ମଦ ଦୋକାନ କର୍ମଚାରୀଙ୍କ ଠାରୁ ଲୁଟ୍, ନେଇଗଲେ ୧ ଲକ୍ଷ ୨୪ ହଜାର ଟଙ୍କା
ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖଣ୍ଡହତା ନିକଟ ବଉଳି ପୋଲ ନିକଟରେ ସୋମବାର ସକାଳେ ମଦ ଦୋକାନର ଜଣେ କର୍ମଚାରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ସୂଚନା ମିଳିଛି। ସୂଚନା ମୁତାବକ, ମହୀଧରପୁର ସ୍ଥିତ ସରକାରୀ ସ୍ୱୀକୃତି ପ୍ରାପ୍ତ…
