ଅନୁଗୁଳରେ ପ୍ରଦୂଷଣ ଉପରମୁହାଁ: ଉଦବେଗ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ପରିବେଶ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଅନୁଗୁଳ: ଅନୁଗୁଳ ଶିଳ୍ପାଞ୍ଚଳରେ ବଢୁଥିବା ବାୟୁ ପ୍ରଦୂଷଣ ସମସ୍ୟାକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହାର ସ୍ଥାୟୀ ସମାଧାନ ପାଇଁ କେନ୍ଦ୍ରମନ୍ତ୍ରୀ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ, କେନ୍ଦ୍ର…

Continue Readingଅନୁଗୁଳରେ ପ୍ରଦୂଷଣ ଉପରମୁହାଁ: ଉଦବେଗ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ପରିବେଶ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ: ଏକତା ସମାବେଶ ଓ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ

ଅନୁଗୁଳ: ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଉପଲକ୍ଷେ ଇନଡୋର ଷ୍ଟାଡିୟମଠାରେ ୨ଦିନିଆ ଏକତା ସମାବେଶ ଓ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅନୁଗୁଳ ସ୍ଵୟଂଶାସିତ ମହାବିଦ୍ୟାଳୟର ପ୍ରଫେସର ସୁଶାନ୍ତ କୁମାର ପ୍ରଧାନ ଯୋଗ…

Continue Readingସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ: ଏକତା ସମାବେଶ ଓ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ

ପାଣି ପଞ୍ଚାୟତ ପକ୍ଷ: ଗାଁ ଗାଁ ବୁଲି ଜନଜାଗରଣ ସୃଷ୍ଟି ପାଇଁ ଉଦଘାଟନ ହେଲା ସଚେତନତା ରଥ

ଅନୁଗୁଳ: ଜଳର ସୁପରିଚାଳନା ଓ ସୁବିନିଯୋଗ ପାଇଁଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ରାଜ୍ୟ ଜଳ ସମ୍ପଦ ବିଭାଗ ତରଫରୁ ପାଳିତ ହେଉଛି ପାଣି ପଞ୍ଚାୟତ ପକ୍ଷ। ଏ ଅବସରରେ ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟ ପରିସରରୁ ବାହାରିଛି ସଚେତନତା ରଥ। ଅତିରିକ୍ତ ଜିଲ୍ଲାପାଳ ଉଦୟ…

Continue Readingପାଣି ପଞ୍ଚାୟତ ପକ୍ଷ: ଗାଁ ଗାଁ ବୁଲି ଜନଜାଗରଣ ସୃଷ୍ଟି ପାଇଁ ଉଦଘାଟନ ହେଲା ସଚେତନତା ରଥ

ଜିଲ୍ଲାସ୍ତରୀୟ ଧାନ ମଣ୍ଡି ଉଦଘାଟନ: ଚାଷୀଙ୍କ ଉଚିତ୍ ପ୍ରାପ୍ୟ ପାଇଁ ବିଧାୟକଙ୍କ ପରାମର୍ଶ

ଅନୁଗୁଳ: ଅନୁଗୁଳ ବ୍ଲକ୍ ବେନ୍ତପୁର ପ୍ରାଥମିକ କୃଷି ସମବାୟ ସମିତି ଠାରେ ଜିଲ୍ଲା ସ୍ତରୀୟ ଧାନ ମଣ୍ଡିର ଉଦଘାଟନ ହୋଇଛି। ଏହି ଅବସରରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କଟନି ଛଟନି ବନ୍ଦ…

Continue Readingଜିଲ୍ଲାସ୍ତରୀୟ ଧାନ ମଣ୍ଡି ଉଦଘାଟନ: ଚାଷୀଙ୍କ ଉଚିତ୍ ପ୍ରାପ୍ୟ ପାଇଁ ବିଧାୟକଙ୍କ ପରାମର୍ଶ

ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା

ଅନୁଗୁଳ: ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଦକ୍ଷତା ବିକାଶ ତଥାନିୟୋଜନ କାର୍ଯ୍ୟାଳୟ ଦ୍ବାରା ତାଳଚେର ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟଠାରେ ବୁଧବାର ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍ୟ ଭାବେ ତାଳଚେର ବିଧାୟକ ବ୍ରଜକିଶୋର…

Continue Readingଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା

ପି.ବି.କେ ହାଇସ୍କୁଲରେ ଆଇନ ସଚେତନତା ସପ୍ତାହ ପାଳନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଁଅରପାଳସ୍ଥିତ ପାଞ୍ଚଗଡ଼ ବିଜୟ କୁମାର ଉଚ୍ଚ ବିଦ୍ୟାଳୟରେ ସ୍ଥାନୀୟ ଜେଏମଏଫସି କୋର୍ଟର ତାଲୁକ ଆଇନ ସେବା କମିଟି ପକ୍ଷରୁ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ କୋର୍ଟର ମହିଳା ବିଚାରପତି ତଥା ତାଲୁକ…

