ସାତକୋଶିଆ ଗଣ୍ଡକୁ ଫେରିଲେ ୧୨ ଘଡ଼ିଆଳ ଶାବକ, ବନ୍ୟା ପାଇଁ ୫ ମାସ ଥିଲେ କୃତ୍ରିମ ପୋଖରୀରେ

ଅନୁଗୁଳ : ଦୀର୍ଘଦିନର ଅପେକ୍ଷାର ଆଜି ଅନ୍ତ ଘଟିଛି। ସାତକୋଶିଆ ଗଣ୍ଡକୁ ବାହୁଡ଼ିଛନ୍ତି ୧୨ ଘଡ଼ିଆଳ ଶାବକ। ଶନିବାର ସକାଳେ ସାତକୋଶିଆ ବନଖଣ୍ଡ ପକ୍ଷରୁ ମହାନଦୀର ସୁନାଖଣିଆ ଘାଟ ଠାରେ ଏହି ଛୁଆଙ୍କୁ ପୁଣି ଥରେ ନଦୀ ଜଳରେ ମୁକ୍ତ କରାଯାଇଛି।…

Continue Readingସାତକୋଶିଆ ଗଣ୍ଡକୁ ଫେରିଲେ ୧୨ ଘଡ଼ିଆଳ ଶାବକ, ବନ୍ୟା ପାଇଁ ୫ ମାସ ଥିଲେ କୃତ୍ରିମ ପୋଖରୀରେ

ଅନୁଗୁଳ ବନମଣ୍ଡଳରେ ଅଛନ୍ତି ୭୭୯ ହାତୀ, ହାତୀ-ମଣିଷ ଲଢ଼େଇର ଅବସାନ ପାଇଁ ରଣନୀତି ପ୍ରସ୍ତୁତ

ଅନୁଗୁଳ: ସ୍ଥାନୀୟ ସର୍କିଟ ହାଉସ ଠାରେ ବନବିଭାଗ ଓ ନିର୍ବାଚିତ ଲୋକ ପ୍ରତିନିଧିଙ୍କୁ ନେଇ ହାତୀ ମଣିଷ ଲଢ଼େଇର ଅବସାନ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏ ଅବସରରେ ଦୀର୍ଘ ବର୍ଷ ଧରି ଅନୁଗୁଳ ବନଖଣ୍ଡ ଅଧୀନରେ ଥିବା ବନାଞ୍ଚଳ…

Continue Readingଅନୁଗୁଳ ବନମଣ୍ଡଳରେ ଅଛନ୍ତି ୭୭୯ ହାତୀ, ହାତୀ-ମଣିଷ ଲଢ଼େଇର ଅବସାନ ପାଇଁ ରଣନୀତି ପ୍ରସ୍ତୁତ

କଣିହାଁ ଓସିପି ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର: ୧୪୨ ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ମେଡିସନ୍ ପ୍ରଦାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ଓସିପି ପକ୍ଷରୁ ବିଜିଗୋଳ କଳ୍ପତରୁ ମା’ ଭୈରବୀ ଆଶ୍ରମରେ ଗୁରୁବାର ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ କଣିହାଁ କ୍ଷେତ୍ର ମହାପ୍ରବନ୍ଧକ ନରେଶ ସିଂ ଯୋଗଦେଇ ଶିବିରକୁ ଉଦ୍‌ଘାଟନ କରିଥିଲେ।…

Continue Readingକଣିହାଁ ଓସିପି ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର: ୧୪୨ ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ମେଡିସନ୍ ପ୍ରଦାନ

ପୂର୍ବତନ ସେନା କର୍ମଚାରୀ ବିଜୟ କୁମାର ତ୍ରିପାଠୀଙ୍କ ହୃଦଘାତରେ ପରଲୋକ

ଅନୁଗୁଳ: ଅନୁଗୁଳ ନୂଆଁସାହି ଗ୍ରାମର ପୂର୍ବତନ ସେନା କର୍ମଚାରୀ ବିଜୟ କୁମାର ତ୍ରିପାଠୀ(୭୨)ଙ୍କର ଶୁକ୍ରବାର ହୃଦଘାତରେ ପରଲୋକ ଘଟିଛି। ସେ ସକାଳ ନିତ୍ୟକର୍ମ ସାରି ଘରେ ବସିଥିବା ବେଳେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଅଚେତ ହୋଇ ପଡ଼ିଥିଲେ।…

