ଗୁଣ୍ଡିଚା ପହଣ୍ଡି ବେଳେ ଅଘଟଣ: ରଥରୁ ଖସି ପଡ଼ିଲେ ବଡ଼ ଠାକୁର ବଳଭଦ୍ର
ପୁରୀ: ମହାପ୍ରଭୁ ବଡ଼ ଠାକୁର ବଡ଼ ବାଡ଼ ବଳଭଦ୍ରଙ୍କ ପହଣ୍ଡି ବେଳେ ଅଘଟଣ। ଆଜି ଗୁଣ୍ଡିଚା ମନ୍ଦିରକୁ ପହଣ୍ଡି ବେଳେ ରଥ ଉପରୁ ଖସିପଡ଼ିଛନ୍ତି ବଡ଼ ଦିଅଁ। ଠାକୁରଙ୍କ ପଛରେ ଲାଗିଥିବା ପାଟ ସୂତା ସେବାୟତଙ୍କ ହାତରୁ ଖସିଯାଇଥିଲା। ଫଳରେ ଚାରମାଳ…
