ହେମୁସରପଡ଼ା ଦୁର୍ଗା ପୂଜା ମଣ୍ଡପ ପରିଦର୍ଶନ କଲେ ନୂଆ ଏସପି ରାହୁଲ ଜୈନ, ମା’ଙ୍କ ଆଶୀର୍ବାଦ ନେବା ସହ ଲୋକଙ୍କ ସାଙ୍ଗେ କଲେ ଆଲୋଚନା

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ନୂତନ ଏସପି ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ଆଇ.ପି.ଏସ ରାହୁଲ ଜୈନ ଜିଲ୍ଲାର ବିଭିନ୍ନ ପୂଜା ମଣ୍ଡପ ବୁଲି ସୁରକ୍ଷା ଯାଞ୍ଚ କରିବା ସହ ମା'ଙ୍କ ଆଶୀର୍ବାଦ ନେଇଛନ୍ତି। ଆଜି ସନ୍ଧ୍ୟାରେ ଅନୁଗୁଳ ଏସପି ବିଭିନ୍ନ ମଣ୍ଡପ…

Continue Readingହେମୁସରପଡ଼ା ଦୁର୍ଗା ପୂଜା ମଣ୍ଡପ ପରିଦର୍ଶନ କଲେ ନୂଆ ଏସପି ରାହୁଲ ଜୈନ, ମା’ଙ୍କ ଆଶୀର୍ବାଦ ନେବା ସହ ଲୋକଙ୍କ ସାଙ୍ଗେ କଲେ ଆଲୋଚନା

ସାତକୋଶିଆର ସୁରକ୍ଷା ପାଇଁ ବନ ବିଭାଗ ତତ୍ପର: ଜଗିବାକୁ ଆସିବ ୧୨ ଇସୁଜୁ ଭ୍ୟାନ୍ ଓ ୧୦ ଟି ‛ଥାର’

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାତକୋଶିଆରେ ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ପ୍ରାକ ପ୍ରସ୍ତୁତିରେ ଲାଗି ପଡ଼ିଛି ରାଜ୍ୟ ବନ ବିଭାଗ। ପୁଣିଥରେ ନୂଆ ପ୍ରକଳ୍ପ ପାଇଁ ଭିତ୍ତି ଭୂମି ସଜାଡ଼ିବା ସହ ସୁରକ୍ଷା…

Continue Readingସାତକୋଶିଆର ସୁରକ୍ଷା ପାଇଁ ବନ ବିଭାଗ ତତ୍ପର: ଜଗିବାକୁ ଆସିବ ୧୨ ଇସୁଜୁ ଭ୍ୟାନ୍ ଓ ୧୦ ଟି ‛ଥାର’

ଖଣିରେ ନିଯୁକ୍ତି ଦେବାକୁ ଜମିହରା ପ୍ରଜାଙ୍କ ଦାବି: ଭୁବନେଶ୍ୱରୀ କୋଇଲା ଖଣି ସାଇଲୋରେ ଆନ୍ଦୋଳନରେ ବସିଛନ୍ତି ଶତାଧିକ ଯୁବକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଭୁବନେଶ୍ୱରୀ କୋଇଲା ଖଣି ସାଇଲୋରେ ନିଯୁକ୍ତି ଦାବିରେ ଖଣି କ୍ଷତିଗ୍ରସ୍ତ ହେସମୂଳ ଗ୍ରାମର ଶତାଧିକ ବେକାର ଯୁବକ ଆନ୍ଦୋଳନ କରିଛନ୍ତି। ସୂଚନା ମୁତାବକ, ଜମିବାଡ଼ି ହରାଇ ବେକାର ହୋଇ ବସିଥିବା ଯୁବକମାନେ ଦୀର୍ଘ ଦିନ ଧରି…

Continue Readingଖଣିରେ ନିଯୁକ୍ତି ଦେବାକୁ ଜମିହରା ପ୍ରଜାଙ୍କ ଦାବି: ଭୁବନେଶ୍ୱରୀ କୋଇଲା ଖଣି ସାଇଲୋରେ ଆନ୍ଦୋଳନରେ ବସିଛନ୍ତି ଶତାଧିକ ଯୁବକ

