ପାଳଲହଡ଼ା ବ୍ଲକରେ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କଲେ ବିଧାୟକ: ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ପରାମର୍ଶ

ପାଳଲହଡ଼ା: ପାଳଲହଡ଼ା ବ୍ଲକ ପଞ୍ଚାୟତ ସମିତି ସଭା ଗୃହ ଠାରେ ବିଡିଓ ଦିଲ୍ଲୀପ କୁମାର ବାଡାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି ଯୋଗଦେଇ ବ୍ଲକର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଏ…

Continue Readingପାଳଲହଡ଼ା ବ୍ଲକରେ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କଲେ ବିଧାୟକ: ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ପରାମର୍ଶ

ଜିଲ୍ଲାସ୍ତରୀୟ ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ, ମାଛ ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ

ଅନୁଗୁଳ: ଜିଲ୍ଲା କୃଷି କାର୍ଯ୍ୟାଳୟ ଆତ୍ମା ସମ୍ମିଳନୀ କକ୍ଷରେ ବୁଧବାର ଜିଲ୍ଲାସ୍ତରୀୟ ଜାତୀୟ ମତ୍ସ୍ୟ ଚାଷୀ ଦିବସ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ ଡ. ନିରୋଦ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ…

Continue Readingଜିଲ୍ଲାସ୍ତରୀୟ ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ, ମାଛ ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ

କଳିଙ୍ଗ କ୍ଷେତ୍ର ଡି.ଏ.ଭି ପବ୍ଲିକ୍ ସ୍କୁଲର ୨୯ତମ ପ୍ରତିଷ୍ଠା ଉତ୍ସବ: ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିବା ସହ ବୃକ୍ଷରୋପଣ ଓ ରକ୍ତଦାନ ଶିବିର ଆୟୋଜିତ

ତାଳଚେର: ଏମ.ସି.ଏଲ.,କଳିଙ୍ଗ କ୍ଷେତ୍ରସ୍ଥିତ ଡି.ଏ.ଭି.ପବ୍ଲିକ୍ ସ୍କୁଲର ୨୯ତମ ପ୍ରତିଷ୍ଠା ଉତ୍ସବ ଧୁମଧାମରେ ପାଳିତ ହୋଇଛି। ଏ ଅବସରରେ ଏକ ବୈଦିକ ହୋମଯଜ୍ଞ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ଏମ.ସି.ଏଲ. ହିଙ୍ଗୁଳା କ୍ଷେତ୍ରର ମହାପ୍ରବନ୍ଧକ ବି. ମହମ୍ମୁଦ ମିଆଁ, ପ୍ରତିଭା ମହିଳା ମଣ୍ଡଳର ସଭାପତି…

Continue Readingକଳିଙ୍ଗ କ୍ଷେତ୍ର ଡି.ଏ.ଭି ପବ୍ଲିକ୍ ସ୍କୁଲର ୨୯ତମ ପ୍ରତିଷ୍ଠା ଉତ୍ସବ: ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିବା ସହ ବୃକ୍ଷରୋପଣ ଓ ରକ୍ତଦାନ ଶିବିର ଆୟୋଜିତ

ଆଠମଲ୍ଲିକର ଯୁବ ବିଜେପି ନେତା ସୁଶାନ୍ତ ସାହୁଙ୍କ ପରଲୋକ, ଶୋକ ବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ପେଡିପଥର ପଞ୍ଚାୟତର ଯୁବ ବିଜେପି ନେତା ସୁଶାନ୍ତ କୁମାର ସାହୁଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ଏକ ଶୋକବାର୍ତ୍ତାରେ ଲେଖିଛନ୍ତି, ଆମ…

Continue Readingଆଠମଲ୍ଲିକର ଯୁବ ବିଜେପି ନେତା ସୁଶାନ୍ତ ସାହୁଙ୍କ ପରଲୋକ, ଶୋକ ବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଲକ୍ଷ୍ମୀ ବସର ରଙ୍ଗ ବଦଳାଇବା ପଛର କାରଣ କହିଲେ ପରିବହନ ମନ୍ତ୍ରୀ, ବିଜେଡିକୁ ମାଗିଲେ ଜବାବ

