କବୟିତ୍ରୀ ଶାନ୍ତିଲତା ରଥଙ୍କ କବିତା ସଂକଳନ “ନୀଡ଼ ଓ ଆକାଶ” ପୁସ୍ତକ ଉନ୍ମୋଚିତ

ଅନୁଗୁଳ : ଗାନ୍ଧୀ ଜୟନ୍ତୀ ଅବସରରେ ଅନୁଗୁଳ ଜିଲ୍ଲା ପାଠାଗାର ଠାରେ ଆୟୋଜିତ ହୋଇଥିବା ଆଲୋଚନା ଚକ୍ର ଓ କବିତା ପାଠ ଉତ୍ସବରେ କବୟିତ୍ରୀ ଶାନ୍ତିଲତା ରଥଙ୍କ କବିତା ସଂକଳନ "ନୀଡ଼ ଓ ଆକାଶ" ପୁସ୍ତକ ଉନ୍ମୋଚିତ ହୋଇଛି। ଏଥିରେ ଧର୍ମ,…

Continue Readingକବୟିତ୍ରୀ ଶାନ୍ତିଲତା ରଥଙ୍କ କବିତା ସଂକଳନ “ନୀଡ଼ ଓ ଆକାଶ” ପୁସ୍ତକ ଉନ୍ମୋଚିତ

ଅମଲାପଡ଼ା ମା’ ଗଜଲକ୍ଷ୍ମୀ ପୂଜା କମିଟିର ପ୍ରସ୍ତୁତି ବୈଠକ, ନୂଆ ସଦସ୍ୟ ଚୟନିତ

ଅନୁଗୁଳ: ସ୍ଥାନୀୟ ଅମଲାପଡ଼ା ଦୁର୍ଗା ମଣ୍ଡପ ଠାରେ ମା' ଗଜଲକ୍ଷ୍ମୀ ପୂଜା କମିଟିର ପ୍ରସ୍ତୁତି ବୈଠକ ବରିଷ୍ଠ ଉପଦେଷ୍ଟା ଶଙ୍କର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ସାଧାରଣ ସମ୍ପାଦକ ଅରୁଣ କୁମାର ବରାଳ ଗତବର୍ଷ ପୂଜାର ଆୟବ୍ୟୟ ସଂକ୍ରାନ୍ତରେ ଏକ ବିବରଣୀ…

Continue Readingଅମଲାପଡ଼ା ମା’ ଗଜଲକ୍ଷ୍ମୀ ପୂଜା କମିଟିର ପ୍ରସ୍ତୁତି ବୈଠକ, ନୂଆ ସଦସ୍ୟ ଚୟନିତ

ଦିନ ଦ୍ୱିପ୍ରହରରେ ବ୍ୟବସାୟୀଙ୍କୁ ଲୁଟ! ବନ୍ଧୁକ ଦେଖାଇ ୬୮ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଖମାର ଥାନା ବରକଲାପାଲ ଗାଁ ମୁଣ୍ଡରୁ ଆଜି ବନ୍ଧୁକ ଦେଖାଇ ୬୮ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ସୂଚନା ଅନୁଯାୟୀ, ତାଳଚେର ଅଞ୍ଚଳର ବ୍ୟବସାୟୀ ରାକେଶ ଗୁପ୍ତା ନାମକ ତାଙ୍କ ମିନି ଟ୍ରକ୍ ଯୋଗେ…

Continue Readingଦିନ ଦ୍ୱିପ୍ରହରରେ ବ୍ୟବସାୟୀଙ୍କୁ ଲୁଟ! ବନ୍ଧୁକ ଦେଖାଇ ୬୮ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ଘରେ କେହି ନ ଥିବା ବେଳେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଶନିବାର ଜଣେ ଯୁବକକୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ହେଲେ ନାଲମ ଗ୍ରାମର କାର୍ତ୍ତିକା ଗୋଚ୍ଛାୟତ(୨୭)। ସୂଚନା ମୁତାବକ, ପୀଡ଼ିତା ଯୁବତୀଙ୍କ ବାପା, ମା' ଘରେ…

Continue Readingଘରେ କେହି ନ ଥିବା ବେଳେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ

କଣିହାଁରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଆୟୋଜିତ, ଅନ୍ତର୍ନିହିତ ପ୍ରତିଭା ପ୍ରଦର୍ଶନ କଲେ ଛାତ୍ରଛାତ୍ରୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ସ୍ଥିତ ପବିତ୍ରମୋହନ ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି - ୨୦୨୪ ଆୟୋଜିତ ହୋଇଛି। କଣିହାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଦ୍ୱାରା ଏନଟିପିସି ତାଳଚେର କଣିହାଁ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତାରେ…

Continue Readingକଣିହାଁରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଆୟୋଜିତ, ଅନ୍ତର୍ନିହିତ ପ୍ରତିଭା ପ୍ରଦର୍ଶନ କଲେ ଛାତ୍ରଛାତ୍ରୀ

ଓ.ଏସ୍.ଏସ୍.ଏସ୍.ସି. ପରୀକ୍ଷାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତିକୁ ଡିୱାଇଓର ବିରୋଧ: ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ଅଫଲାଇନ ପରୀକ୍ଷା ପାଇଁ ଦାବି

ଅନୁଗୁଳ: ଓଡ଼ିଶା ସବ୍ଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ କମିଶନ (ଓ.ଏସ୍.ଏସ୍.ଏସ୍.ସି) ଦ୍ୱାରା ପରିଚାଳିତ ଆର୍.ଆଇ, ଏ.ଆର୍.ଆଇ, ଆଇ.ସି.ଡି.ଏସ୍. ସୁପରଭାଇଜର ଓ ଅମିନ ପରୀକ୍ଷାରେ ବ୍ୟାପକ ଅନିୟମିତତାକୁ ଦୃଢ଼ ନିନ୍ଦା କରିଛି ଏ.ଆଇ.ଡି.ୱାଇ.ଓ. ଓଡ଼ିଶା ରାଜ୍ୟ କମିଟି। କମିଟି କହିଛି ଯେ ଓ.ଏସ୍.ଏସ୍.ଏସ୍.ସି ଆଶାୟୀ…

Continue Readingଓ.ଏସ୍.ଏସ୍.ଏସ୍.ସି. ପରୀକ୍ଷାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତିକୁ ଡିୱାଇଓର ବିରୋଧ: ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ଅଫଲାଇନ ପରୀକ୍ଷା ପାଇଁ ଦାବି

କେନ୍ଦ୍ରୀୟ ପୂଜା କମିଟିକୁ ପ୍ରଶାସନର ଅଣଦେଖା! ମିଟିଂ ଡାକି ନିଜେ ଆସିଲେନି ଉପଜିଲ୍ଲାପାଳ, ଅସନ୍ତୁଷ୍ଟ ହେଲେ କମିଟି ସଦସ୍ୟ

ଅନୁଗୁଳ: ଅନୁଗୁଳ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ହେବାକୁ ଥିବା ବୈଠକରେ ଅସନ୍ତୁଷ୍ଟ ହୋଇ ଅନୁଗୁଳ କେନ୍ଦ୍ରୀୟ ପୂଜା କମିଟିର ସଦସ୍ୟ ମାନେ ଉଠି ପଳାଇଛନ୍ତି। ଜିଲ୍ଲା ପ୍ରଶାସନ ସହଯୋଗ ନ କଲେ ବି ପୂଜା କମିଟିଗୁଡ଼ିକ ଶାନ୍ତି ଶୃଙ୍ଖଳା ଭାବେ ନିଜର ପୂଜା…

Continue Readingକେନ୍ଦ୍ରୀୟ ପୂଜା କମିଟିକୁ ପ୍ରଶାସନର ଅଣଦେଖା! ମିଟିଂ ଡାକି ନିଜେ ଆସିଲେନି ଉପଜିଲ୍ଲାପାଳ, ଅସନ୍ତୁଷ୍ଟ ହେଲେ କମିଟି ସଦସ୍ୟ

ଦାୟିତ୍ୱ ନେବା ପରେ ଆକ୍ସନ ମୋଡରେ ନୂଆ ଏସପି, ପାର୍ବଣରେ ଆଇନ ଶୃଙ୍ଖଳାକୁ ସୁନିଶ୍ଚିତ କରିବାକୁ ଅନୁଗୁଳରେ ଫୁଟ୍ ପ୍ୟାଟ୍ରୋଲିଂ ଆୟୋଜିତ