ଆକ୍ସନ ମୋଡ଼ରେ ଅନୁଗୁଳ ଜିଲ୍ଲା ପୋଲିସ: ବିଭିନ୍ନ ସ୍ଥାନରୁ ୨୩ଟି ବିକଟାଳ ଶବ୍ଦ କରୁଥିବା ବୁଲେଟ୍ ଜବତ

ଅନୁଗୁଳ: ଆକ୍ସନ ମୋଡ଼ରେ ଅନୁଗୁଳ ଜିଲ୍ଲା ପୋଲିସ। ଆଜି ତାଳଚେର, କୋଲିୟରୀ ଓ ବିକ୍ରମପୁର ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ପୋଲିସ୍ ଚଢ଼ଉ କରି କାନଫଟା ଗର୍ଜନ କରୁଥିବା ୨୩ଟି ବୁଲେଟ୍‌ ଜବତ କରିଛି। ଏଥିସହ ସେମାନଙ୍କର ବିରୋଧରେ ମାମଲା ରୁଜୁ…

Continue Readingଆକ୍ସନ ମୋଡ଼ରେ ଅନୁଗୁଳ ଜିଲ୍ଲା ପୋଲିସ: ବିଭିନ୍ନ ସ୍ଥାନରୁ ୨୩ଟି ବିକଟାଳ ଶବ୍ଦ କରୁଥିବା ବୁଲେଟ୍ ଜବତ

ବନ୍ଧୁ ଘରକୁ ଯିବା ବେଳେ ଧକ୍କା ଦେଲା ବାଇକ, ରାସ୍ତାରେ ଖସି ପଡ଼ି ମହିଳା ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଅନ୍ତର୍ଗତ କୋଲିୟରୀ ଥାନା ଅଞ୍ଚଳରେ ଆଜି ବାଇକ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ହେଲେ ପର୍ଜଙ୍ଗ ଅଞ୍ଚଳର ଭଗବତୀ ଦେହୁରୀ (୫୫)। ସୂଚନା ମୁତାବକ, ଭଗବତୀ ଲିଙ୍ଗରାଜ ଟାଉନସିପ୍ ଦେଇ ବନ୍ଧୁ…

Continue Readingବନ୍ଧୁ ଘରକୁ ଯିବା ବେଳେ ଧକ୍କା ଦେଲା ବାଇକ, ରାସ୍ତାରେ ଖସି ପଡ଼ି ମହିଳା ମୃତ

କୁଆଡ଼େ ଗଲେ ନାରୀନେତ୍ରୀ

ଅନୁଗୁଳ: ନିର୍ବାଚନ ଆଗରୁ ବିଜେଡି ସ୍ଥିତି ଖରାପ ହେଉଥିବା ଦେଖି ଅନୁଗୁଳରେ ଏକ ନୂଆ ଚାଲ ଖେଳିଥିଲା। ବିଧାୟକ ରଜନୀକାନ୍ତ ସିଂହଙ୍କ ଟିକେଟ କାଟି ତାଙ୍କ ପତ୍ନୀ ସଂଯୁକ୍ତା ସିଂହଙ୍କୁ ବିଜେଡି ଅନୁଗୁଳ ବିଧାନସଭା ପାଇଁ ପ୍ରାର୍ଥୀ କରିଥିଲା। ଭାବିଥିଲା, ମହିଳା…

Continue Readingକୁଆଡ଼େ ଗଲେ ନାରୀନେତ୍ରୀ

ମା’ଙ୍କ ଆଗମନ ପାଇଁ ଅନୁଗୁଳରେ ପ୍ରସ୍ତୁତି ଶେଷ, ଜିଲ୍ଲା ପୋଲିସ ପକ୍ଷରୁ ଫୁଟ୍ ପାଟ୍ରୋଲିଂ ଆୟୋଜିତ

ଅନୁଗୁଳ: ଆରମ୍ଭ ହୋଇଛି ନବରାତ୍ର ଉତ୍ସବ। ଆସନ୍ତାକାଲି ଗୁରୁବାର ଠାରୁ ଅନୁଗୁଳରେ ଆରମ୍ଭ ହେଉଛି ମା' ଦୁର୍ଗାଙ୍କ ପୂଜାର୍ଚ୍ଚନା। ମା'ଙ୍କ ଆଗମନ ପାଇଁ ଅନୁଗୁଳ ସହର ସଜେଇ ହୋଇଛି। ସହରରେ ପୂଜାବେଳେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାହୁଲ…

