ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ଅନୁଗୁଳ ପୋଲିସ ଛାଟ୍: ଦୁଇ ଦିନରେ ୧୩,୭୧,୫୦୦ ଟଙ୍କାର ଫାଇନ ଆଦାୟ
ଅନୁଗୁଳ: ଗଜଲକ୍ଷ୍ମୀ ପୂଜା ବେଳେ ଟ୍ରାଫିକ ନିୟମ ଭାଙ୍ଗି ବେପରୁଆ ଗାଡ଼ି ଚାଳନା କରୁଥିବା ଏକାଧିକ ବ୍ୟକ୍ତିଙ୍କୁ ଧରିଛି ଅନୁଗୁଳ ପୋଲିସ ଏନଫୋର୍ସମେଣ୍ଟ ଟିମ୍। ସେମାନଙ୍କ ଠାରୁ ମୋଟା ଅଙ୍କର ଫାଇନ୍ ଆଦାୟ କରାଯାଇଛି। ଏହି ଚେକିଂ ବେଳେ ବାଇକରେ ତିନି…
