ଏଣିକି ମନ ଇଚ୍ଛା କାଟିପାରିବେନି ତାଳଗଛ: ନିଜ ବାରିର ଗଛ କାଟିଲେ ବି କଡ଼ା କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ବର: ତାଳ ଗଛ କାଟିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ। ଏଣିକି ମନ ଇଚ୍ଛା କାଟିପାରିବେନି ତାଳଗଛ। ସରକାରଙ୍କ ବିନା ଅନୁମତିରେ ନିଜ ବାରିର ତାଳ ଗଛ କାଟିଲେ ବି ହେବ କଡା କାର୍ଯ୍ୟାନୁଷ୍ଠାନ। ବନ ବିଭାଗର ବିନା ଅନୁମତିରେ ତାଳ ଗଛ କାଟିବା…