ଅନୁଗୁଳ: ଅନୁଗୁଳ ଏସ୍‌ପି ଭାବେ ଦାୟିତ୍ୱ ନେବା ପରେ ଆଇପିଏସ୍ ଅଫିସର ରାହୁଲ ଜୈନଙ୍କ ନିର୍ଦ୍ଦେଶରେ ସହରରେ ଫୁଟ ପ୍ୟାଟ୍ରୋଲିଂ ଅନୁଷ୍ଠିତ ହୋଇଛି। ଶୁକ୍ରବାର ସନ୍ଧ୍ୟାରେ ଅନୁଗୁଳ ଏସଡିପିଓ ରମାକାନ୍ତ ମହାଳିକଙ୍କ ନେତୃତ୍ୱରେ ଅନୁଗୁଳ ଟାଉନ ଥାନା ଅଧିକାରୀ ଧୀରେଶ ଦାଶ…

Continue Readingଦାୟିତ୍ୱ ନେବା ପରେ ଆକ୍ସନ ମୋଡରେ ନୂଆ ଏସପି, ପାର୍ବଣରେ ଆଇନ ଶୃଙ୍ଖଳାକୁ ସୁନିଶ୍ଚିତ କରିବାକୁ ଅନୁଗୁଳରେ ଫୁଟ୍ ପ୍ୟାଟ୍ରୋଲିଂ ଆୟୋଜିତ

ଭଡ଼ା ବୃଦ୍ଧି ଦାବି: କୋଇଲା ଟ୍ରକ ମାଲିକ ସଂଘର ଆନ୍ଦୋଳନ ତୃତୀୟ ଦିନରେ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରରେ ଭଡ଼ା ବୃଦ୍ଧି ନେଇ କୋଇଲା ଟ୍ରକ ମାଲିକ ସଂଘର ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଛି। ଫଳରେ କୋଇଲା ପରିବହନ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଅନିର୍ଦ୍ଦିଷ୍ଟକାଳ ପାଇଁ ଚାଲିଥିବା ଏହି ଆନ୍ଦୋଳନ ଫଳରେ ଟ୍ରକ ଚଳାଚଳ ନ…

Continue Readingଭଡ଼ା ବୃଦ୍ଧି ଦାବି: କୋଇଲା ଟ୍ରକ ମାଲିକ ସଂଘର ଆନ୍ଦୋଳନ ତୃତୀୟ ଦିନରେ

ଦୁର୍ଗା ପୂଜାରେ ଲକ୍ଷ୍ମୀ ହୋଣ୍ଡା ଦେଉଛି ଆକର୍ଷଣୀୟ ଉପହାର: ଆରମ୍ଭ ହେଲା ସ୍କ୍ରାଚ ଏଣ୍ଡ ୱିନ ଅଫର

ଅନୁଗୁଳ: ଦୁର୍ଗା ପୂଜା ପାଇଁ ସବୁଠି ଉତ୍ସବର ମାହୋଲ। ଏ ଅବସରରେ ଅନୁଗୁଳସ୍ଥିତ ହୋଣ୍ଡା ମୋଟରସାଇକେଲ ଓ ସ୍କୁଟର ଇଣ୍ଡିଆର ଅଧିକୃତ ବିକ୍ରେତା ଲକ୍ଷ୍ମୀ ହୋଣ୍ଡାରେ ସ୍କ୍ରାଚ ଏଣ୍ଡ ୱିନ ପୂଜା ଅଫର ଆରମ୍ଭ ହୋଇଛି। ଆଞ୍ଚଳିକ ପରିବହନ ଅଧିକାରୀ ନିଖିଲ…

Continue Readingଦୁର୍ଗା ପୂଜାରେ ଲକ୍ଷ୍ମୀ ହୋଣ୍ଡା ଦେଉଛି ଆକର୍ଷଣୀୟ ଉପହାର: ଆରମ୍ଭ ହେଲା ସ୍କ୍ରାଚ ଏଣ୍ଡ ୱିନ ଅଫର