ଭୁବନେଶ୍ବର: ଲକ୍ଷ୍ମୀ ବସର ରଙ୍ଗ ବଦଳାଇବା ପଛର କାରଣ ସମ୍ପର୍କରେ ବଡ଼ ବୟାନ ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା। ମନ୍ତ୍ରୀ କହିଛନ୍ତି, ଲକ୍ଷ୍ମୀ ବସରେ କୌଣସି ରଙ୍ଗ ନଥିଲା। ଏଥିରେ ଷ୍ଟିକର ମରା ଯାଇଥିଲା। ଗୋଟିଏ ଦଳର ଉଦ୍ଦେଶ୍ୟକୁ ଚରିତାର୍ଥ…

Continue Readingଲକ୍ଷ୍ମୀ ବସର ରଙ୍ଗ ବଦଳାଇବା ପଛର କାରଣ କହିଲେ ପରିବହନ ମନ୍ତ୍ରୀ, ବିଜେଡିକୁ ମାଗିଲେ ଜବାବ

ବଳଭଦ୍ର ରଥରୁ ପଡ଼ିଯିବା, ରାଷ୍ଟ୍ର ପାଇଁ ଅଶୁଭ ସଂକେତ: ନୀଳାଦ୍ରି ମହୋଦୟ ଗ୍ରନ୍ଥରେ ହୋଇଛି ଲିଖିତ

ଗୁଣ୍ଡିଚା ମନ୍ଦିରକୁ ପହଣ୍ଡି ବେଳେ ମହାପ୍ରଭୁ ବଡ଼ ଠାକୁର ବଡ଼ ବାଡ଼ ବଳଭଦ୍ର ରଥ ଉପରୁ ଖସିପଡ଼ିଥିଲେ। ଠାକୁରଙ୍କ ପଛରେ ଲାଗିଥିବା ପାଟ ସୂତା ସେବାୟତଙ୍କ ହାତରୁ ଖସିଯାଇଥିଲା। ଫଳରେ ଚାରମାଳ ଉପରୁ ପାଖାପାଖି ୪-୫ ହାତ ତଳକୁ ଖସିଯାଇଥିଲେ ବଳଭଦ୍ର।…

Continue Readingବଳଭଦ୍ର ରଥରୁ ପଡ଼ିଯିବା, ରାଷ୍ଟ୍ର ପାଇଁ ଅଶୁଭ ସଂକେତ: ନୀଳାଦ୍ରି ମହୋଦୟ ଗ୍ରନ୍ଥରେ ହୋଇଛି ଲିଖିତ

ଦୋଷ ଘୋଡ଼ାଇବାକୁ ଅନୁଗୁଳ ଜନସ୍ୱାସ୍ଥ୍ୟ ବିଭାଗର ପ୍ରୟାସ: ଜଳ ଅପଚୟ ନେଇ ଅଭିଯୋଗ ପରେ ଖୋଲା ଟ୍ୟାପରେ ଲଗାଇଲା ମିଟର

ଅନୁଗୁଳ: ଅନୁଗୁଳ ସହରର ହାକିମପଡା ଅଞ୍ଚଳରେ ଏକ ଖୋଲା ଟ୍ୟାପରେ ଜଳ ଅପ ବ୍ୟବହାର ହେଉଥିବା ନେଇ ଖବର ପ୍ରସାରଣ ପରେ ଜିଲ୍ଲା ଜନସ୍ୱାସ୍ଥ୍ୟ ବିଭାଗର ନିଦ ଭାଙ୍ଗିଛି। ସେହି ଖୋଲା ଟ୍ୟାପରେ ମିଟର ଲଗାଇ ନିଜ ଦୋଷ ଦୁର୍ବଳତା ଘୋଡାଇବାକୁ…

