୧୯ ରୁ ମାଟ୍ରିକ ଖାତା ଦେଖା, ଅନୁଗୁଳ ଉଚ୍ଚ ବିଦ୍ୟାଳୟରେ ହୋଇଛି ମୂଲ୍ୟାୟନ କେନ୍ଦ୍ର

ଅନୁଗୁଳ: ଚଳିତ ବର୍ଷ ହୋଇଥିବା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାର ଖାତା ମୂଲ୍ୟାୟନ ଆସନ୍ତା ୧୯ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି। ଏ ନେଇ ଗଣଶିକ୍ଷା ବିଭାଗ ଓ ଜିଲ୍ଲା ଶିକ୍ଷା ବିଭାଗ ସମସ୍ତ ପ୍ରକାର ପ୍ରସ୍ତୁତି କରି ସାରିଛି।ଅନୁଗୁଳ ଉଚ୍ଚ…

Continue Reading୧୯ ରୁ ମାଟ୍ରିକ ଖାତା ଦେଖା, ଅନୁଗୁଳ ଉଚ୍ଚ ବିଦ୍ୟାଳୟରେ ହୋଇଛି ମୂଲ୍ୟାୟନ କେନ୍ଦ୍ର

ମାର୍ଚ୍ଚ ୨୪ ଓ ୨୫ରେ ବ୍ୟାଙ୍କ ଧର୍ମଘଟ, ଲଗାତାର ୪ଦିନ ବନ୍ଦ ରହିବ ବ୍ୟାଙ୍କ

ଭୁବନେଶ୍ୱର: ମାର୍ଚ୍ଚ ୨୪ ଓ ୨୫ରେ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ହେବାକୁଥ‌ିବାବେଳେ ମାର୍ଚ୍ଚ ୨୨ ଓ ୨୩ରେ ଶନିବାର ଏବଂ ରବିବାର ଥ‌ିବାରୁ ଲଗାତାର ୪ ଦିନ ବ୍ୟାଙ୍କ ସେବା ବନ୍ଦ ରହିବା ନେଇ ସୂଚନାମିଳିଛି। ତେବେ ଇଣ୍ଡିଆନ ବ୍ୟାଙ୍କସ୍ ଆସୋସିଏସନ…

Continue Readingମାର୍ଚ୍ଚ ୨୪ ଓ ୨୫ରେ ବ୍ୟାଙ୍କ ଧର୍ମଘଟ, ଲଗାତାର ୪ଦିନ ବନ୍ଦ ରହିବ ବ୍ୟାଙ୍କ

ମାର୍ଚ୍ଚ ୨୪ ଓ ୨୫ରେ ବ୍ୟାଙ୍କ ଧର୍ମଘଟ, ଲଗାତାର ୪ଦିନ ବନ୍ଦ ରହିବ ବ୍ୟାଙ୍କ

ଭୁବନେଶ୍ୱର: ମାର୍ଚ୍ଚ ୨୪ ଓ ୨୫ରେ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ହେବାକୁଥ‌ିବାବେଳେ ମାର୍ଚ୍ଚ ୨୨ ଓ ୨୩ରେ ଶନିବାର ଏବଂ ରବିବାର ଥ‌ିବାରୁ ଲଗାତାର ୪ ଦିନ ବ୍ୟାଙ୍କ ସେବା ବନ୍ଦ ରହିବା ନେଇ ସୂଚନାମିଳିଛି। ତେବେ ଇଣ୍ଡିଆନ ବ୍ୟାଙ୍କସ୍ ଆସୋସିଏସନ…

Continue Readingମାର୍ଚ୍ଚ ୨୪ ଓ ୨୫ରେ ବ୍ୟାଙ୍କ ଧର୍ମଘଟ, ଲଗାତାର ୪ଦିନ ବନ୍ଦ ରହିବ ବ୍ୟାଙ୍କ

ଉତ୍କଳ ଦିବସ ନେଇ ପ୍ରସ୍ତୁତି ବୈଠକ, ସମୀକ୍ଷା କଲେ ଉପଜିଲ୍ଲାପାଳ

ଅନୁଗୁଳ: ଉତ୍କଳ ଦିବସ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଆଜି ଉପଜିଲ୍ଲାପାଳ ସମୀର କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଉପଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଛି। ବୈଠକରେ ତାଳଚେର ଗୋଷ୍ଠୀ ଉନ୍ନୟନ ଅଧିକାରୀ, କାର୍ଯ୍ୟନିର୍ବାହୀ ଅଧିକାରୀ, ସହାୟକ ଜିଲ୍ଲାପାଳ ଓ ସୂଚନା, ଲୋକସମ୍ପର୍କ ଅଧିକାରୀ, ସିଭିଲ…