Continue Readingପୂର୍ବତନ ସେନା କର୍ମଚାରୀ ବିଜୟ କୁମାର ତ୍ରିପାଠୀଙ୍କ ହୃଦଘାତରେ ପରଲୋକ

ଜିଲ୍ଲାସ୍ତରୀୟ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଜୟନ୍ତୀ ସମାରୋହ ପାଳିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସମ୍ମିଳନୀ କକ୍ଷରେ ଶୁକ୍ରବାର ଜିଲ୍ଲାସ୍ତରୀୟ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଶାନ୍ତନୁ…

Continue Readingଜିଲ୍ଲାସ୍ତରୀୟ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଜୟନ୍ତୀ ସମାରୋହ ପାଳିତ

ଯୁକ୍ତ୨ ବୋର୍ଡ ପରୀକ୍ଷା ମାର୍କିଂ ଢାଞ୍ଚାରେ ହେବ ପରିବର୍ତ୍ତନ: ୧୦୦ ରୁ ୨୪ ମାର୍କ ରଖିଲେ ପାସ୍ ହେବେ ଛାତ୍ରଛାତ୍ରୀ

ଅନୁଗୁଳ: ଚଳିତ ବର୍ଷ ଯୁକ୍ତ୨ ବୋର୍ଡ ପରୀକ୍ଷା ମାର୍କିଂ ଢାଞ୍ଚାରେ ହେବ ପରିବର୍ତ୍ତନ। ଏନେଇ ସୂଚନା ଦେଇଛନ୍ତି ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା। ତାଙ୍କ ସୂଚନାନୁଯାୟୀ, ଏଥର ଜାତୀୟ ଶିକ୍ଷା ପଦ୍ଧତି ଅନୁଯାୟୀ ୮୦ ମାର୍କର ଥିଓରୀ ଓ…

Continue Readingଯୁକ୍ତ୨ ବୋର୍ଡ ପରୀକ୍ଷା ମାର୍କିଂ ଢାଞ୍ଚାରେ ହେବ ପରିବର୍ତ୍ତନ: ୧୦୦ ରୁ ୨୪ ମାର୍କ ରଖିଲେ ପାସ୍ ହେବେ ଛାତ୍ରଛାତ୍ରୀ

ଠିକାଦାର ସଂଘର ବୈଠକ ଓ କର୍ମକର୍ତ୍ତା ଚୟନ ଆୟୋଜିତ, ସଭାପତି ହେଲେ ବିଭାସ ରଞ୍ଜନ ସିଂହ

ଅନୁଗୁଳ: ସ୍ଥାନୀୟ ପଞ୍ଚଶ୍ରୀକ୍ଷେତ୍ର ଜଗନ୍ନାଥ ଧାମ ପରିସରରେ ନାଲକୋ ସିପିପି କଣ୍ଟ୍ରାକ୍ଟର ଆସୋସିଏସନର ବୈଠକ ଓ କର୍ମକର୍ତ୍ତା ଚୟନ ଆୟୋଜିତ ହୋଇଛି। ବରିଷ୍ଠ ସଦସ୍ୟ ସତ୍ୟବାନ ବରାହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଆସୋସିଏସନ ସମ୍ପର୍କିତ ବିଭିନ୍ନ ବିଷୟରେ ଆଲୋଚନା କରାଯିବା ସହ…

Continue Readingଠିକାଦାର ସଂଘର ବୈଠକ ଓ କର୍ମକର୍ତ୍ତା ଚୟନ ଆୟୋଜିତ, ସଭାପତି ହେଲେ ବିଭାସ ରଞ୍ଜନ ସିଂହ

