“ସକାଳ” ୪ର୍ଥ ସ୍ଵନକ୍ଷତ୍ର ଉପଲକ୍ଷେ ଜିଲ୍ଲାସ୍ତରୀୟ ବିତର୍କ ପ୍ରତିଯୋଗିତା, କନିଷ୍ଠ ବର୍ଗରେ ପ୍ରିନ୍ସ ଏବଂ ବରିଷ୍ଠ ବର୍ଗରେ ରଞ୍ଜିତ ପ୍ରଥମ

ଅନୁଗୁଳ: ଓଡ଼ିଆ ଦୈନିକ ଖବରକାଗଜ "ସକାଳ"ର ୪ର୍ଥ ସ୍ଵନକ୍ଷତ୍ର ଦିବସ ଉପଲକ୍ଷେ ଜିଲ୍ଲା ସ୍ତରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିତର୍କ ପ୍ରତିଯୋଗିତା ରବିବାର ଆୟୋଜିତ ହୋଇଛି। ଏହି ପରିପ୍ରେକ୍ଷୀରେ ଅନୁଗୁଳ ଜିଲ୍ଲାସ୍ତରୀୟ ବିତର୍କ ପ୍ରତିଯୋଗିତା ସ୍ଥାନୀୟ ଜିଲ୍ଲା ଟ୍ରକ ମାଲିକ ସଂଘ ସ୍ୱର୍ଣ୍ଣ…

Continue Reading“ସକାଳ” ୪ର୍ଥ ସ୍ଵନକ୍ଷତ୍ର ଉପଲକ୍ଷେ ଜିଲ୍ଲାସ୍ତରୀୟ ବିତର୍କ ପ୍ରତିଯୋଗିତା, କନିଷ୍ଠ ବର୍ଗରେ ପ୍ରିନ୍ସ ଏବଂ ବରିଷ୍ଠ ବର୍ଗରେ ରଞ୍ଜିତ ପ୍ରଥମ

ଜମିହରା କ୍ଷତିଗ୍ରସ୍ତ ପ୍ରଜାଙ୍କ ଅସାମ୍ବିଧାନିକ ଗିରଫଦାରୀକୁ ନିନ୍ଦା, ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କଲେ ଗ୍ରାମବାସୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ ହେଂସମୂଳ ପଞ୍ଚାୟତ ସରପଞ୍ଚ ସମିତିସଭ୍ୟଙ୍କ ସମେତ ୧୦୨ ଜଣ ଜମିହରା ଗ୍ରାମବାସୀଙ୍କୁ ପୋଲିସ୍ ଗିରଫ କରିବା ପ୍ରତିବାଦରେ ନିନ୍ଦା ପ୍ରସ୍ତାବ କରିବା ସହ ୪ ଦଫା ଦାବି କରି ଗ୍ରାମବାସୀ ତାଳଚେର ଉପଜିଲ୍ଲାପାଳଙ୍କୁ…

Continue Readingଜମିହରା କ୍ଷତିଗ୍ରସ୍ତ ପ୍ରଜାଙ୍କ ଅସାମ୍ବିଧାନିକ ଗିରଫଦାରୀକୁ ନିନ୍ଦା, ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କଲେ ଗ୍ରାମବାସୀ

ଜାତୀୟ ପ୍ରେସ୍ ଦିବସ: ସ୍ବାର୍ଥ ଓ ସାର୍ବଭୌମତା ରକ୍ଷା ସାମ୍ବାଦିକତାର ପ୍ରଥମ ପ୍ରାଧାନ୍ୟ

ଅନୁଗୁଳ: ଓଡ଼ିଶା ସାମ୍ବାଦିକ ସଂଘ(ଓୟୁଜେ) ଅନୁବନ୍ଧିତ ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘ(ଏଡିୟୁଜେ) ତରଫରୁ ଜାତୀୟ ପ୍ରେସ୍ ଦିବସ ହୋଟେଲ ପ୍ରଶାନ୍ତି ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଅଛି । ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା…

Continue Readingଜାତୀୟ ପ୍ରେସ୍ ଦିବସ: ସ୍ବାର୍ଥ ଓ ସାର୍ବଭୌମତା ରକ୍ଷା ସାମ୍ବାଦିକତାର ପ୍ରଥମ ପ୍ରାଧାନ୍ୟ

ତାଳଚେର ପ୍ରେସ୍‌‍ କ୍ଲବ୍‌‍ ପକ୍ଷରୁ ଜାତୀୟ ପ୍ରେସ୍‌‍ ଦିବସ ପାଳିତ: ଗଣତନ୍ତ୍ରରେ ଗଣମାଧ୍ୟମର ଭୂମିକା ଉପରେ ଆଲୋଚନା