Continue Readingଉତ୍କଳ ଦିବସ ନେଇ ପ୍ରସ୍ତୁତି ବୈଠକ, ସମୀକ୍ଷା କଲେ ଉପଜିଲ୍ଲାପାଳ

୪ ଫୁଟିଆ ଅଜଗର ଓ ନାଗ ସାପ ଉଦ୍ଧାର, ଜଙ୍ଗଲରେ ଛାଡ଼ିଲେ ସର୍ପ ମିତ୍ର

ଅନୁଗୁଳ: ଅନୁଗୁଳର ବିଭିନ୍ନ ସ୍ଥାନରୁ ଏକ ଅଜଗର ଓ ଏକ ନାଗ ସାପ ଉଦ୍ଧାର କରିଛନ୍ତି ସର୍ପ ମିତ୍ର। ଗତକାଲି ସ୍ଥାନୀୟ ବିଇଡି କଲୋନୀରୁ ସର୍ପମିତ୍ର ଆଦିତ୍ୟ ବେହେରା ଏକ ୪ ଫୁଟର ନାଗସାପ ଉଦ୍ଧାର କରିଥିଲେ। ସେହିପରି ସକାଳେ ମଝିକା…

Continue Reading୪ ଫୁଟିଆ ଅଜଗର ଓ ନାଗ ସାପ ଉଦ୍ଧାର, ଜଙ୍ଗଲରେ ଛାଡ଼ିଲେ ସର୍ପ ମିତ୍ର

ନାଲକୋ ଠିକାଦାର ସଂଘର କାର୍ଯ୍ୟକର୍ତ୍ତା ଚୟନ, ବିପ୍ଲବ ଜେନାଙ୍କୁ ସଭାପତି ଦାୟିତ୍ବ

ଅନୁଗୁଳ: ଆଜି ସକାଳେ ନାଲକୋ ଠିକାଦାର ସଂଘର ସାଧାରଣ ବୈଠକ ସଂଘ କାର୍ଯ୍ୟାଳୟରେ ଆୟୋଜିତ ହୋଇଛି। ବୈଠକରେ ସର୍ବସମ୍ମତିକ୍ରମେ ସଂଘର କାର୍ଯ୍ୟକର୍ତ୍ତା ଚୟନ କରାଯାଇଛି। ବିପ୍ଲବ ଜେନାଙ୍କୁ ସଭାପତି ଦାୟିତ୍ବ ଦିଆଯାଇଥିବା ବେଳେ ବୁଲେଶ ଜେନାଙ୍କୁ କାର୍ଯ୍ୟକାରୀ ସଭାପତି, କୁନା ଗଡ଼ନାୟକଙ୍କୁ…

Continue Readingନାଲକୋ ଠିକାଦାର ସଂଘର କାର୍ଯ୍ୟକର୍ତ୍ତା ଚୟନ, ବିପ୍ଲବ ଜେନାଙ୍କୁ ସଭାପତି ଦାୟିତ୍ବ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗ: ଶେଷ ଦର୍ଶନ କଲେ ପ୍ରଧାନମନ୍ତ୍ରୀ ମୋଦି

ଅନୁଗୁଳ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ଶେଷ ଦର୍ଶନ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ପରେ ସେ ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇଛନ୍ତି। ସୂଚନା ମୁତାବକ, ସୋମବାର ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର…

Continue Readingପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗ: ଶେଷ ଦର୍ଶନ କଲେ ପ୍ରଧାନମନ୍ତ୍ରୀ ମୋଦି