ଜାତୀୟ ବଧିର କ୍ରିକେଟ୍ ଦଳରେ ତାଳଚେରର ସନ୍ତୋଷ ମହାପାତ୍ର, ଶୁଭେଚ୍ଛା ଜଣାଇଲେ ଆରଡିସି ଓ ଜିଲ୍ଲାପାଳ

ଅନୁଗୁଳ : ଭାରତର ଜାତୀୟ ବଧିର କ୍ରିକେଟ୍ ଟିମ୍‌ରେ ସାମିଲ ହୋଇଛନ୍ତି ଅନୁଗୁଳ ଜିଲ୍ଲା ତାଳଚେରର ବଧିର କ୍ରିକେଟ୍ ଖେଳାଳି ସନ୍ତୋଷ କୁମାର ମହାପାତ୍ର। ଆସନ୍ତା ଡିସେମ୍ବର ୨ ତାରିଖଠାରୁ ୮ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀଠାରେ ଖେଳା ଯିବାକୁ ଥିବା ଭାରତ…

Continue Readingଜାତୀୟ ବଧିର କ୍ରିକେଟ୍ ଦଳରେ ତାଳଚେରର ସନ୍ତୋଷ ମହାପାତ୍ର, ଶୁଭେଚ୍ଛା ଜଣାଇଲେ ଆରଡିସି ଓ ଜିଲ୍ଲାପାଳ

ତାଳଚେର ଜେଲରୁ ମୁକୁଳିଲେ ୧୦୨ ଜଣ ଆନ୍ଦୋଳନକାରୀ, ଶାନ୍ତି ଶୃଙ୍ଖଳାର ସହ ଆନ୍ଦୋଳନ କରିବାକୁ ଦେଲେ ଆହ୍ୱାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଖଣି ଅଞ୍ଚଳରେ ଦିନକୁ ଦିନ ବଢ଼ି ଚାଲିଛି ଅଶାନ୍ତିର ବାତାବରଣ। ଗତ କିଛିଦିନ ତଳେ ହେଁସୁମୂଳ ଗ୍ରାମର ଶତାଧିକ ଲୋକ ସାଇଲ ନିଯୁକ୍ତିକୁ ନେଇ ଆନ୍ଦୋଳନ କରୁଥିବା ବେଳେ ସେମାନଙ୍କୁ ପୋଲିସ ପ୍ରଶାସନ ପକ୍ଷରୁ ଜେଲ…

Continue Readingତାଳଚେର ଜେଲରୁ ମୁକୁଳିଲେ ୧୦୨ ଜଣ ଆନ୍ଦୋଳନକାରୀ, ଶାନ୍ତି ଶୃଙ୍ଖଳାର ସହ ଆନ୍ଦୋଳନ କରିବାକୁ ଦେଲେ ଆହ୍ୱାନ

ଅନୁଗୁଳ ପୌର ପରିଷଦ ବୈଠକରେ ଯୋଗ ଦେଲେନି ସାଂସଦ ରୁଦ୍ର ପାଣି, କାର୍ଯ୍ୟ ସମ୍ପାଦନ କରିବେ ପ୍ରତିନିଧି ରୁଚିର ନନ୍ଦ

ଅନୁଗୁଳ: ଅନୁଗୁଳ ପୌର ପରିଷଦର ଆଗାମୀ ବୈଠକ ଗୁଡିକରେ ଯୋଗ ଦେବେନି ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି। ଏ ନେଇ ଏକ ଚିଠି କରି ନିଜେ ସାଂସଦ ଏହି ସୂଚନା ଦେଇଛନ୍ତି। ତାଙ୍କ ଅନୁପସ୍ଥିତିରେ ସାଂସଦଙ୍କ ପ୍ରତିନିଧି ଭାବେ ରୁଚିର…

Continue Readingଅନୁଗୁଳ ପୌର ପରିଷଦ ବୈଠକରେ ଯୋଗ ଦେଲେନି ସାଂସଦ ରୁଦ୍ର ପାଣି, କାର୍ଯ୍ୟ ସମ୍ପାଦନ କରିବେ ପ୍ରତିନିଧି ରୁଚିର ନନ୍ଦ