Continue Readingମା’ଙ୍କ ଆଗମନ ପାଇଁ ଅନୁଗୁଳରେ ପ୍ରସ୍ତୁତି ଶେଷ, ଜିଲ୍ଲା ପୋଲିସ ପକ୍ଷରୁ ଫୁଟ୍ ପାଟ୍ରୋଲିଂ ଆୟୋଜିତ

ଇନ୍ଦ୍ରଙ୍କୁ ସନ୍ତୁଷ୍ଟ କରିବାକୁ କଂଜା ଗାଁରେ ଗିରି ଗୋବର୍ଦ୍ଧନ ପୂଜା ଆୟୋଜିତ

ଅନୁଗୁଳ: ଅନୁଗୁଳ ବ୍ଲକ ବଡ଼କନ୍ତକୁଳ ପଞ୍ଚାୟତ କଂଜା ଗାଁରେ ଗିରି ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହୋଇଛି। ଏହି ପୂଜା ଗାଁ ନିକଟ ପାହାଡ଼ ଖୋଲରେ ଶହ ଶହ ବର୍ଷ ଧରି ଚାଲି ଆସୁଛି। ଏହି ପୂଜା ଦ୍ଵାରା ଇନ୍ଦ୍ର ସୁବୃଷ୍ଟି କରିଥାନ୍ତି।…

Continue Readingଇନ୍ଦ୍ରଙ୍କୁ ସନ୍ତୁଷ୍ଟ କରିବାକୁ କଂଜା ଗାଁରେ ଗିରି ଗୋବର୍ଦ୍ଧନ ପୂଜା ଆୟୋଜିତ

ବିକଟାଳ ଶବ୍ଦ ଛାଡୁଥିବା ବାଇକକୁ ଆଉ ରକ୍ଷା ନାହିଁ: ଅନୁଗୁଳ ପୋଲିସ୍‌ର ଧରପଗଡ଼, ୫ ବାଇକ୍ ଜବତ

ଅନୁଗୁଳ: ବିକଟାଳ ଶବ୍ଦ ଛାଡୁଥିବା ବାଇକକୁ ଆଉ ରକ୍ଷା ନାହିଁ। ଏଣିକି ଅନୁଗୁଳରେ କାନ ଫଟାଇ ଦେଉଥିବା ଗର୍ଜନ କରି ବାଇକ ଚଳାଇଲେ ସିଧା ଉଠାଇ ନେଉଛି ପୋଲିସ। ଅନୁଗୁଳ ସହରରେ ଧରପଗଡ଼ ଆରମ୍ଭ କରିଛି ପୋଲିସ୍‌। ମଙ୍ଗଳବାର ଟାଉନ୍ ଥାନା…

Continue Readingବିକଟାଳ ଶବ୍ଦ ଛାଡୁଥିବା ବାଇକକୁ ଆଉ ରକ୍ଷା ନାହିଁ: ଅନୁଗୁଳ ପୋଲିସ୍‌ର ଧରପଗଡ଼, ୫ ବାଇକ୍ ଜବତ

ସାମାନ୍ୟ ଝଗଡ଼ାକୁ ନେଇ ଘର ପୋଡ଼ି ମାମଲା, ଅଭିଯୁକ୍ତ ପଡ଼ୋଶୀ ଗିରଫ

ଅନୁଗୁଳ: ଏକ ଘର ପୋଡ଼ି ମାମଲାର ତଦନ୍ତ କରି ଅନୁଗୁଳ ଜିଲ୍ଲା କଣିହାଁ ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲେ କଣିହାଁ ବ୍ଲକ ଡେରଙ୍ଗ ଗ୍ରାମର ଦିଲ୍ଲୀପ ଦେହୁରୀ(୪୪)। ସୂଚନା ମୁତାବକ, ଗତ…

Continue Readingସାମାନ୍ୟ ଝଗଡ଼ାକୁ ନେଇ ଘର ପୋଡ଼ି ମାମଲା, ଅଭିଯୁକ୍ତ ପଡ଼ୋଶୀ ଗିରଫ