Continue Readingପି.ବି.କେ ହାଇସ୍କୁଲରେ ଆଇନ ସଚେତନତା ସପ୍ତାହ ପାଳନ

ଅନୁଗୁଳ ଜେଲ୍‌ରେ କଏଦୀଙ୍କ ମୃତ୍ୟୁ: ହୃଦ୍‌ଘାତରେ ମୃତ୍ୟୁ ହୋଇଥିବା ସନ୍ଦେହ

ଅନୁଗୁଳ: ଅନୁଗୁଳ ଜେଲ୍‌ରେ ସଜା କାଟୁଥିବା ଜଣେ କଏଦୀ ପରଲୋକ ହୋଇଯାଇଛି। ସେ ହେଉଛନ୍ତି ଜଗବନ୍ଧୁ ଭୋଇ (୫୦)। ସେ ସହର ଉପକଣ୍ଠ କୁମଣ୍ଡ ପଞ୍ଚାୟତ ବେଲସୁଣ୍ଠା ଗ୍ରାମର ବାସିନ୍ଦା ଥିଲେ। ଜଗବନ୍ଧୁ ୨୦୨୪ରେ ଏକ ହତ୍ୟା ମାମଲାରେ ଗିରଫ ହୋଇ…

Continue Readingଅନୁଗୁଳ ଜେଲ୍‌ରେ କଏଦୀଙ୍କ ମୃତ୍ୟୁ: ହୃଦ୍‌ଘାତରେ ମୃତ୍ୟୁ ହୋଇଥିବା ସନ୍ଦେହ

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଭିତ୍ତିପ୍ରସ୍ତର ସ୍ଥାପନ

ଅନୁଗୁଳ: ଜିଲ୍ଲାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଓଡିଶା ସରକାର ନେଇଛନ୍ତି ପଦକ୍ଷେପ। ଏଥିପାଇଁ ବିଦ୍ୟାଳୟର ଭିତ୍ତିଭୂମି ଓ ଉନ୍ନତମାନର ଶିକ୍ଷା ବ୍ୟବସ୍ଥା ପାଇଁ ଓଡିଶାର ପ୍ରତି ବ୍ଲକରେ ୨ଟି ଲେଖା ପ୍ରାଥମିକ ବିଦ୍ୟାଳୟକୁ ଗୋଦାବରୀଶ ମିଶ୍ର ଆଦର୍ଶ…

Continue Readingଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଭିତ୍ତିପ୍ରସ୍ତର ସ୍ଥାପନ

ଧାର ଟଙ୍କା ଫେରାଇବା ବଦଳରେ ଲୁଟି ନେଲେ ଲକ୍ଷାଧିକ ଟଙ୍କା

କଣିହାଁ: ଅନୁଗୁଳ ଜିଲ୍ଲା ଏନଟିପିସି ଥାନା ଭୀମକାଣ୍ଡ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କଟକ ଜିଲ୍ଲା ନୂଆ ପାଟଣା ଗ୍ରାମର ପ୍ରଭାତ ଦାସଙ୍କୁ ବିଶ୍ୱାସରେ ବିଷ ଦେଇ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ରଞ୍ଜିତ ପ୍ରଧାନ ଏବଂ ତାଙ୍କ…

Continue Readingଧାର ଟଙ୍କା ଫେରାଇବା ବଦଳରେ ଲୁଟି ନେଲେ ଲକ୍ଷାଧିକ ଟଙ୍କା

ସାତକୋଶିଆ ଗଣ୍ଡରେ କୁମ୍ଭୀର ଗଣନା ଆରମ୍ଭ: ୮ ଯାଏଁ ଚାଲିବ ଗଣନା କାର୍ଯ୍ୟ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାତକୋଶିଆ ଗଣ୍ଡରେ କୁମ୍ଭୀର ଗଣନା ଆରମ୍ଭ ହୋଇଛି। ବନ ବିଭାଗର ସୂଚନା ଅନୁଯାୟୀ, ଏହି ଗଣନା କାର୍ଯ୍ୟ ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଥିବା ୫ଟି ବନାଞ୍ଚଳରେ ଏହି ଗଣନା କରାଯିବ। ଏଥିପାଇଁ…

Continue Readingସାତକୋଶିଆ ଗଣ୍ଡରେ କୁମ୍ଭୀର ଗଣନା ଆରମ୍ଭ: ୮ ଯାଏଁ ଚାଲିବ ଗଣନା କାର୍ଯ୍ୟ