ଜେସିଆଇ ସ୍କେଟିଂ ପ୍ରଶିକ୍ଷଣ ଶିବିର ଉଦଘାଟିତ, ୭ ଦିନ ଧରି ଚାଲିବ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଜେସିଆଇ (ଜୁନିଅର୍ ଚାମ୍ବର ଇଣ୍ଟର ନାସନାଲ) ପକ୍ଷରୁ ଏକ ସ୍କେଟିଂ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଛି। ଏମସିଏଲ ଜଗନ୍ନାଥ ଡି ଏ ଭି ସ୍କୁଲ ପରିସରରେ ଆୟୋଜିତ ଏହି ଶିବିରକୁ ଏରିଆ ପର୍ସନାଲ୍ ମ୍ୟାନେଜର ମାନସ…

Continue Readingଜେସିଆଇ ସ୍କେଟିଂ ପ୍ରଶିକ୍ଷଣ ଶିବିର ଉଦଘାଟିତ, ୭ ଦିନ ଧରି ଚାଲିବ

ଏଣିକି ବେସରକାରୀ ସ୍କୁଲରେ ମାଗଣାରେ ପଢ଼ିବେ ଗରିବ ପିଲା, ମାର୍ଚ୍ଚ ୧୮ରୁ ପଞ୍ଜୀକରଣ ଆରମ୍ଭ

ଅନୁଗୁଳ: ଏଣିକି ବେସରକାରୀ ସ୍କୁଲରେ ମାଗଣାରେ ପଢ଼ିବେ ଗରିବ ପିଲା। ଶିକ୍ଷା ଅଧିକାରରେ ଆର୍ଥିକ ଭାବେ ପଛୁଆ ପିଲାଙ୍କୁ ମିଳିଛି ନୂଆ ସୁଯୋଗ। ଆଶାୟୀ ବିଦ୍ୟାର୍ଥୀ ଆରଟିଇ- ପାରଦର୍ଶୀ ସାଇଟରେ ଅନଲାଇନ ମାଧ୍ୟମରେ ଆସନ୍ତା ୧୮ରୁ ପଞ୍ଜୀକରଣ କରିପାରିବେ। ସରକାରଙ୍କ ଶିକ୍ଷା ଅଧିକାର…

Continue Readingଏଣିକି ବେସରକାରୀ ସ୍କୁଲରେ ମାଗଣାରେ ପଢ଼ିବେ ଗରିବ ପିଲା, ମାର୍ଚ୍ଚ ୧୮ରୁ ପଞ୍ଜୀକରଣ ଆରମ୍ଭ

ଅନୁଗୁଳ ଉଚ୍ଚ ବିଦ୍ୟାଳୟର ଶତ ବାର୍ଷିକୀ ପାଳନ ପ୍ରସ୍ତୁତି: ଅବସରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କୁ କାର୍ଯ୍ୟକାରୀ ସଭାପତି ଦାୟିତ୍ୱ

ଅନୁଗୁଳ: ଅନୁଗୁଳ ଉଚ୍ଚ ବିଦ୍ୟାଳୟର ଶତ ବାର୍ଷିକୀ ଉତ୍ସବ ପାଳନ ନିମନ୍ତେ ତୃତୀୟ ସାଧାରଣ ବୈଠକ ରବିବାର ସ୍ଥାନୀୟ ଟାଉନହଲ ଠାରେ ଆୟୋଜିତ ହୋଇଛି। ବିଦ୍ୟାଳୟର ପୁରାତନ ଛାତ୍ର ପ୍ରାଧ୍ୟାପକ କୁମୁଦଚନ୍ଦ୍ର ଦାସଙ୍କ ପୌରାହିତ୍ୟରେ ଆୟୋଜିତ ବୈଠକରେ ସର୍ବ ସମ୍ମତି କ୍ରମେ…

Continue Readingଅନୁଗୁଳ ଉଚ୍ଚ ବିଦ୍ୟାଳୟର ଶତ ବାର୍ଷିକୀ ପାଳନ ପ୍ରସ୍ତୁତି: ଅବସରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କୁ କାର୍ଯ୍ୟକାରୀ ସଭାପତି ଦାୟିତ୍ୱ