କମୁନି ଆଳୁ ରାଜନୀତି, ୟୁପି ପରେ ପଞ୍ଜାବ ଉପରେ ଭରସା

ଭୁବନେଶ୍ବର: ଆଳୁକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ। ଆଳୁ ଯୋଗାଉଥିବା ପଶ୍ଚିମବଙ୍ଗ ସରକାରଙ୍କ ମନମାନି ଯୋଗୁଁ ଉତ୍ତରପ୍ରଦେଶ ସରକାରଙ୍କ ଉପରେ ଭରସା କରିଥିଲା ଓଡ଼ିଶା। ହେଲେ ଉତ୍ତରପ୍ରଦେଶ ସରକାର ବି ଓଡିଶା ଆବଶ୍ୟକ କରୁଥିବା ଆଳୁ ଯୋଗାଇ ନ ପାରିବ…

Continue Readingକମୁନି ଆଳୁ ରାଜନୀତି, ୟୁପି ପରେ ପଞ୍ଜାବ ଉପରେ ଭରସା

ବଅଁରପାଳ ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା ଚୟନ, ନୂଆ ସଭାପତି ହେଲେ ଅଖିଳ କୁମାର ମହାପାତ୍ର

ଅନୁଗୁଳ: ବଅଁରପାଳ ସାମ୍ବାଦିକ ସଂଘ ତରଫରୁ ପଞ୍ଚ ଶ୍ରୀକ୍ଷେତ୍ର ଜଗନ୍ନାଥ ଧାମ ପରିସରରେ ବରିଷ୍ଠ ସାମ୍ବାଦିକ ଅଖିଳ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇଛି। ପ୍ରଥମେ ସଂଘର ପୂର୍ବତନ ସଭାପତି ସ୍ବର୍ଗତ ରାଜେଶ କୁମାର ନାୟକଙ୍କ ଅକାଳ ବିୟୋଗରେ ତାଙ୍କର…

Continue Readingବଅଁରପାଳ ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା ଚୟନ, ନୂଆ ସଭାପତି ହେଲେ ଅଖିଳ କୁମାର ମହାପାତ୍ର

ଜ୍ଵାଇଁ ଗୁଳିରେ ଶ୍ୱଶୁର ଗୁରୁତର, ବାରହା ଭାବି କରିଥିଲେ ଟାର୍ଗେଟ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ତଲେଇପଥର ଜଙ୍ଗଲରେ ରବିବାର ଭୋରରେ ଜ୍ୱାଇଁର ଗୁଳି ମାଡ଼ରେ ଶ୍ୱଶୁର ଗୁରୁତର ହୋଇଛନ୍ତି। ବାରହା ଶିକାର କରିବା ପାଇଁ ଜ୍ୱାଇଁ ଗୁଳି ମାରୁଥିବା ବେଳେ ଶ୍ୱଶୁରଙ୍କ ଦେହରେ ବାଜିଥିବା ଜଣାଯାଇଛି। ସୂଚନା ମୁତାବକ, ସମ୍ପର୍କୀୟ…

Continue Readingଜ୍ଵାଇଁ ଗୁଳିରେ ଶ୍ୱଶୁର ଗୁରୁତର, ବାରହା ଭାବି କରିଥିଲେ ଟାର୍ଗେଟ

ପାର୍କିଂରେ ଠିଆ ହୋଇଥିବା ଗାଡ଼ିକୁ ଧକ୍କା ଦେଲା ଲକ୍ଷ୍ମୀ ବସ୍, ମଦୁଆ ଡ୍ରାଇଭରକୁ ଧରିଲା ପୋଲିସ

ଅନୁଗୁଳ: ପାର୍କିଂରେ ଠିଆ ହୋଇଥିବା ଗାଡ଼ିକୁ ଧକ୍କା ଦେଲା ଲକ୍ଷ୍ମୀ ବସ୍। ରବିବାର ପୂର୍ବାହ୍ନରେ ଅନୁଗୁଳ ଷ୍ଟେଟ ବ୍ୟାଙ୍କ ସାମ୍ନାରେ ଏହି ଦୁର୍ଘଟଣା ଘଟିଛି। ମଦ ପିଇ ଗାଡ଼ି ଚଳାଉଥିବା ଲକ୍ଷ୍ମୀ ବସ୍ ଡ୍ରାଇଭରକୁ ସ୍ଥାନୀୟ ଲୋକେ କାବୁ କରି ପୋଲିସ…

Continue Readingପାର୍କିଂରେ ଠିଆ ହୋଇଥିବା ଗାଡ଼ିକୁ ଧକ୍କା ଦେଲା ଲକ୍ଷ୍ମୀ ବସ୍, ମଦୁଆ ଡ୍ରାଇଭରକୁ ଧରିଲା ପୋଲିସ

କିଶୋରନଗର ବ୍ଲକ ପ୍ରଶାସନ ପକ୍ଷରୁ ସାମାଜିକ ସମୀକ୍ଷା ଗ୍ରାମ ସଭା ଆୟୋଜିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ନୁଁନୁକାପଶି ପଞ୍ଚାୟତ ସଭା ଗୃହ ପରିସରରେ ବ୍ଲକ ପ୍ରଶାସନ ପକ୍ଷରୁ ସାମାଜିକ ସମୀକ୍ଷା ଗ୍ରାମ ସଭା ଅନୁଷ୍ଠିତ ହୋଇଛି। ସରପଞ୍ଚ ଦୀପ୍ତିମୟୀ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଗ୍ରାମସଭାରେ ପଞ୍ଚାୟତର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା…

