିକାଶ କମିଟି ସମୀକ୍ଷା ବୈଠକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି।ବୈଠକରେ ବିଧାୟକ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଦ୍ୟାଳୟ ଓ ଗଣଶିକ୍ଷା, ସ୍ବାସ୍ଥ୍ୟ ଓ…

Continue Readingପାଳଲହଡ଼ା ନିର୍ବାଚନ ମଣ୍ଡଳୀର ବିକାଶ କମିଟି ସମୀକ୍ଷା ବୈଠକ: ୧୩ ଜଣ ହିତାଧିକାରୀଙ୍କୁ ଜଙ୍ଗଲ ଜମିପଟ୍ଟା ପ୍ରଦାନ

ସ୍ବେଛାସେବୀ ଓ ସଚେତନ ନାଗରିକ ମାନଙ୍କ ପକ୍ଷରୁ ସୌମ୍ଯାଶ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି

ଅନୁଗୁଳ: ବାଲେଶ୍ଵର ଫକୀରମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ଯାଶ୍ରୀ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି। ଗତ ଶନିବାର ଜୁଲାଇ ୧୨ ତାରିଖ ଦିନ ଅଧ୍ୟାପକ ତଥା କଲେଜ କତ୍ତୃପକ୍ଷଙ୍କ ନିର୍ଯ୍ୟାତନା ସହି ନପାରି ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ। ୩ ଦିନର…

Continue Readingସ୍ବେଛାସେବୀ ଓ ସଚେତନ ନାଗରିକ ମାନଙ୍କ ପକ୍ଷରୁ ସୌମ୍ଯାଶ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି

ନୂଆ ରୂପରେ ଅନୁଗୁଳ ଓକିଲ ସଂଘ କାର୍ଯ୍ୟାଳୟ, ଶୀତତାପ ନିୟନ୍ତ୍ରଣ ଯନ୍ତ୍ର ଓ ଆଲୋକୀକରଣର ଶୁଭାରମ୍ଭ

ଅନୁଗୁଳ: ଅନୁଗୁଳ ଓକିଲ ସଂଘ କାର୍ଯ୍ୟାଳୟର ରୂପାନ୍ତରୀକରଣ, ଶୀତତାପ ନିୟନ୍ତ୍ରଣ ଯନ୍ତ୍ର, ଆଲୋକୀକରଣ ସହ ଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଛେଣ୍ଡିପଦାର ବିଧାୟକ ଅଗସ୍ତି ବେହେରା। କାର୍ଯ୍ୟକ୍ରମରେ ଅନୁଗୁଳ…

Continue Readingନୂଆ ରୂପରେ ଅନୁଗୁଳ ଓକିଲ ସଂଘ କାର୍ଯ୍ୟାଳୟ, ଶୀତତାପ ନିୟନ୍ତ୍ରଣ ଯନ୍ତ୍ର ଓ ଆଲୋକୀକରଣର ଶୁଭାରମ୍ଭ

ନିଯୁକ୍ତି ଦାବି: ଛେଳିଆ ଗ୍ରାମବାସୀଙ୍କ ଖଣିବନ୍ଦ ଆନ୍ଦୋଳନ, କୋଇଲା ଉତ୍ତୋଳନ ଓ ପରିବହନ ଠପ୍‌

ଅନୁଗୁଳ: ନିଯୁକ୍ତି ଓ ଥଇଥାନ ଦାବିରେ ଅନୁଗୁଳ ଜିଲ୍ଲା କଣିହାଁ ଖୋଲାମୁହଁ କୋଇଲା ଖଣିସ୍ଥିତ ଜରଡ଼ା ମୁଖ୍ୟ ଫାଟକ ଠାରେ ଛେଳିଆ ଜମିହରା ପ୍ରଜା ସୋମବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଛେଳିଆ ଗ୍ରାମ୍ୟ କମିଟି ସଭାପତି ମାଗୁଣି ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ସୋମବାର…

Continue Readingନିଯୁକ୍ତି ଦାବି: ଛେଳିଆ ଗ୍ରାମବାସୀଙ୍କ ଖଣିବନ୍ଦ ଆନ୍ଦୋଳନ, କୋଇଲା ଉତ୍ତୋଳନ ଓ ପରିବହନ ଠପ୍‌

ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ, ୨ଜଣଙ୍କୁ ରେଡକ୍ରସ ସହାୟତା

ଅନୁଗୁଳ: ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ସୋମବାର କଣିହାଁ ବ୍ଲକ୍ କାର୍ଯ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଶିବିରରେ ସମୁଦାୟ ୨୬ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିରୁ ୨୦ଟି ବ୍ୟକ୍ତିଗତ ଓ ୬ଟି ଗ୍ରାମ୍ୟଭିତ୍ତିକ ଅଭିଯୋଗର…

Continue Readingଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ, ୨ଜଣଙ୍କୁ ରେଡକ୍ରସ ସହାୟତା