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ପ୍ରେସ୍‌‍ କ୍ଲବ୍‌‍ ପକ୍ଷରୁ ଜାତୀୟ ପ୍ରେସ୍‌‍ ଦିବସ ପାଳିତ ହୋଇଛି। ହାଟତୋଟା ସ୍ଥିତ ସାମ୍ୱାଦିକ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ପ୍ରେସ୍‌‍ ଦିବସରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ମହେଶ ସାହୁ ଯୋଗଦେଇ ଗଣତନ୍ତ୍ରରେ ଗଣମାଧ୍ୟମର…

Continue Readingତାଳଚେର ପ୍ରେସ୍‌‍ କ୍ଲବ୍‌‍ ପକ୍ଷରୁ ଜାତୀୟ ପ୍ରେସ୍‌‍ ଦିବସ ପାଳିତ: ଗଣତନ୍ତ୍ରରେ ଗଣମାଧ୍ୟମର ଭୂମିକା ଉପରେ ଆଲୋଚନା

ଧାନ ପରେ ଏବେ ଅନୁଗୁଳ ଅଞ୍ଚଳରେ ପରିବା ଉଜାଡୁଛନ୍ତି ହାତୀ ପଲ, ବନ ବିଭାଗ ନିରବଦ୍ରଷ୍ଟା

ଅନୁଗୁଳ: ଅନୁଗୁଳ ଅଞ୍ଚଳରେ ହାତୀଙ୍କ ଉତ୍ପାତ ଧୀରେ ଧୀରେ ବଢ଼ିବାରେ ଲାଗିଛି। କେତେବେଳେ ହାତୀମାନେ ଧାନ ଫସଲ ନଷ୍ଟ କରୁଛନ୍ତି ତ କେତେବେଳେ ଘରେ ପଶି ଯାଉଛନ୍ତି। ଅନୁଗୁଳ ବନଖଣ୍ଡ ଶାବଳ ଭଙ୍ଗା ଗ୍ରାମରେ ଆଜି କିଛି ହାତୀ ପଲ ପଶି…

Continue Readingଧାନ ପରେ ଏବେ ଅନୁଗୁଳ ଅଞ୍ଚଳରେ ପରିବା ଉଜାଡୁଛନ୍ତି ହାତୀ ପଲ, ବନ ବିଭାଗ ନିରବଦ୍ରଷ୍ଟା

ରୋଜଗାର ଦେଇଛି ବୋଇତ, ବର୍ଷକୁ ଥରେ ଡଙ୍ଗା ତିଆରି କରି ପରିବାର ପୋଷୁଛନ୍ତି ସୁଶାନ୍ତ

ଅନୁଗୁଳ: ପବିତ୍ର କାର୍ତ୍ତିକ ମାସର ଶେଷ ଦିନ ପୂର୍ଣ୍ଣିମା ଅବସରରେ ଆବାଳ ବୃଦ୍ଧ ବନିତା ଡଙ୍ଗା ଭସାଇଛନ୍ତି। ଲୋକେ ନଦୀ କୂଳ, ପୋଖରୀ କୂଳ ଏବଂ ବିଭିନ୍ନ ଜଳାଶୟରେ ଧର୍ମର ଡଙ୍ଗା ଭସାଇଛନ୍ତି। ତେବେ ଏହି ଡଙ୍ଗା କିଛି ଲୋକଙ୍କର ଜୀବନ…

Continue Readingରୋଜଗାର ଦେଇଛି ବୋଇତ, ବର୍ଷକୁ ଥରେ ଡଙ୍ଗା ତିଆରି କରି ପରିବାର ପୋଷୁଛନ୍ତି ସୁଶାନ୍ତ

ସାମ୍ନାକୁ ଆସିଲା ହୋଣ୍ଡା ଆକ୍ଟିଭା ଇଲେକ୍ଟ୍ରିକ୍ ସ୍କୁଟରର ପ୍ରଥମ ଝଲକ, କମ୍ପାନୀ ରିଲିଜ କଲା ଟିଜର

ଅନୁଗୁଳ : ହୋଣ୍ଡା ମୋଟରସାଇକେଲ ଏବଂ ସ୍କୁଟର ଇଣ୍ଡିଆ ପକ୍ଷରୁ ବହୁ ପ୍ରତୀକ୍ଷିତ ଇଲେକ୍ଟ୍ରିକ୍ ସ୍କୁଟରର ଟିଜର ରିଲିଜ କରାଯାଇଛି। ଏହାର ନାଁ ଆକ୍ଟିଭା ଇଲେକ୍ଟ୍ରିକ୍ କିମ୍ବା eActiva ରହିବ ବୋଲି ଆଶା କରାଯାଉଛି। ଏହି ଟିଜରରେ ଏଲଇଡି ହେଡଲାଇଟ୍ କୁ…