Continue Readingକିଶୋରନଗର ବ୍ଲକ ପ୍ରଶାସନ ପକ୍ଷରୁ ସାମାଜିକ ସମୀକ୍ଷା ଗ୍ରାମ ସଭା ଆୟୋଜିତ

ବସ୍ ସାଇଡ୍ ନ ଦେବାରୁ ତୁମୁଳକାଣ୍ଡ, ବନ୍ଧୁକ ଦେଖାଇବା ସହ କାଚ ଭାଙ୍ଗିବା ଅଭିଯୋଗରେ ଦୁଇ ଗିରଫ

ଅନୁଗୁଳ: ବସ୍ ସାଇଡ୍ ନ ଦେବାରୁ ତୁମୁଳକାଣ୍ଡ। ଏହି ଘଟଣାକୁ ନେଇ ବଅଁରପାଳ ଥାନା ନୂଆହତା ଗୋପାଳ ସାହିସ୍ଥିତ ତୃପ୍ତି ମୋଟର ସମ୍ମୁଖ ୫୫ନଂ ଜାତୀୟ ରାଜପଥରେ ୨ ଅଜଣା ବ୍ୟକ୍ତି ବସ୍ ଚାଳକଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଇଛି। ଏ…

Continue Readingବସ୍ ସାଇଡ୍ ନ ଦେବାରୁ ତୁମୁଳକାଣ୍ଡ, ବନ୍ଧୁକ ଦେଖାଇବା ସହ କାଚ ଭାଙ୍ଗିବା ଅଭିଯୋଗରେ ଦୁଇ ଗିରଫ

ଅନୁଗୁଳ ସବ ରେଜିଷ୍ଟରଙ୍କ ଅଫିସରେ ନକଲି ଓକିଲ, ଜଣେ ଯୁବକ ଅଟକ

ଅନୁଗୁଳ: ଆଜି ଅନୁଗୁଳ ସବ ରେଜିଷ୍ଟରଙ୍କ ଅଫିସରୁ ଜଣେ ନକଲି ଓକିଲଙ୍କୁ ଧରି ପୋଲିସ ଜିମା ଦିଆଯାଇଛି। ନକଲି ଓକିଲ ହେଲେ ପତିତପାବନ ବେହେରା। ସୂଚନା ମୁତାବକ, ପୁରୁଣା କୋର୍ଟ ଅଞ୍ଚଳର ପତିତପାବନ ବେହେରା ନିଜକୁ ଓକିଲର ପରିଚୟ ଦେଇ ଚାରୋଟି…

Continue Readingଅନୁଗୁଳ ସବ ରେଜିଷ୍ଟରଙ୍କ ଅଫିସରେ ନକଲି ଓକିଲ, ଜଣେ ଯୁବକ ଅଟକ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶ୍ବ ସ୍ତନ୍ୟପାନ ସପ୍ତାହ ପାଳିତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ଆନୁକୂଲ୍ୟରେ ବିଶ୍ବ ସ୍ତନ୍ୟପାନ ସପ୍ତାହ ଆଜି ପୂର୍ବାହ୍ନରେ ପାଳିତ ହୋଇଯାଇଛି। ବୈଠକରେ ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡା. ଅନ୍ତର୍ଯ୍ୟାମୀ ମିଶ୍ର ଅଧ୍ୟକ୍ଷତା…

Continue Readingଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶ୍ବ ସ୍ତନ୍ୟପାନ ସପ୍ତାହ ପାଳିତ

ବଜାରପଡ଼ା ୟୁନିକ୍ ୟୁଥ୍ କ୍ଲବ୍ ପକ୍ଷରୁ ନୂତନ କର୍ମକର୍ତ୍ତା ଚୟନ ଓ ଗଣେଶ ପୂଜା ପ୍ରସ୍ତୁତି ବୈଠକ ଆୟୋଜିତ

ଅନୁଗୁଳ: ସ୍ଥାନୀୟ ବଜାରପଡ଼ା ସ୍ଥିତ ୟୁନିକ୍ ୟୁଥ୍ କ୍ଲବ୍ ଗଣେଶ ପୂଜା ମଣ୍ଡପ ପରିସରରେ କମିଟିର ବରିଷ୍ଠ ସଦସ୍ୟ ଅକ୍ଷୟ କୁମାର ଜେନାଙ୍କ ସଭାପତିତ୍ଵରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ କୋଷାଧ୍ୟକ୍ଷ ଦୀପକ ସାହୁ ବିଗତ ବର୍ଷର ଆୟ…

Continue Readingବଜାରପଡ଼ା ୟୁନିକ୍ ୟୁଥ୍ କ୍ଲବ୍ ପକ୍ଷରୁ ନୂତନ କର୍ମକର୍ତ୍ତା ଚୟନ ଓ ଗଣେଶ ପୂଜା ପ୍ରସ୍ତୁତି ବୈଠକ ଆୟୋଜିତ

ବଜ୍ରକୋଟ ସ୍ୱାସ୍ଥ୍ୟକେନ୍ଦ୍ରରେ ବୃକ୍ଷରୋପଣ

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ବଜ୍ରକୋଟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଶୁକ୍ରବାର ସ୍ଵସ୍ଥ ପରିବେଶ ନିମନ୍ତେ ବୃକ୍ଷ ଚାରା ରୋପଣ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅନୁଗୁଳ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ରଶ୍ମିତା ସେଠୀ, କଣିହାଁ ବ୍ଲକ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ,…

Continue Readingବଜ୍ରକୋଟ ସ୍ୱାସ୍ଥ୍ୟକେନ୍ଦ୍ରରେ ବୃକ୍ଷରୋପଣ