Continue Readingଦୋଷ ଘୋଡ଼ାଇବାକୁ ଅନୁଗୁଳ ଜନସ୍ୱାସ୍ଥ୍ୟ ବିଭାଗର ପ୍ରୟାସ: ଜଳ ଅପଚୟ ନେଇ ଅଭିଯୋଗ ପରେ ଖୋଲା ଟ୍ୟାପରେ ଲଗାଇଲା ମିଟର

ଫାଇନାନ୍ସ କମ୍ପାନୀର ଋଣ ସୁଝି ନ ପାରି ଯୁବକଙ୍କ ଆତ୍ମହତ୍ଯା

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ବ୍ରାହ୍ମଣପଲ୍ଲୀ ଗ୍ରାମର ଜଣେ ଯୁବକ ଆଜି ଚୁଡା ଖାଇ ଜଙ୍ଗଲରେ ଆତ୍ମହତ୍ୟା କରିଛନ୍ତି। ମୃତ ବ୍ଯକ୍ତି ହେଲେ ଶେଷ ଦେବ ମିର୍ଦ୍ଧା (୩୦)। ସେ ଘରୋଇ ଫାଇନାନ୍ସ କମ୍ପାନୀ ଠାରୁ ଋଣ ଆଣି ସୁଝି…

Continue Readingଫାଇନାନ୍ସ କମ୍ପାନୀର ଋଣ ସୁଝି ନ ପାରି ଯୁବକଙ୍କ ଆତ୍ମହତ୍ଯା

ସୁଭଦ୍ରା ଯୋଜନାର ରୂପରେଖ ଉପରେ ଆଲୋଚନା ଚକ୍ର: ସବୁ ମା’ କିପରି ଲାଭ ପାଇବେ ତାହାକୁ ଗୁରୁତ୍ୱ

ପାଳଲହଡ଼ା: ସୁଭଦ୍ରା ଯୋଜନାର ରୂପରେଖ ଉପରେ ଏକ ଆଲୋଚନା ଚକ୍ର ସ୍ଥାନୀୟ ଶରତ ଚନ୍ଦ୍ର କ୍ଳବ ପରିସରରେ ଅନୁଷ୍ଠିତ ହୋଇଛି। ବରିଷ୍ଠ ବିଜେପି ନେତା ଆଡ଼ଭୋକେଟ ତନ୍ମୟ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ…

Continue Readingସୁଭଦ୍ରା ଯୋଜନାର ରୂପରେଖ ଉପରେ ଆଲୋଚନା ଚକ୍ର: ସବୁ ମା’ କିପରି ଲାଭ ପାଇବେ ତାହାକୁ ଗୁରୁତ୍ୱ

ଚକବନ୍ଦୀ ସମସ୍ୟା ନେଇ ସାଂସଦଙ୍କ ଦୃଷ୍ଟି ଆକର୍ଷଣ କଲେ ସ୍ଥାନୀୟ ଲୋକ, ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଲେ ଏମ୍ ପି ରୁଦ୍ର ନାରାୟଣ ପାଣି

ଅନୁଗୁଳ: ଚକବନ୍ଦୀ ସମସ୍ୟା ନେଇ ଆଜି ସାଂସଦ ରୁଦ୍ରନାରାୟଣ ପାଣିଙ୍କୁ ଭେଟିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ। ଜନସାଧାରଣ କିଭଳି ଭାବରେ ଚକବନ୍ଦୀ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେ ସମସ୍ତ ବିଷୟ ଜନସାଧାରଣଙ୍କ ପାଖରୁ ସାଂସଦ ବୁଝିଥିଲେ। ପୂର୍ବରୁ ୨୦୨୧ ମସିହାରେ କେନ୍ଦ୍ରମନ୍ତ୍ରୀ…

Continue Readingଚକବନ୍ଦୀ ସମସ୍ୟା ନେଇ ସାଂସଦଙ୍କ ଦୃଷ୍ଟି ଆକର୍ଷଣ କଲେ ସ୍ଥାନୀୟ ଲୋକ, ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଲେ ଏମ୍ ପି ରୁଦ୍ର ନାରାୟଣ ପାଣି