Continue Readingସାମ୍ନାକୁ ଆସିଲା ହୋଣ୍ଡା ଆକ୍ଟିଭା ଇଲେକ୍ଟ୍ରିକ୍ ସ୍କୁଟରର ପ୍ରଥମ ଝଲକ, କମ୍ପାନୀ ରିଲିଜ କଲା ଟିଜର

ନାଲକୋ ସ୍ମେଲଟର ଗ୍ରୀନ ଅନୋଡ଼ ପ୍ଲାଣ୍ଟ (୨)ରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ଜିନିଷ ନଷ୍ଟ

ଅନୁଗୁଳ: ଅନୁଗୁଳ ନାଲକୋ ସ୍ମେଲଟର ଗ୍ରୀନ ଅନୋଡ଼ ପ୍ଲାଣ୍ଟ (୨)ରେ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ଜିନିଷ ପୋଡ଼ିଯାଇଛି। ତେବେ ଏଥିରେ କୌଣସି କର୍ମଚାରୀ ମୃତାହତ ହୋଇନଥିବା ସୂଚନା ମିଳିଛି। ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ଜଣାଯାଇଛି। ସୂଚନା…

Continue Readingନାଲକୋ ସ୍ମେଲଟର ଗ୍ରୀନ ଅନୋଡ଼ ପ୍ଲାଣ୍ଟ (୨)ରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ଜିନିଷ ନଷ୍ଟ

କାର୍ତ୍ତିକେଶ୍ୱରଙ୍କ ପୂଜା ପାଇଁ ତୁରଙ୍ଗ ଗାଁ ଚଳଚଞ୍ଚଳ, ମେଲଣ ଶୋଭାଯାତ୍ରାରେ ଭାଗ ନେବେ ୧୭ ଟି ମେଢ଼

ଅନୁଗୁଳ: ଅନୁଗୁଳ ବ୍ଲକ ତୁରଙ୍ଗ ଗ୍ରାମରେ କାର୍ତ୍ତିକେଶ୍ୱରଙ୍କ ପୂଜା ଖୁବ ଧୁମଧାମରେ ଅନୁଷ୍ଠିତ ହୋଇଛି। ସମସ୍ତ ପୂଜା କମିଟି ପକ୍ଷରୁ ପ୍ରତିଯୋଗିତାମୂଳକ ଭାବେ ରଙ୍ଗୀନ ଆଲୋକରେ ପୂଜାଞ୍ଚଳ ଝଲସି ଉଠୁଛି। ସୋମବାର ସନ୍ଧ୍ୟାରେ ପୂଜା କମିଟିର କର୍ମକର୍ତ୍ତାମାନେ ବାଦ୍ୟବାଜଣା ସହକାରେ ଏକ…

Continue Readingକାର୍ତ୍ତିକେଶ୍ୱରଙ୍କ ପୂଜା ପାଇଁ ତୁରଙ୍ଗ ଗାଁ ଚଳଚଞ୍ଚଳ, ମେଲଣ ଶୋଭାଯାତ୍ରାରେ ଭାଗ ନେବେ ୧୭ ଟି ମେଢ଼

“ଷ୍ଟେଟ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ”ର ସମ୍ପାଦକ ହେଲେ ବନମାଳୀ, ସଭାପତି ହେଲେ ବିରଜା

  ଅନୁଗୁଳ : "ଷ୍ଟେଟ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ" ଅନୁଗୁଳ ଜିଲ୍ଲା ଶାଖାର ଦ୍ଵିବାର୍ଷିକ ନିର୍ବାଚନ ଅନୁଷ୍ଠିତ ହୋଇଛି। ତାଳଚେର ସ୍ଥିତ ଏକ ହୋଟେଲ ସଭା ଗୃହରେ ଆୟୋଜିତ ଏସୟୁଜେର ସାଧାରଣ ପରିଷଦ ବୈଠକରେ ରାଜ୍ୟ ସଭାପତି କୈଳାଶ ଚନ୍ଦ୍ର ନାୟକ…

Continue Reading“ଷ୍ଟେଟ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ”ର ସମ୍ପାଦକ ହେଲେ ବନମାଳୀ, ସଭାପତି ହେଲେ ବିରଜା