ଆଦୃତ ଶିଶୁ ଭବନରେ ନୂତନ ଅତ୍ୟାଧୁନିକ ପାଠାଗାର ଉଦଘାଟିତ

ଅନୁଗୁଳ: ଅନୁଗୁଳ ଶାଖା ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ପଞ୍ଚମହଲା ସ୍ଥିତ ଆଦୃତ ଶିଶୁ ଭବନ ଠାରେ ନୂତନ ଅତ୍ୟାଧୁନିକ ପାଠାଗାର ଉଦଘାଟିତ ହୋଇଛି। କାର୍ଯ୍ୟକ୍ରମରେ ଷ୍ଟେଟ ବ୍ୟାଙ୍କ ଭୁବନେଶ୍ୱର ମଣ୍ଡଳର ମୁଖ୍ୟ ପ୍ରବନ୍ଧକ ଡ. ବନ୍ଦନା ଅଗ୍ରୱାଲ, ଅନୁଗୁଳ ଆଞ୍ଚଳିକ…

Continue Readingଆଦୃତ ଶିଶୁ ଭବନରେ ନୂତନ ଅତ୍ୟାଧୁନିକ ପାଠାଗାର ଉଦଘାଟିତ

ଓଁ ନମଃ ଶିବାୟ! ଦେଉଳଝରୀର ବାବା ସିଦ୍ଧେଶ୍ୱର ମହାଦେବଙ୍କୁ ପାଣିଲାଗି କଲେ ଶହଶହ କାଉଡ଼ିଆ

ଅନୁଗୁଳ: ଶ୍ରାବଣ ସୋମବାରରେ ସବୁ ଶୈବ କ୍ଷେତ୍ରରେ କାଉଡ଼ିଆଙ୍କ ଭିଡ଼ ଜମିଛି। ଅନୁଗୁଳ ଜିଲ୍ଲା ଆଠମଲ୍ଲିକସ୍ଥିତ ପ୍ରସିଦ୍ଧ ଶୈବପୀଠ ଦେଉଳଝରୀର ବାବା ସିଦ୍ଧେଶ୍ୱର ମହାଦେବଙ୍କୁ ପାଣିଲାଗି କରିବାକୁ ଶହଶହ ସଂଖ୍ୟାରେ କାଉଡ଼ିଆ ସମବେତ ହୋଇଛନ୍ତି। ଅନୁଗୁଳ, ବୌଦ୍ଧ, ସମ୍ବଲପୁର ଅଞ୍ଚଳରୁ କାଉଡ଼ିଆ…

Continue Readingଓଁ ନମଃ ଶିବାୟ! ଦେଉଳଝରୀର ବାବା ସିଦ୍ଧେଶ୍ୱର ମହାଦେବଙ୍କୁ ପାଣିଲାଗି କଲେ ଶହଶହ କାଉଡ଼ିଆ

ଆଜି ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର

ଅନୁଗୁଳ: ଆଜି ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର। କାଉଡ଼ିଆ ଆଜି ବିଭିନ୍ନ ଶୈବ ପୀଠରେ ଜଳ ଲାଗି କରିବେ।ସେଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ବିଭିନ୍ନ ଶୈବପୀଠ। ପୌରାଣିକ କଥା ଅନୁସାରେ, ସମୁଦ୍ର ମନ୍ଥନ ଏହି ଶ୍ରାବଣ ମାସରେ ହୋଇଥିଲା। ସମୁଦ୍ର…

Continue Readingଆଜି ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର

ହଣ୍ଡପା ପୋଲିସର ଚଢ଼ଉ: ଦେଶୀ ମଦ ଜବତ, ୩ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ପୋଲିସ ଶନିବାର ବିଭିନ୍ନ ଗ୍ରାମରେ ଚଢ଼ଉ କରି ଚୋରା ଦେଶୀ ମହୁଲି ମଦ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି। ପୋଲିସ ଚାରଖମଣ ଗ୍ରାମର ଅମ୍ବୁଜଙ୍କ ଘରୁ ୬ ଲିଟର ଦେଶୀ ମଦ…

Continue Readingହଣ୍ଡପା ପୋଲିସର ଚଢ଼ଉ: ଦେଶୀ ମଦ ଜବତ, ୩ ଗିରଫ

ଶୋଇବା ଘରୁ ନାଗ ସାପ ଉଦ୍ଧାର, ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡ଼ିଲେ ଉଦ୍ଧାରକାରୀ ଟିମ୍

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ବଇଣ୍ଡା ବୈଷ୍ଣବସାହିର ପ୍ରମୋଦ କୁମାର ସାହୁଙ୍କ ଘରୁ ରବିବାର ଏକ ନାଗ ସାପ ଉଦ୍ଧାର ହୋଇଛି। ଉଦ୍ଧାରକାରୀ ଟିମ୍ ସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଥିବା ଜଣାଯାଇଛି। ସୂଚନା ମୁତାବକ, ଏକ ନାଗ…

Continue Readingଶୋଇବା ଘରୁ ନାଗ ସାପ ଉଦ୍ଧାର, ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡ଼ିଲେ ଉଦ୍ଧାରକାରୀ ଟିମ୍